ସବୁ ସମୟ ଖବର ସାଥିରେ

“ସ୍ୱାମୀ କହୁଛି ନେ ମୋ ସ୍ତ୍ରୀକୁ ଉପଭୋଗ କର” ସୋସିଆଲ ମିଡ଼ିଆ ରେ ଭାଇରାଲ ହେଉଥିବା ମହିଳାଙ୍କର କଥା ଶୁଣିଲେ ଆପଣ ମୁଣ୍ଡ ରେ ହାତ ଦେବେ…

0 11

ବିବାହ ଏକ ପବିତ୍ର ବନ୍ଧନ, ତେବେ ଯେତେବେଳେ ଜଣେ ଝିଅ ବିବାହ କରିଥାଏ ସେ ନିଜ ପରିବାରକୁ ଛାଡି ଏକ ଭିନ୍ନ ଦୁନିଆକୁ ଆସିଥାଏ। ।ତେବେ ସେତେବେଳେ ତାର ସବୁଠୁ ନିଜର ସେ ସ୍ୱାମୀକୁ କରିଥାଏ, ବିବାହ ପୂର୍ବରୁ ବହୁତ ଆଶା ଓ ଆକାଂକ୍ଷା ନେଇ ନୂଆ ଜୀବନ ଗଡ଼ିବା ପାଇଁ ସ୍ୱାମୀର ସବୁକିଚିକୁ ଆଦରି ନେଇ ଥାଏ ।

କେବେ କିଛି ହେଲେ ବି ଆହା ପଦେ ବି କହି ନଥାଏ, ହେଲେ ଆଜି ସେହି ସ୍ତ୍ରୀ ଆଜି ନିଜ ସ୍ୱାମୀ ପାଖରେ ହିଁ ସୁରକ୍ଷିତ ନୁହେଁ ।କିନ୍ତୁ ଆମେ ଆଜି ଯେଉଁ ଘଟଣା ଟି ବିଷୟରେ ଜଣେଇବୁ ସେଠାରେ ନାରୀ ଙ୍କ ପାଇଁ ବିବାହ ଏକ ନର୍କ ଜୀବନ ପାଲଟି ଯାଇଛି।

ଯେଉଁ ସ୍ୱାମୀ ସ୍ତ୍ରୀ ପାଖକୁ ଆସୁଥିବା ପ୍ରତି ବିପଦକୁ ଆଜି ନିଜେ ସାମ୍ନା କରିଥାଏ ସେ ଯଦି ନିଜେ ରକ୍ଷକ ନହେଇ ଭକ୍ଷକ ସାଜେ ତାହେଲେ ସେହି ସ୍ତ୍ରୀ କୋଉଠି ନିଜକୁ ସୁରକ୍ଷିତ ମନେ କରିବ ।ଯେତେବେଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହେଇଥାନ୍ତି ତ ପରସ୍ପରକୁ 7 ଜନ୍ମ ପାଇଁ ସାଥି କରିଥାନ୍ତି ହେଲେ ଏହି ଗୋଟିଏ ଜନ୍ମରେ ତ ସ୍ତ୍ରୀ ନିଜ ସ୍ୱାମୀର କଷଣ ତଳେ ଚାପି ଯାଉଛି ।ତାହେଲେ ସତରେ କଣ ଏହା ହେଉଛି ସ୍ୱାମୀ ସ୍ତ୍ରୀ ବନ୍ଧନର ବାସବିକତା ।ଯେଉଁ ସମ୍ପର୍କ ଆମ ଦୁନିଆରେ ନୀତି ଦିନ ଯୋଡି ହେଉଛି ଯାହା ନାଁରେ ଯେତେ ଉତ୍ସବ ହେଉଛି ଆଉ ତା ଭିତରେ ଏହି କଲଙ୍କର ଦାଗ ରହିଛି ।

