
life style – ଝିଅ ମାନଙ୍କୁ କିସ କଲା ବେଳେ କେଉଁ ସବୁ ଅଙ୍ଗକୁ ଛୁଇଁବା ନିହାତି ଆବଶ୍ୟକ। ନିଶ୍ଚୟ ଜାଣନ୍ତୁ କେଉଁ ଅଙ୍ଗକୁ କୁ ଭୁଲ ରେ ବି ଛୁଇଁବେ ନାହିଁ ନଚେତ ଘଟିପାରେ ଅଘଟଣ।
ପ୍ରେମ ମଣିଷ ର ସବୁ ଠାରୁ ବଡ ଶକ୍ତି। ଓରେମ ଦ୍ୱାରା ମଣିଷ ଯାହା ହାସଲ କରି ପାରିବ ତାହା ଆଉ କୌଣସି ପ୍ରକାର ରେ ହାସଲ କରିପାରିବ ନାହିଁ। ତେବେ ଆଜି କାଲି ଅଧିକ ମାତ୍ର ରେ ପୁଅ ଝିଅ ମାନେ ପ୍ରେମ ପ୍ରତି ଗୁରୁତ୍ୱ ଦେଉଛନ୍ତି। ପରସ୍ପର ପ୍ରତି ଆକର୍ଷିତ ହେଉଛନ୍ତି। ପ୍ରେମ ର ପ୍ରଥମ ସ୍ତର ରେ ସେମାନେ କିସ କରିବା କୁ ଇଛା ପ୍ରକାଶ କରି ଥାଆନ୍ତି। ଯାହା କି ଏକ ସାଧାରଣ କଥା।
କିନ୍ତୁ ଆଜି କାଲି ର ପୁଅ ମାନେ କିସ କରିବା ବିଷୟରେ ଅଧିକ ଜାଣି ନାହାନ୍ତି। କିସ କରିବା ସମୟରେ ଝିଅ ମାନଙ୍କ ର କେଉଁ ସବୁ ଅଙ୍ଗକୁ ଛୁଇଁବା ଉଚିତ ଓ କେଉଁ ସବୁ ଅଙ୍ଗକୁ ଛୁଇଁବା ଉଚିତ ନୁହଁ ସେହି ବିଷୟରେ ଜାଣି ନଥାନ୍ତି। ତେବେ ଆଜି ଆମେ ଜାଣିବା ଯେ କିସ କରିବା ସମୟରେ ଝିଅ ମାନଙ୍କ ର କେଉଁ ସବୁ ଅଙ୍ଗକୁ ଛୁଇଁବା ଆବଶ୍ୟକ।
ଆପଣ ଯେତେବେଳେ କୌଣସି ଝିଅ କୁ କିସ କରୁ ଛନ୍ତି ସେତେବେଳେ ଆପଣ ଚାହିଁଲେ ତାଙ୍କର ବେକ କୁ ଛୁଇଁ ପାରିବେ। କାରଣ ଏପରି କରିବା ଦ୍ୱାରା ଝିଅ ମାନଙ୍କୁ ଭଲ ଲାଗି ଥାଏ ଓ ଆପଣ ଙ୍କ ର ସେଥି ପ୍ରତି ଆଗ୍ରହ ମଧ୍ୟ ବଢି ଥାଏ।
ଆପଣ ଆପଣଙ୍କ ପାର୍ଟନର କୁ କିସ କରିବା ସମୟରେ ପାର୍ଟନର ର ଗାଲ କୁ ମଧ୍ୟ ଛୁଇଁ ପାରିବେ। ଏହା ଦ୍ୱାରା ଝିଅ ମାନେ ଭାବନ୍ତି ଯେ ଆପଣଙ୍କ ର ତାଙ୍କ ପ୍ରତି ବହୁତ ଭଲ ପାଇବା ରହିଛି। ଏହା ସହ ଆପଣ ଯଦି ଆପଣଙ୍କ ପାର୍ଟନର କୁ କିସ କରୁ ଛନ୍ତି ତାହାଲେ ଆପଣ ଚାହିଁଲେ ଆପଣଙ୍କ ପାର୍ଟନର କୁ ନର୍ମାଲ ଭାବରେ ହୋଗ କରି ପାରିବେ। ଯାହା କି ଆପଣ ଉଭୟ ଙ୍କୁ ବହୁତ ଭଲ ଅନୁଭବ କରାଇ ଥାଏ।
ସେହି ପରି ଆପଣ ଯଦି ଚାହିଁବେ କିସ କରିବା ସମୟରେ ଆପଣଙ୍କ ପାର୍ଟନର ର ଅଂଟା କୁ ମଧ୍ୟ ସ୍ପର୍ଶ କରି ପାରିବେ। କିସ କଲା ବେଳେ ଝିଅ ମାନଙ୍କ ର ଅଣ୍ଟା କୁ ଛୁଇଁବା ଦ୍ୱାରା ସେମାନଙ୍କୁ ବହୁତ ଭଲ ଅନୁଭବ ହୋଇ ଥାଏ। ସେମାନଙ୍କ ର ଆପଣଙ୍କ ପ୍ରତି ଭଲ ପାଇବା ବଢି ଯାଇ ଥାଏ। ଏହା ସହ ଏହା କୁ ସେମାନେ ସର୍ବଦା ମନେ ରଖି ଥାଆନ୍ତି।
ଏହା ସହ ଆପଣ ଯଦି କୌଣସି ଝିଅ କୁ କିସ କରୁଛନ୍ତି ତେବେ ଆପଣ ଚାହିଁଲେ ତାଙ୍କର ପିଠି କୁ ମଧ୍ୟ ଛୁଇଁ ପାରିବେ। ଏହା ଦ୍ୱାରା ସେମାନେ ଆପଣଙ୍କ ପ୍ରତି ଅଧିକ ଆକର୍ଷିତ ହୋଇ ଥାନ୍ତି।
କିନ୍ତୁ ମନେ ରଖନ୍ତୁ କିସ କରିବା ସମୟରେ ଆପଣଙ୍କ ର ଧ୍ୟାନ କେବଳ କିସ ଉପରେ ରହିବା ଦରକାର। ଆପଣ ମାନେ ଝିଅ ମାନଙ୍କ ର ଅନ୍ୟ କୋଉଠି କୁ ଛୁଇଁବା କୁ ଚେଷ୍ଟା କରନ୍ତୁ ନାହିଁ। ଏହା ଦ୍ୱାରା ଆପଣଙ୍କ ର ସମ୍ପର୍କ ରେ ତିକ୍ତତା ଆସିପାରେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।