
Rupa pin2 khusi ଅକ୍ଷୟ ତୃତୀୟା ସେଲିବ୍ରେସନ୍ | ପ୍ରଥମ ଥର ଖୁସି ମା ମାରିଲେ ଶଙ୍ଖ ଭିଡ଼ିଓ ଦେଖିଲେ ହସି ହସି ଗଡିବେ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ଆଜିର ଦିନରେ ନିଜର ପରିଚୟ ତିଆରି କରିବା ପାଇଁ ସୋସିଆଲ ମିଡିଆ ଏକ ବଡ ମାଧ୍ୟମ ପାଲଟି ଯାଇଛି। ସେ କିଛି କାମ କରି ହେଉ ବା ୟୁଟ୍ୟୁବରେ ଏକ ଚ୍ୟାନେଲ ଖୋଲି ବା ଆଲବମରେ ଆକ୍ଟିଂ କରି, ବା ଅନେକ ଭିଡିଓ ବନେଇ ଲୋକମାନଙ୍କ ଭଲପାଇବା ଜିତିକରି ଟଙ୍କା ରୋଜଗାର କରୁଛନ୍ତି। ନିଜେ ରୋଜଗାର କ୍ଷମ ହେବା ସହ ଅନ୍ୟଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇ ପାରୁଛନ୍ତି।
ବର୍ତ୍ତମାନ ଆମ ଓଡ଼ିଶାର ନଂ ୱାନ ୟୁଟ୍ୟୁବ ଚ୍ୟାନେଲ ଭାବରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ବେସ ଚର୍ଚ୍ଚାରେ ରହିଛି। ୟୁଟ୍ୟୁବର ରୂପା, ପିଣ୍ଟୁ, ଏବଂ ଖୁସିଙ୍କୁ ପ୍ରାୟ ସମସ୍ତେ ଜାଣିଥିବେ। ଏମାନେ ନିଜର ଛୋଟ ଛୋଟ ଅନୁଭୂତିକୁ ଭିଡିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପହଞ୍ଚାଇ ଥାନ୍ତି। ଯାହାକୁ ଦର୍ଶକ ମାନେ ଖୁବ୍ ପସନ୍ଦ କରୁଛନ୍ତି।
ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ପ୍ରତ୍ୟେକ ଭିଡିଓକୁ ଦର୍ଶକ ମାନେ ଦେଖିବା ପାଇଁ ଚାତକ ଭଳି ଚାହିଁ ରହିଥାନ୍ତି। ଏମାନଙ୍କ ପ୍ରତ୍ୟେକ ଭିଡିଓ ମିଲିୟନ ମିଲିୟନ ଦର୍ଶକ ଦେଖିଥାନ୍ତି। ଏଥି ସହିତ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି।
ରୂପା ପିଣ୍ଟୁଙ୍କୁ ପ୍ରଥମେ ଟିକଟକରେ ଦେଖିବା ପାଇଁ ମିଳିଥିଲା। ଏହା ପରେ ସେମାନେ ସେମାନଙ୍କର ଏକ ୟୁଟ୍ୟୁବ ଚ୍ୟାନେଲ ଖୋଲିଥିଲେ। ଯାହାର ନା ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସ ନାମରେ ବେଶ ଜଣାଶୁଣା।
ଏମାନେ ତାଙ୍କର ଦୈନନ୍ଦିନ ଜୀବନ ଜୀବନଶୈଳୀକୁ ଭିଡ଼ିଓ ମାଧ୍ୟମରେ ଦର୍ଶକ ମାନଙ୍କ ପାଖରେ ପାଂହଞ୍ଚାଇ ଥାନ୍ତି। କେବଳ ଏତିକି ନୁହେଁ ବର୍ତ୍ତମାନ ସମୟରେ ରୂପା ଓ ପିଣ୍ଟୁଙ୍କୁ ଏକରୁ ଏକାଧିକ ଆଲବମରେ ଦେଖିବା ପାଇଁ ମିଳୁଛି ଯାହାକୁ ଦର୍ଶକ ମାନେ ବହୁତ ଭଲପାଇବା ଦେଉଛନ୍ତି।
ତେବେ ବର୍ତ୍ତମାନ ସମୟରେ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ଏକ ନୂଆ ଭିଡିଓ ଅପଲୋଡ଼ ହୋଇଛି। ଯାହାକୁ ଦର୍ଶକ ମାନେ ବହୁ ମାତ୍ରାରେ ପସନ୍ଦ କରିଛନ୍ତି। ଭିଡ଼ିଓରେ ଦେଖିବାକୁ ମିଳୁଛି ରୂପା ପିଣ୍ଟୁ କେମିତି ଅକ୍ଷୟ ତୃତୀୟାକୁ ଆନନ୍ଦର ସହିତ ସେଲିବ୍ରେସନ୍ କରୁଛନ୍ତି। ବୈଶାଖ ଶୁକ୍ଳ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ବୋଲି କୁହା ଯାଇଥାଏ।
ଏହି ତିଥି ବା ଦିନକୁ ଖୁବ ଶୁଭ ବୋଲି ମାନ ଯାଇଥାଏ। ଏହି ଦିନକୁ କୃଷକ ଦିବସ ରୂପେ ପାଳନ କରାଯାଏ। କୃଷକ ଏହିଦିନ ଅମୃତ ବେଳାରେ ଅକ୍ଷିମୁଠି ଅନୁକୂଳ କରି କୃଷିକାର୍ଯ୍ୟର ଶୁଭାରମ୍ଭ କରେ। ତେବେ ରୂପା ପିଣ୍ଟୁ ତାଙ୍କର ଅକ୍ଷୟ ତୃତୀୟା କିପରି ପାଳନ କରିଛନ୍ତି ତାର ଭିଡିଓ ରୂପା ପିଣ୍ଟୁ ଖୁସି ଏକ୍ସପ୍ରେସର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରିଛନ୍ତି।
ଭିଡିଓରେ ପିଣ୍ଟୁ ସକାଳୁ ଉଠି ନିତ୍ୟକର୍ମ ସାରିବା ପରେ କ୍ଷେତକୁ ଯାଉଛନ୍ତି। କ୍ଷେତକୁ ପୁରୋହିତ ପୂଜା କରିସାରିବା ପରେ ପିଣ୍ଟୁ କ୍ଷେତରେ ଅକ୍ଷିମୁଠି ବୁଣିଛନ୍ତି। କେବଳ ଏତିକି ନୁହେଁ ପିଣ୍ଟୁଙ୍କ ସହିତ ତାଙ୍କ ଝିଅ ଖୁସି ମଧ୍ୟ କ୍ଷେତରେ ଅକ୍ଷିମୁଠି ବୁଣିଛନ୍ତି। ତେବେ ଭିଡିଓରେ ଆହୁରି ବହୁତ କିଛି ମଜା ମସ୍ତି ଦେଖିବା ପାଇଁ ମିଳୁଛି। ଆପଣ ଯଦି ଯଦି ରୂପା ପିଣ୍ଟୁ ଖୁସିଙ୍କ ଏହି ମଜାଦାର ଭିଡିଓ ଦେଖିନାହାନ୍ତି ତେବେ ଜଲଦି ଦେଖି ନିଅନ୍ତୁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।