
Breaking News- ପୁଣି ସୁପ୍ରିମକୋର୍ଟ ଙ୍କ ବଡ ଘୋଷଣା ! ଅଳ୍ପ ମଦ ପିଅନ୍ତୁ ସ୍ୱାସ୍ଥ୍ୟ ପାଇଁ ଭଲ… ସେୟାର କରି ସମସ୍ତଙ୍କୁ ଜଣାନ୍ତୁ
ମାନ୍ୟବର କୋର୍ଟଙ୍କ ବେଳେ ବେଳେ ଏପରି କିଛି ଶୁଣାଣି କରି ଥାନ୍ତି ଯାହା ଖୁବ୍ ଆଶ୍ଚର୍ଯ୍ୟ କରିଥାଏ। ବେଳେ ବେଳେ ଏହା ଖୁବ୍ ଅଜବ ଲାଗି ଥାଏ। ତେବେ ବର୍ତ୍ତମାନ ସୁପ୍ରିମ କୋର୍ଟ ଙ୍କ ଦ୍ଵାରା ଏପରି ଏକ ଶୁଣାଣି କରା ଯାଇଛି ଯାହା ଆପଣଙ୍କୁ ଖୁବ୍ ଆଶ୍ଚର୍ଯ୍ୟ କରିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ସୁପ୍ରିମ କୋର୍ଟ ଙ୍କ ଶୁଣାଣି।
ତେବେ ଆପଣ ମାନେ ଜାଣିଥିବେ କି ମଦ ପିଇବାକୁ ନେଇ ସବୁ ସମୟରେ କିଛି ନା କିଛି ଚର୍ଚ୍ଚା ଲାଗି ରହିଥାଏ। ତେବେ ବର୍ତ୍ତମାନ ସମୟରେ ଠିକ୍ ସେହିପରି ଏକ ଖବର ଚର୍ଚ୍ଚାକୁ ଆସି ଯାଇଛି।ସୋସିଆଲ ମିଡ଼ିଆରେ ରେ ବର୍ତ୍ତମାନ ସମୟରେ ମଦ ପିଇ ବାକୁ ନେଇ ଖୁବ୍ ଚର୍ଚ୍ଚା ଲାଗି ରହିଛି। କାରଣ ଏହା ଉପରେ ସୁପ୍ରିମ କୋର୍ଟ କରିଛନ୍ତି ଏକ ଆଶ୍ଚର୍ଯ୍ୟ ଜନକ ଶୁଣାଣି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା।ତେବେ ଆପଣ ମାନେ ଜାଣିଥିବେ ଯେ ମଦ ପିଇବା କୁ ନେଇକି ତଥା ମଦ ଉପରେ ସତର୍କତା ର ଚି଼ହ୍ନ ଦେବା ପାଇଁ ସୁପ୍ରିମ କୋର୍ଟ ରେ ବର୍ତ୍ତମାନ ତର୍କ ଚାଲିଛି। ଆଉ ଏ ନେଇ ବିଶେଷଜ୍ଞ ମାନଙ୍କ ପକ୍ଷ ରୁ ଏକ ବହୁତ୍ ବଡ ସୂଚନା ଦିଆ ଯାଇଛି। ତେବେ ବିଶେଷଜ୍ଞ ମାନଙ୍କ କହିବା ଅନୁଯାୟୀ ଅଳ୍ପ ମଦ ପିଇବା ଶରୀର ପାଇଁ ଖୁବ୍ ଭଲ ଏହା ଶରୀର ଉପରେ କିଛି କୁ ପ୍ରଭାବ ପକାଇ ନଥାଏ। ଏହା ଛଡା
ଅଳ୍ପ ମଦ ପିଇବା ସ୍ବାସ୍ଥ୍ୟ ପାଇଁ ମଧ୍ୟ କିଛି କ୍ଷେତ୍ରରେ ଉପକାରୀ ହୋଇ ହେଇଥାଏ ଯାହା ବିଶେଷଜ୍ଞ ମାନଙ୍ ପକ୍ଷର ସୂଚନା ମିଳିଛି। ଯେଉଁ ଘଟଣା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସର ମଧ୍ୟ କୁ ଆସିଛି। ଯାହାକୁ ନେଇ ବିଭିନ୍ନ କଳ୍ପନା କଳ୍ପନା ମଧ୍ୟ ଲାଗୀ ରହିଛି।ତେବେ ବିଶେଷଜ୍ଞ ମାନେ ମଦକୁ ନେଇ ଏ ତଥ୍ୟ ଦେବା ପରେ ବର୍ତ୍ତମାନ ସମୟରେ ସୁପ୍ରିମକୋଟ ଏହା ଉପରେ ବଡ ଶୁଣାଣି କରିଛି। ଆଉ ଯେଉଁଠି ଜଣା ପଡିଛି କି ଅନେକ ମତ ଦେଇଛନ୍ତି କି ଅଳ୍ପ ମଦ ସ୍ୱାସ୍ଥ୍ୟ ପାଇଁକି ଭଲ ହୋଇଥାଏ ବୋଲି କହିଛନ୍ତି। ଯାହାକୁ ନେଇ କେତେକ ଅ ସନ୍ତୋଷ ପ୍ରକାଶ କରୁଥିବା ବେଳେ କିଛି ଏହି ଶୁଣାଣି କୁ ନେଇ ଖୁବ୍ ଖୁସି ରହିଛନ୍ତି।
ତେବେ ଅନ୍ୟ ପକ୍ଷରେ ମଦରେ ଉପକାରିତା କମ ଓ ଅପକାରିତା ବେଶି ବୋଲି କହିଛନ୍ତି, ଆଉ ଏହା ସ୍ଥାନ ଆଉ ପରିମାଣ ଉପରେ ନିର୍ଭର କରେ ବୋଲି କହିଛନ୍ତି ସୁପ୍ରମକୋଟ। ତେବେ ଏହି ଘଟଣା କୁ ନେଇ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ତେବେ ଲୋକେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।