ତେବେ ବନ୍ଧୁମାନେ ଏତେ ସବୁ କଥା କହିବାର ଅର୍ଥ ହେଉଛି ଆଜିର ଆମ ସମାଜରେ ଘଟୁଥିବା ଘଟଣା ।ଯାହାର ଭୟା ବହତା ଦିନକୁ ଦିନ ବଡିବାରେ ଲାଗିଛି ।ଜଣେ ଝିଅ ନିଜକୁ ଆଜି କୋଉଠି ବି ସୁରକ୍ଷିତ ମନେ କରୁ ନାହିଁ ।ତେବେ ଏବେ ଜାଣି ରଖନ୍ତୁ ଆଜିର ଏହି ଘଟଣା ଯାହା ଶୁଣିଲେ ଆପଣଙ୍କ ରୋମ ତାଙ୍କୁରି ଉଠିବ ।ତେବେ ଘଟଣା ଅନୁଯାୟୀ ଜଣେ ମହିଳାଙ୍କୁ ତାଙ୍କୁ ସ୍ୱାମୀର ସାଙ୍ଗ କହୁଛନ୍ତି “ତୋମେ କୋଉ ସେମ୍ପୁ ଲଗଉଛ ଭାରି ବାସୁଛ ।ଟିକେ ମୋ ପାଖକୁ ଆସୁନ, ଆଉ ଏହି ସବୁରେ ସାଥ ଦେଇଛନ୍ତି ନିଜେ ମହିଳାଙ୍କ ସ୍ୱାମୀ ଆଉ ସେ ତାଙ୍କ ସାଙ୍ଗକୁ କହିଛନ୍ତି ମୋ ସ୍ତ୍ରୀକୁ ଉପଭୋଗ କରିବୁ ଆସେ” ।

ତେବେ ଘଟଣା ଏତିକିରେ ଥମି ନଥିଲା ଉଭୟ ସ୍ୱାମୀ ଓ ତାଙ୍କ ସାଙ୍ଗ ଜୋର ଜବରଦସ୍ତ କରିଥିଲେ ମହିଳାଙ୍କ ସହିତ ।ମହିଳା ଯେତେ ଚେଷ୍ଟା କଲେ ବି ସେଠାରୁ ଯାଇ ପାରି ନଥିଲେ ।ଶେଷରେ ବହୁତ ଉଦ୍ୟମ ପରେ ସେ ବାହାରକୁ ଯାଇ ଦେଡସୁର ଘରେ କବାଟ ବନ୍ଦ କରି ରହିଥିଲେ ।ଆଉ ସେଠାକୁ ବି ସ୍ୱାମୀ ଯାଇ କବାଟ ଭାଙ୍ଗି ସ୍ତ୍ରୀକୁ ପିଟିବାକୁ ଆରମ୍ଭ କରିଥିଲେ ।ତେବେ ମହିଳା ଜଣଙ୍କ କେମିତି ବି ଜୀବନ ବଞ୍ଚାଇ ସେଠାରୁ ପଳେଇ ଯାଇଥିଲେ।ତେବେ ମହିଳା ଜଣଙ୍କ ଏବେ ଥାନାରେ ଲିଖିତ ଅଭିଯୋଗ ଆଣିଛନ୍ତି ନିଜ ସ୍ୱାମୀ ଓ ତାଙ୍କ ସାଙ୍ଗ ନାଁରେ ।

ସମାଜରେ ଲୋକମାନେ କଣ ନିଜେ ସବୁ ନୈତିକତା ଭୁଲି ଗଲେଣି, ନା ଏହା ପ୍ରଥିବୀ ଧ୍ୱଂସର ଏକ ସୂଚନା ଅଟେ ।ଯେଉଁଥି ପଶି ଦିନକୁ ଦିନ ଏହି ପରି ପାପର ମାତ୍ରା ବଡିବାରେ ଲାଗିଛି ।ତେବେ ନାରୀ ମାନେ ମଧ୍ୟ ଏହି ସବୁ ଘଟଣା କୁ ସ୍ଵାଧୀନ ଭାବରେ ଫାଇଟ କରି ଜିତିବା ଦରକାର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।