
ଭୁବନେଶ୍ୱର ଆଇଜି ପାର୍କ ନିକଟରେ ଯୁବତୀଙ୍କ ହାଇଡ୍ରାମା, ସ୍ୱିଗି ବଏଠୁ ଖାଇଲେ ବ୍ରହ୍ମଚାପୁଡ଼ା…ଦେଖନ୍ତୁ VIRAL ଭିଡିଓ କୁ …..
ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ସବୁ ଘଟଣା ବିଷୟରେ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିବା ବା ଶୁଣିବା ପାଇଁ ଖରାପ ଲାଗୁଛି। ଆଉ ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି ଭିଡିଓ ସାମ୍ନାକୁ ଆସେ ଯାହାକୁ ବିଶ୍ୱାସ କରିବା କାଠିକର ପାଠ ହୋଇ ପଡ଼ିଥାଏ। ତେବେ ଏମିତି କିଛି ଘଟଣା ଆସେ ଯାହା ଚର୍ଚ୍ଚା ର ବିଷୟ ହୋଇଥାଏ। ଏହିଭଳି ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାଏ ଏବଂ ସମସ୍ତଙ୍କୁ ଏ ବିଷୟରେ ଭାବିବା ପାଇଁ ମଧ୍ୟ ବାଧ୍ୟ କରିଥାଏ।
ସେହିଭଳି କିଛି ଘଟଣା ଯାହାକୁ ଶୁଣିଲେ ସମସ୍ତେ ଅବାକ୍ ହୋଇଯାନ୍ତି। ଆପଣ ଜାଣିପାରିବେ, ଆଜିର ଦୁନିଆରେ କିଛି ଏମିତି ଲୋକ ରହିଛନ୍ତି ଯେଉଁମାନେ ନିଜର ନୈତିକତା କୁ ଭୁଲି ,ମାନବିକତା, ସଭ୍ୟତା କୁ ଭୁଲି କିଛି ବି ନିନ୍ଦନୀୟ କାର୍ଯ୍ୟ କରିବା ପାଇଁ ପଛାଉ ନାହାଁନ୍ତି। ସେମାନେ ଯେଉଁଭଳି ଭାବରେ ଘୃଣ୍ୟ କାମ ସବୁ କରୁଛନ୍ତି ତାହା ବାସ୍ତବରେ ଲଜ୍ଜାଜନକ ଏବଂ ନିନ୍ଦନୀୟ ଏବଂ ଚର୍ଚ୍ଚା ର ବିଷୟ ପାଲଟିବାରେ ଲାଗେ ।
ଆଉ ଆଜିକା ସମୟରେ ସମସ୍ତେ ତ ଶିକ୍ଷିତ ବୋଲି ଆପଣ ମାନେ ସମସ୍ତେ ଜାଣିଥିବେ। ତେବେ ଶିକ୍ଷିତ ହୋଇ ଯଦି ଜଣେ ଲଜ୍ଜାଜନକ ଓ ନିନ୍ଦନୀୟ କାର୍ଯ୍ୟ କରେ ତେବେ ଏଥିପାଇଁ କାହାକୁ ବା ଦାୟୀ କରାଯିବ। ସମାଜ ଯେତେ ଆଗକୁ ବଢ଼ିଲେ କଣ ହେବ ଯଦି ମଣିଷର ମାନସିକତା ପରିବର୍ତ୍ତନ ନ ହୁଏ ତେବେ ଏଥିପ୍ରତି କାହାକୁ ଦୋଷ ଦେଇ ହେବ। ସଭ୍ୟ ଶିକ୍ଷିତ ସମାଜରେ ଏମିତି ଅନେକ ନିୟାମକ ଥିଲେ ମଧ୍ୟ କିନ୍ତୁ ଏହାର ବ୍ୟତିକ୍ରମ ସଦୃଶ କାମ କରୁଛି ଆଜିର ମଣିଷ। ବେଳେ ବେଳେ ଏମିତି କିଛି ଉଲ୍ଲେଖନୀୟ ପରିବର୍ତ୍ତନ କିଛି ଲୋକ ଙ୍କ ଦେଖିବା ପାଇଁ ମିଳିଥାଏ ଯାହା ବାସ୍ତବରେ ବିଶ୍ୱାସ ଯୋଗ୍ୟ ହୋଇ ନଥାଏ।
ତେବେ ଏଭଳି ଘଟଣା ଦେଖିଲେ ଆଶ୍ଚର୍ଯ୍ୟ ଲାଗିବା ସ୍ୱାଭାବିକ କଥା। ତେବେ ସେହିଭଳି ଏକ ଘଟଣା ବିଷୟରେ ଆମେ ଆଜି ଆପଣଙ୍କୁ କହିବା ପାଇଁ ଯାଉଛୁ ଯାହା ଏବେ ବେଶ୍ ଚର୍ଚ୍ଚା ହେବାରେ ଲାଗିଛି ଏବଂ ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଯାହା ସାଧାରଣରେ ମନେ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ତେବେ ଆଜି ର ଦୁନିଆରେ କିଛି ଏପରି ଲୋକ ରହିଛନ୍ତି ଯେଉଁମାନେ ଅନେକ ସମୟରେ ସଂସ୍କାର ବିହୀନ କାର୍ଯ୍ୟ କରିଥାନ୍ତି ଓ ଅନେକ ଘୃଣ୍ୟ କାମ ସବୁ କରିଥାନ୍ତି। ଯାହା ବାସ୍ତବରେ ଲଜ୍ଜାଜନକ ଏବଂ ନିନ୍ଦନୀୟ ଘଟଣା ଏବଂ ପରିତାପର ବିଷୟ ଅଟେ।
ତେବେ ସମ୍ନାକୁ ଆସିଛି ଆଉ ଏକ ନିନ୍ଦନୀୟ ଘଟଣା ର ସ୍ପଷ୍ଟ ଚିତ୍ର। ଏହି ଘଟଣା ଟି ଘଟିଛି ଭୁବନେଶ୍ବର ର ଆଇଜି ପାର୍କ ଠାରେ। ତେବେ ଏହି ଭିଡିଓ ରେ ମହିଳା ଜଣଙ୍କ ଜଣେ ଯୁବକ ଙ୍କୁ ବିଚ୍ ରାସ୍ତା ଉପରେ ନିର୍ଦ୍ଧୁମ୍ ଛେଚୁଞ୍ଚନ୍ତି ଏବଂ ମହିଳା ଜଣଙ୍କ ଖରାପ ଭାଷା ରେ ଗାଳି ମଧ୍ୟ କରୁଛନ୍ତି। ତେବେ ସେଠାରେ ଜଣେ ବ୍ୟକ୍ତି ସେମାନଙ୍କ ଲାଇଭ୍ ଭିଡିଓ କରୁଥିଲେ। ମହିଳା ଜଣକ ସେହି ବ୍ୟକ୍ତିଙ୍କୁ ଭିଡିଓ କରୁଥିବାର ଦେଖି ତାଙ୍କୁ ମଧ୍ୟ ଖରାପ ଭାଷାରେ ଗାଳି କରିଛନ୍ତି। ବର୍ତ୍ତମାନ ଏହି ଭିଡିଓ ଟି ସୋସିଆଲ ମିଡ଼ିଆରେ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି।