ସବୁ ସମୟ ଖବର ସାଥିରେ

Sizzling Dance of Stunning ଷ୍ଟେଜ ଉପରେ Suryamayee କଲେ ହଟ ରୋମାଣ୍ଟିକ ଡ୍ୟାନ୍ସ… ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 10

ଆଜିର ଦିନରେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରି ଖୁବ୍ ଆଗକୁ ଯାଇଛି। ଏହା ପଛରେ ରହିଛନ୍ତି ଓଡ଼ିଶାର ସବୁ ନାମୀଦାମୀ କଳାକାର ମାନେ।ଓଲିଉଡ଼ ସିନେମା ଇଣ୍ଡଷ୍ଟ୍ରିରେ ଅନେକ ନାମୀଦାମୀ କଳାକାର ମାନେ ନିଜର ଦମଦାର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ତେବେ ଆପଣ ମାନେ ଓଡିଆ ସିନେମା ଜଗତରେ କାମ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ଜାଣିଥିବେ। ସେହି ଅଭିନେତ୍ରୀ ମାନଙ୍କୁ ମଧ୍ୟରୁ ଅଭିନେତ୍ରୀ ସୂର୍ଯ୍ୟମୟୀ ମହାପାତ୍ର ଖୁବ୍ ଲୋକପ୍ରିୟତା ହାସଲ କରିଛନ୍ତି।
ଆପଣ ମାନେ ପରଦା ଉପରେ ଏହି ଅଭିନେତ୍ରୀଙ୍କ ଜବରଦସ୍ତ ଅଭିନୟ ଓ ଡାନ୍ସ ଦେଖିବାକୁ ପାଇ ଥିବେ।ଏହି ଅଭିନେତ୍ରୀ ଜଣକ ତାଙ୍କ ଅଭିନୟ ଜୀବନକୁ ହେଉ କିମ୍ବା ବ୍ୟକ୍ତିଗତ ଜୀବନ ପାଇଁ ହଉ ସବୁ ସମୟରେ ଖୁବ୍ ଚର୍ଚ୍ଚାରେ ରହିଥାନ୍ତି। ଏକାଧିକ ଓଡ଼ିଆ ସିନେମାରେ ଚମତ୍କାର ଅଭିନୟ କରି ଦର୍ଶକଙ୍କ ମନ କିଣି ପାରିଛନ୍ତି ଏହି ଅଭିନେତ୍ରୀ। ଏହା ସହିତ ଅନେକ ଲୋକପ୍ରିୟ ରିୟାଲିଟି ଶୋ ରେ ଜଜ୍ ଭାବେ ମଧ୍ୟ ନଜର ଆସିଛନ୍ତି ସୂର୍ଯ୍ୟମୟୀ।

ତେବେ ସୁରିୟମୟୀ ‘ମୁଁ ବି ହିରୋଇନ୍ ହେବି’ ରିୟାଲିଟି ଶୋରେ ନଜର ଆସିଥିଲେ। ଆଉ ସେଥିରେ ୱିନର୍ ହେବା ପରେ ନିଜର ଅଭିନୟ ଜୀବନ ଆରମ୍ଭ କରି ଥିଲେ।ତାଙ୍କର ପ୍ରଥମ ଫିଲ୍ମ ଥିଲା ‘ଭଲ ପାଏ ତତେ ଶହେ ରୁ ଶହେ’।

ଯେଉଁଥିରେ ସେ ଓଲିଉଡ଼ ସୁପରଷ୍ଟାର ବାବୁଶାନଙ୍କ ସହ କାମ କରିବାର ସେ ସୁଯୋଗ ପାଇ ଥିଲେ। ଆଉ ଏହା ପର ଠାରୁ ସୂର୍ଯ୍ୟମୟୀ ଅନେକ ଗୁଡ଼ିଏ ସୁପରହିଟ ସିନେମାରେ ନଜର ଆସିଛନ୍ତି।ତେବେ ସୂର୍ଯ୍ୟମୟୀ ଏକ ସାକ୍ଷାତକାରରେ କହିଥିଲେ କି ସେ ବିୟୁଟି ଅପେକ୍ଷା ଟେଲେଣ୍ଟକୁ ବେଶୀ ପସନ୍ଦ କରନ୍ତି। ଏହା ସହ ସେ ରିସ୍କ ନେବାକୁ ବେଶି ପସନ୍ଦ କରନ୍ତି। ସୂର୍ଯ୍ୟମୟୀଙ୍କୁ ସାଉଥ୍ ଇଣ୍ଡଷ୍ଟ୍ରିରୁ ବହୁତ୍ ଥର ଅଫର୍ ମଧ୍ୟ ମିଳିଛି କିନ୍ତୁ ସେ ସେହି ଭାଷା ସହିତ କମ୍ଫର୍ଟେବୁଲ ନଥିବାରୁ ସେ ସାଉଥ୍ ଫିଲ୍ମ ପାଇଁ ମନା କରି ଦେଇ ଥିଲେ।

ତେବେ ସୋସିଆଲ ମିଡିଆରେ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆପଣ ମାନେ ଜାଣିଥିବେ କି ସିଦ୍ଧାର୍ଥ ଟିଭିର ଲୋକପ୍ରିୟ ରିଆଲିଟୀ ଶୋ ‘ନାଚ ଓଡିଶା ନାଚ’ ଏଥର ନାଚିବେ ମା ସିଜିନ-୧ ର ଗ୍ରାଣ୍ଡ ଫିନାଲେ ଶେଷ ହୋଇ ଯାଇଛି।ଏଥିରେ ମା ମାନଙ୍କ ଜବରଦସ୍ତ ଡାନ୍ସ ଦେଖିବା ସହିତ ଜଜେଶ୍ ମାନଙ୍କ ଚମତ୍କାର ଡାନ୍ସ ମଧ୍ୟ ଦେଖିବାକୁ ମିଳି ଥିଲା।

ତେବେ ଅଭିନେତ୍ରୀ ସୂର୍ଯ୍ୟମୟୀଙ୍କ ଡାନ୍ସ ମଧ୍ୟ ଦେଖିବାକୁ ମିଳି ଥିଲା। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦର୍ଶକ ମାନଙ୍କୁ ସୂର୍ଯ୍ୟମୟୀଙ୍କ ଡାନ୍ସ ଖୁବ୍ ପସନ୍ଦ ଆସିଥିବାର ଦେଖିବାକୁ ମିଳୁଛି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।