
ସୁଶାନ୍ତ ସିଂ ଓ ରିୟା ଚକ୍ରବର୍ତ୍ତୀ ଙ୍କ ମଧ୍ୟରେ ଥିବା ଏହି ଗୁପ୍ତ ଭିଡ଼ିଓ ସେୟାର କଲେ “Riya” … 33 କୋଟିରୁ ଅଧିକ ଲୋକ ଦେଖିସାରିଲେନି
ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁର ବିତିଗଲାଣି ୨ ବର୍ଷ ।ସୋସିଆଲ୍ ମିଡିଆରେ ଫ୍ୟାନ୍ସମାନେ ମନେ ପକାଇ ଶ୍ରଦ୍ଧାଞ୍ଜଳୀ ଦେଉଛନ୍ତି । ଏସବୁ ମଧ୍ୟରେ ଅଭିନେତ୍ରୀ ତଥା ସୁଶାନ୍ତ ସିଂହଙ୍କ ବାନ୍ଧବୀ ରିୟା ଚକ୍ରବର୍ତ୍ତୀ ମଧ୍ୟ ମନେ ପକାଇଛନ୍ତି । ଇଷ୍ଟ୍ରାଗ୍ରାମରେ ସୁଶାନ୍ତ ସିଂହ ରାଜପୁତଙ୍କ ଚାରୋଟି ଅନ୍ସିନ୍ ଫଟୋ ସେୟାର କରିଛନ୍ତି ରିୟା । ସୁଶାନ୍ତଙ୍କ ଏକ ପୁରୁଣା ଫଟୋ ଛାଡି ରିୟା ଲେଖିଛନ୍ତି ଯେ, ‘ସବୁ ଦିନ ତୁମେ ମୋର ମନେ ପଡୁଛ’ . ଏହାସହିତ ରିୟା ଚକ୍ରବର୍ତ୍ତୀ ଏକ ଦିଲ୍ ଚିତ୍ର ଥିବା ଇମୋଜି ମଧ୍ୟ ରଖିଛନ୍ତି ।
ରିୟା ଚକ୍ରବର୍ତ୍ତୀଙ୍କ ଏହି ପୋଷ୍ଟ ଖୁବ୍ କମ୍ ସମୟରେ ଖୁବ୍ ଭାଇରାଲ ହେବାର ଲାଗିଥିଲା । ଯାହାକୁ ନେଇ ପ୍ୟାନ୍ସମାନେ ଅନେକ କମେଣ୍ଟ ମଧ୍ୟ ଦେଇଛନ୍ତି । ଆମେ ସବୁ ସମୟରେ ତୁମକୁ ମିସ୍ କରୁଛି ବୋଲି ଅନେକ କମେଣ୍ଟ ଦେଇଥିବା ବେଳେ କେହି କେହି ଇମୋଜି ଦେଇ ନିଜ ନିଜର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ।
ଆପଣ ମାନେ ତ ଜାଣିଥିବେ ଜୁଲାଇ ୨୫ ତାରିଖରେ ସୁଶାନ୍ତ ସିଂ ରାଜପୁତ ଙ୍କ ବାପା କେକେ ସିଂହ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ପରିବାର ସାମୁଏଲ୍ ମହିନ୍ଦ୍ରା ଓ ଶ୍ରୁତି ମୋଦୀଙ୍କ ବିରୋଧରେ ପାଟନାର ରାଜୀବ ନଗର ଥାନାରେ ଅଭିଯୋଗ ଦାଏର କରିଥିଲେ। ସେହି ଅଭିଯୋଗ ଆଧାରରେ ପାଟନା ପୁଲିସ ଏଫ୍ଆଇଆର୍ ରେଜିଷ୍ଟ୍ରି କରି ତଦନ୍ତ ଆରମ୍ଭ କରିଥିଲା। ଅପରପକ୍ଷେ, ମୁମ୍ବାଇ ପୁଲିସ ଜୁନ୍ ୧୪ ତାରିଖ ଦିନ ଏକ ଆକସ୍ମିକ ମୃତ୍ୟୁ ରପୋର୍ଟ ଦାଏର କରି ମାମଲାର ତଦନ୍ତ ଚଳାଇ ଥିଲା। ଏଫ୍ଆଇଆର୍ ହେବା ପରେ ରିୟା ଏହି ମାମଲା ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ସୁପ୍ରିମ୍ କୋର୍ଟରେ ନିବେଦନ କରିଥିଲେ।
୨୯ ବର୍ଷୀୟା ରିୟାଙ୍କ କ୍ୟାରିୟର କଥା ଦେଖିଲେ, ସେ କିଛି ଦିନ ପୂର୍ବେ ନିର୍ଦ୍ଦେଶକ ରୁମି ଜାଫରୀଙ୍କ ଫିଲ୍ମ ‘ଚେହେରା’ରେ ନଜର ଆସିଥିଲେ। ଏହି ଫିଲ୍ମରେ ରିୟାଙ୍କ ସହିତ ଅମିତାଭ ବଚ୍ଚନ, ଇମ୍ରାନ ହାସ୍ମୀ ଓ ଅନୁ କପୁର ବି ଅଭିନୟ କରିଥିଲେ। ରିୟା ‘ମେରେ ଡାଡ୍ କୀ ମାରୁତି’ରୁ ନିଜର ଫିଲ୍ମ କ୍ୟାରିୟର ଆରମ୍ଭ କରିଥିଲେ। ଅଭିନେତ୍ରୀ ହିନ୍ଦୀ ବ୍ୟତୀତ ତେଲେଗୁ ସିନେମା ‘ତୁନେଗା’ରେ ମଧ୍ୟ ଜବରଦସ୍ତ ଅଭିନୟ କରିଛନ୍ତି।
ମାମଲାରେ ଅଗଷ୍ଟ ୧୩ ତାରିଖରେ ହୋଇଥିବା ଶୁଣାଣିରେ ସମସ୍ତ ପକ୍ଷ ସୁପ୍ରିମ୍ କୋର୍ଟରେ ଚୂଡ଼ାନ୍ତ ଲିଖିତ ଦଲିଲ ଦାଏର କରିଥିଲେ। କେବଳ ଏଫ୍ଆଇଆର୍ ଦରଜ ହୋଇଥିବାରୁ ଏହାକୁ ପ୍ରଭାବହୀନ ମାମଲା କହିବା ସହ ତଦନ୍ତ ଭାର ସିବିଆକୁ ହସ୍ତାନ୍ତ ର ହୋଇଥିବା ଦର୍ଶାଇ ବିହାର ସରକାର ମଧ୍ୟ ରିୟାଙ୍କ ଆବେଦନ ଖାରଜ କରିବାକୁ ସୁପ୍ରିମ୍ କୋର୍ଟଙ୍କୁ ଅନୁରୋଧ କରିଥିଲେ।
ସୂଚନା ଯୋଗ୍ୟ ଯେ, ସୁଶାନ୍ତଙ୍କ ମୃତ୍ୟୁ ପରେ ବିବାଦକୁ ଆସିଥିଲେ ,ରିୟା ଚକ୍ରବର୍ତ୍ତୀ । ଏପିରିକି ତାଙ୍କୁ କିଛି ଦିନ ପୋଲିସ ହେପାଜତରେ ମଧ୍ୟ ରହିବାକୁ ପଡିଥିଲେ । ପରେ ପ୍ରମାଣ ଅଭାବରୁ ରିୟା ଚକ୍ରବର୍ତ୍ତୀଙ୍କୁ ଛାଡିଥିଲା ପୋଲିସ । ରିୟା ଚକ୍ରବର୍ତ୍ତୀ ସୁଶାନ୍ତ ସିଂହ ରାଜପୁତଙ୍କ କିଛି ଫୋଟ ଛାଡିଛନ୍ତି ସୋସିଆଲ ମିଡିଆରେ ଓ ତାଙ୍କୁ ମିସ୍ କରୁଛନ୍ତି ବୋଲି କହିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।