ସବୁ ସମୟ ଖବର ସାଥିରେ

ias interview- ସ୍ୱାମୀ ତା ସ୍ତ୍ରୀର କଣ ଦେଖି ପାରେ ନାହିଁ? ପୁଅମାନେ ସବୁ ଦମ ଅଛିତ ଉତର ଦିଅ …

0 54

ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ କିଛି ଗୁରୁତ୍ଵପୂର୍ଣ୍ଣ ପ୍ରଶ୍ନ ଓ ତାର ଉତ୍ତର। ଯାହା ଆପଣଙ୍କୁ କେଉଁ ନା କେଉଁ ଟେଷ୍ଟ କି ଇଣ୍ଟରଭ୍ୟୁରେ କ୍ୱାଲିଫାଇ କରିବା ପାଇଁ ବହୁତ୍ ସାହାଯ୍ୟ କରିବ। ତେବେ ଆସନ୍ତୁ ସେହି ଭଳି କିଛି ପ୍ରଶ୍ନ ଓ ତାର ଉତ୍ତର ଆଲୋଚନା କରିବା।
ପ୍ରଶ୍ନ ୧. ଭାରତର ଜାତୀୟ ସଙ୍କେତ କଣ?
ଉତ୍ତର:- ଅଶୋକ ଚକ୍ର
ପ୍ରଶ୍ନ ୨. ସ୍କଟଲାଣ୍ଡ ର ଜାତୀୟ ସଙ୍କେତ କଣ?
ଉତ୍ତର:- ଥିଲାଲ ( ଥିଲାଲ ହେଉଛି ଏକ ପ୍ରକାର କଣ୍ଟା ଜାତୀୟ ଗଛ)
ପ୍ରଶ୍ନ ୩. ସ୍ପେନର ଜାତୀୟ ସଙ୍କେତ କଣ?
ଉତ୍ତର:- ଇଗଲ
ପ୍ରଶ୍ନ ୪. ଋଷିଆର ଜାତୀୟ ସଙ୍କେତ କଣ?
ଉତ୍ତର:- ଦା, ହାତୁଡ଼ି, ତାରା
ପ୍ରଶ୍ନ ୫. ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ସଙ୍କେତ କଣ?
ଉତ୍ତର:- ସୁନାଦଣ୍ଡ
ପ୍ରଶ୍ନ ୬. ମିଶରର ଜାତୀୟ ସଙ୍କେତ କଣ?
ଉତ୍ତର:- ପଦ୍ମ ଫୁଲ
ପ୍ରଶ୍ନ ୭. ଫ୍ରାନ୍ସର ଜାତୀୟ ସଙ୍କେତ କଣ
ଉତ୍ତର:- କଇଁ ଫୁଲ
ପ୍ରଶ୍ନ ୮.ପାକିସ୍ତାନର ଜାତୀୟ ସଙ୍କେତ କଣ?
ଉତ୍ତର:- ଅର୍ଦ୍ଧଚନ୍ଦ୍ର
ପ୍ରଶ୍ନ ୯.ପାରସ୍ୟର ଜାତୀୟ ସଙ୍କେତ କଣ?
ଉତ୍ତର:- ରକ୍ତ ଗୋଲାପ
ପ୍ରଶ୍ନ ୧୦.ଦକ୍ଷିଣ ଆଫ୍ରିକାର ଜାତୀୟ ସଙ୍କେତ କଣ?
ଉତ୍ତର:- ସ୍ୱିଙ୍ଗବକ

ପ୍ରଶ୍ନ ୧୧. ଡେନମାର୍କର ଜାତୀୟ ସଙ୍କେତ କଣ?
ପ୍ରଶ୍ନ ଉତ୍ତର:- ବୁଡା ଜାହାଜ
ପ୍ରଶ୍ନ ୧୨.ଜର୍ମାନୀର ଜାତୀୟ ସଙ୍କେତ କଣ?
ଉତ୍ତର:- ଗହମ ଫୁଲ
ପ୍ରଶ୍ନ ୧୩. ଚୀନ୍ ର ଜାତୀୟ ସଙ୍କେତ କଣ?
ଉତ୍ତର:- ନାର୍ସିସ
ପ୍ରଶ୍ନ ୧୪. କାନାଡା ର ଜାତୀୟ ସଙ୍କେତ କଣ?
ଉତ୍ତର:- ସୁଗାର୍ ଗେପଲ ( ଏହା ହେଉଛି ଏକ ପ୍ରକାର ଗଛ)
ପ୍ରଶ୍ନ ୧୫. ଲଣ୍ଡନର ଜାତୀୟ ସଙ୍କେତ କଣ?
ଉତ୍ତର:- ଗୋଲାପ

ପ୍ରଶ୍ନ ୧୬.ଅଷ୍ଟ୍ରେଲିଆର ଜାତୀୟ ସଙ୍କେତ କଣ?
ଉତ୍ତର:- କଙ୍ଗାରୁ
ପ୍ରଶ୍ନ ୧୭. ବାଂଲାଦେଶ ର ଜାତୀୟ ସଙ୍କେତ କଣ?
ଉତ୍ତର:- ୱାଟର ଲିଲି
ପ୍ରଶ୍ନ ୧୮. ବେଲଜିୟମର ଜାତୀୟ ସଙ୍କେତ କଣ?
ଉତ୍ତର:- ସିଂହ
ପ୍ରଶ୍ନ ୧୯. ଇରାନର ଜାତୀୟ ସଙ୍କେତ କଣ?
ଉତ୍ତର:- ଗୋଲାପ
ପ୍ରଶ୍ନ ୨୦. ଇଟାଲୀର ଜାତୀୟ ସଙ୍କେତ କଣ?
ଉତ୍ତର:- ହ୍ୱାଇଟ ଲିଲି
ପ୍ରଶ୍ନ ୨୧.ନେଦରଲାଣ୍ଡର ଜାତୀୟ ସଙ୍କେତ କଣ?
ଉତ୍ତର:- ସିଂହ
ପ୍ରଶ୍ନ ୨୨. ଶ୍ରୀଲଙ୍କାର ଜାତୀୟ ସଙ୍କେତ କଣ?
ଉତ୍ତର:- ଖଡ୍ଗ ଓ ସିଂହ
ପ୍ରଶ୍ନ ୨୩. ନରୱେ ର ଜାତୀୟ ସଙ୍କେତ କଣ?
ଉତ୍ତର:- ସିଂହ
ପ୍ରଶ୍ନ ୨୪. ନିୟୁଜଲାଣ୍ଡର ଜାତୀୟ ସଙ୍କେତ କଣ?
ଉତ୍ତର:- କିୱି
ତେବେ ଆଜିର ସବୁଠାରୁ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ରହିଛି -ସ୍ବାମୀ ତା ସ୍ତ୍ରୀର କଣ ଦେଖି ପାରେ ନାହିଁ?
ଏହାର ଉତ୍ତର ହେଉଛି ସ୍ତ୍ରୀର ବିଧବା ବେଶଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।