ସବୁ ସମୟ ଖବର ସାଥିରେ

ସାରା ଓଡିଶା ରେ ଗୋଟିଏ କଥା , ଆଉ କେତେ ମାର୍କ ରଖିଲେ ମାଷ୍ଟର ଚାକିରୀ ହେବ ଆମେ 92% 95% ରଖି ହାର ମାନିବୁ ..ଏମାନେ 60% ରଖି ଚାକିରୀ ପାଇବେ,ଭିଡ଼ିଓ ନିଆଁ ଭଳି viral ହେବାରେ ଲାଗିଛି ଦେଖନ୍ତୁ ସମ୍ପୂର୍ଣ ଭିଡ଼ିଓ!

0 99

ଓଡିଶା ର ପିଲା ମାନଙ୍କର ଅସହାୟ ଚିତ୍ର ଦେଖିବା ପାଇଁ ମିଳିଛି ଭୁବନେଶ୍ୱର ରେ । ପିଲା ମାନେ ଯେତେ ମାର୍କ ରଖିଲେ କଣ ହେବ , ଚାକିରୀ କିନ୍ତୁ କମ ରଖି ଥିବା ପିଲା ମାନେ ପାଉ ଛନ୍ତି । ଏଭଳି କିଛି ଘଟଣା ଓଡିଶା ପିଲା ମାନଙ୍କ ପାଖରେ ଦେଖିବା ପାଇଁ ମିଳିଛି । ପିଲା ରଖୁ ଛନ୍ତି 93 ପ୍ରତିଶତ । ହେଲେ ମଧ୍ୟ ଚାକିରୀ ହେଉ ନାହିଁ ପିଲା ମାନଙ୍କର ।

ଚଳିତ ବର୍ଷ ପହିଲା ରେ ବିଡ଼ି ରେ ବାହାରି ଥିଲା ପୋଷ୍ଟ । ପୋଷ୍ଟ ସଂଖ୍ୟା ଥିଲା 1500 । ତେବେ ବିଡ଼ି ରେ ପରୀକ୍ଷା ଏହି ମାର୍ଚ୍ଚ ପହିଲା ରୁ ହୋଇ ଥିଲା । ତେବେ ଏହି ମାସ ପରୀକ୍ଷା ର ଫୋଳା ଫୋଳ ବାହାରି ଥିଲା । ଦୁଃଖ ର କଥା ଯେ ପିଲା ମାନେ 95 ପ୍ରତିଶତ ରଖି ମଧ୍ୟ1 ତାଙ୍କର ଚାକିରୀ ହେଲା ନାହିଁ ।

କିନ୍ତୁ 60 ପ୍ରତିଶତ ରଖି ଥିବା ପିଲା ମାନେ ଚାକିରୀ ପାଇ ଯାଇ ଛନ୍ତି । ତେବେ ଏମିତି ଯଦି ପିଲା ମାନେ ମାର୍କ ରଖି ଚାକିରୀ ପାଇବେ ନାହିଁ ତାହାଲେ ପିଲା ମାନଙ୍କ ର ଦୃଢ଼ ମନ ବଳ କୁଆଡେ ଚାଲି ଯିବ । ସେମାନେ ପୁରା ଅସହାୟ ହୋଇ ଯିବେ ।

ତେବେ ଘଟଣା ସ୍ଥଳ ରେ ପିଲା ମାନେ ଏତେ ମାର୍କ ରଖି ହେଲାନି କଣ ପାଇଁ । ଆଜିର ଦୁନିଆ ରେ ଯିଏ ଯେତେ ପାଠ ପଢିଲେ ମଧ୍ୟ ତାର ହେବ ନାହିଁ । କାରଣ ଆଜିର ଦୁନିଆ ରେ ଯେଉଁଠି ଟଙ୍କା ସେଠି ଚାକିରୀ । ଏହି ଶିକ୍ଷକ ଚାକିରୀ କରିବା ପାଇଁ ପିଲାଙ୍କ ପକ୍ଷରୁ 11 ଲକ୍ଷ ଟଙ୍କା ନିଆ ଯାଇଛି । ଯାହା ଆଜି ଏକ ଫୋନ ରେକର୍ଡ଼ ଆସି ଥିଲା ।

ଗୋଟେ ପିଲା କୁ ଚାକିରୀ କରେଇ ଦେବେ1 ବୋଲି ତାକୁ 11 ଲକ୍ଷ ଟଙ୍କା ମାଗି ଥିଲେ । କିନ୍ତୁ ପିଲା ଟିର ଭାଗ୍ୟ ଖରାପ ଯୋଗୁ କିମ୍ବା କିଛି ତ୍ରୁଟି ଯୋଗୁ ତାର ଚାକିରୀ ହେଲା ନାହିଁ । ଯାହା ଫୋଳ ରେ ସେ ଯେତିକି ସମୟ କଥା ହୋଇ ଥିଲା । ତାହା ସବୁ ଫୋନ ରେ ରେକର୍ଡ଼ କରି ଥିଲା ଆଜି ସେହି ରେକର୍ଡ଼ ଗୁଡିକ ସସିଆଲ ମିଡ଼ିଆ ରେ ଛାଡି ଦେଇଛି ।

ଯାହା ଫୋଳରେ ପିଲା ମାନେ ଆଜି ଭୁବନେଶ୍ୱର ରେ ଅନଶନ ରେ ବସି ଛନ୍ତି । ପଇସା ନେଇ ପିଲା ମାନକୁ ଆଗୁଆ ପ୍ରଶ୍ନ ର ଉତ୍ତର କହି ଦେଉ ଛନ୍ତି । ଯାହା ଫୋଳରେ ପିଲା ମାନେ ଅଧିକ ମାର୍କ ରଖୁ ଛନ୍ତି ଓ ପାଇ ଯାଉ ଛନ୍ତି ।

କିନ୍ତୁ ଯେଉଁ ମାନେ ଗରିବ ଶ୍ରେଣୀ ର ପିଲା ସେମାନେ ବହୁତ ପାଠ ପଢୁ ଛନ୍ତି ସେମନେ ଆଉ ପାଉ ନାହାନ୍ତି । ଆଜି ସାରା ଓଡିଶା ରେ ଗୋଟିଏ ପ୍ରଶ୍ନ ଆଉ କେତେ ମାର୍କ ରଖିଲେ ପିଲା ଚାକିରୀ ପାଇବେ । ଏମିତି ହେଲେ ପିଲା ମାନେ ପାଠ ପଢା ଛାଡି ଦେବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।