ସବୁ ସମୟ ଖବର ସାଥିରେ

IAS INTERVIEW- ସେଇଟା କଣ ଅଟେ ?ସ୍ବାମୀ ଉପରେ ସ୍ତ୍ରୀ ତଳେ ସ୍ତ୍ରୀ କଣ ପିନ୍ଧିବ ନିଜେ ନିଏ, ଦମ ଅଛିତ ଉତ୍ତର ଦେଇ ଦେଖ

0 34

ଆଜି ଆମେ ଆପଣ ମାନଙ୍କୁ ପାଇଁ ନେଇ ଆସିଛୁ ଖୁବ୍ ଇଣ୍ଟ୍ରେଷ୍ଟିଂ ପ୍ରଶ୍ନ ଓ ତାର ଉତ୍ତର। ଏହି ସବୁ ପ୍ରଶ୍ନ ଓ ଏହାର ଉତ୍ତର ଗୁଡିକ ଖୁବ୍ ମଜାଦାର ରହିଛି। ଯେଉଁ ସବୁ ପ୍ରଶ୍ନ ଗୁଡିକ ଆପଣ କେବେ ନା କେବେ ସାମ୍ନା କରି ପାରନ୍ତି।ତେବେ ଆଜି ଆମେ ଆପଣ ମାନଙ୍କ ସହିତ ସେହିଭଳି କିଛି ଇଣ୍ଟ୍ରେଷ୍ଟିଂ ଏବଂ ମଜାଦାର ପ୍ରଶ୍ନ ଓ ତାର ଉତ୍ତର ବାବଦରେ ଜଣାଇବୁ। ଯାହା ଆପଣ ମାନଙ୍କୁ ଖୁବ୍ ପସନ୍ଦ ଆସିବ। ତେବେ ଆସନ୍ତୁ ଜାଣିବା କଣ ରହିଛି ଆଜିର ପ୍ରଶ୍ନ ଓ ତାର ଉତ୍ତର।

ପ୍ରଶ୍ନ ୧.ପୃଥିବାରେ ଏମିତି କୋଉ ଫୁଲ ଅଛି ଯାହା ର ଓଜନ ପାଖା ପାଖି ୧୦ କିଲୋ ଗ୍ରାମ ରହିଥାଏ।
ଉତ୍ତର:- ଏହାର ଉତ୍ତର ହେଉଛି ‘ରଫ୍ଲେସିଆ’। ଏହା ପୃଥିବୀର ଏମିତି ଏକ ବିରଳ ଫୁଲ ଯାହା ର ଓଜନ ପାଖା ପାଖି ୧୦ କିଲୋ ଗ୍ରାମ।
ପ୍ରଶ୍ନ ୨.କେଉଁ ପ୍ରାଣୀର ଧ୍ଵନି ବା ସ୍ବର ନଥାଏ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଜିରଫ’। ଯିଏ କି କୌଣସି ପ୍ରକାର ଶବ୍ଦ କରି ନଥାଏ।
ପ୍ରଶ୍ନ ୩. ଏମିତି କେଉଁ ପ୍ରାଣୀ ଯିଏ କେବେ ହେଲେ ମରି ନଥାଏ ସବୁବେଳେ ବଞ୍ଚିକି ରହିଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଜେଲିଫିସ୍’।
ପ୍ରଶ୍ନ ୪. କେଉଁ ପକ୍ଷୀ ମାନେ ଛୁଆ ଜନ୍ମ କରି ସେମାନଂକୁ ସଙ୍ଗେ ସଙ୍ଗେ କ୍ଷୀର ଦେଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଚେମଣୀ’।
ପ୍ରଶ୍ନ ୫. କେଉଁଠି ଧଳା ହାତୀ ଦେଖିବାକୁ ମିଳିଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଥାଇଲାଣ୍ଡ’।
ପ୍ରଶ୍ନ ୬. ଏମିତି କେଉଁ ଫଳ ରହିଛି ଯେଉଁଥିରେ ୨୫% ପବନ ରହିଥାଏ।
ଉତ୍ତର:- ଏହାର ଉତ୍ତର ହେଉଛି ‘ସେଉ’।
ପ୍ରଶ୍ନ ୭.କେଉଁ ଫୁଲ ସବୁବେଳେ ସୂର୍ଯ୍ୟ ଙ୍କ କିରଣ ଯୋଉ ପଟେ ପଡେ ସେପଟ କୁ ଅନେଇ ଥାଇ ରହିଥାଏ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ସୂର୍ଯ୍ୟ ମୁଖୀ ଫୁଲ’ । ଏହି ଫୁଲ ସୂର୍ଯ୍ୟଙ୍କ କିରଣ ଯୋଉ ପଟେ ପଡେ ସେପଟ କୁ ଅନେଇ ରହିଥାଏ।
ପ୍ରଶ୍ନ ୮.ଏମିତି ସିଏ କେଉଁ ଜୀବ ଯାହାର ବେକ କାଟି ଦେଲେ ମଧ୍ୟ ସେ ସପ୍ତାହେ ପର୍ଯ୍ୟନ୍ତ ବଞ୍ଚି ପାରେ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଅସରପା’
ପ୍ରଶ୍ନ ୯.କେଉଁ ଫୁଲ ସୂର୍ଯ୍ୟ ଙ୍କ କିରଣ ପଡିଲେ ଫୁଟେ ?
ଉତ୍ତର:- ଏହାର ଉତ୍ତର ହେଉଛି ‘ଗୋଲାପ ଫୁଲ’
ପ୍ରଶ୍ନ ୧୦. ସ୍ବାମୀ ଉପରେ ସ୍ତ୍ରୀ ତଳେ ସ୍ତ୍ରୀ କଣ ପିନ୍ଧିବ?
ଉତ୍ତର:- ଏହାର ଉତ୍ତର ହେଉଛି ‘ ଧଳା ଶାଢ଼ୀ’। ସ୍ବାମୀ ଉପରେ ମାନେ ସ୍ବାମୀ ମରି ଯାଇ ସ୍ୱର୍ଗରେ ଅଛନ୍ତି ଆଉ ଯେହେତୁ ସ୍ବାମୀ ନାହାଁନ୍ତି ସ୍ତ୍ରୀ ଧଳା ରଙ୍ଗର ଶାଢ଼ୀ ପିନ୍ଧିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।