ସବୁ ସମୟ ଖବର ସାଥିରେ

ସ୍ତ୍ରୀକୁ ଭଉଣୀ , ପୁଅକୁ ଭଣଜା କହି ଅନ୍ୟ ଯୁବତୀଙ୍କ ସହ ରଖୁଥିଲା ସମ୍ପର୍କ ! ମହିଳା ଯାହା କହୁଛନ୍ତି ଶୁଣିଲେ ମୁଣ୍ଡ ଗରମ ହୋଇଯିବ…

0 76

ଏହି ଆଧୁନିକ ଯୁଗର ପ୍ରେମ ଓ ପୁରାତନ ଯୁଗ ର ପ୍ରେମ ମଧ୍ୟରେ ଆକାଶ ଓ ପାତାଳ ର ଫରକ ରହିଛି । ପୂର୍ବ କାଳରେ ପ୍ରେମ ଥିଲା ଏକ ପ୍ରକାରର ପବିତ୍ର ସମ୍ପର୍କ ଯେଉଁଥିରେ ଥିଲା ସତ ଭଲ ପାଇବା , ବିଶ୍ୱାସ ଓ ପବିତ୍ରତା ତଥା ପରସ୍ପର ପ୍ରତି ସମ୍ମାନ କିନ୍ତୁ ବର୍ତ୍ତମାନର ପ୍ରେମ ରେ ରହିଛି କେବଳ ସ୍ଵାର୍ଥପରତା ,ଲୋଭ ଓ କାମନା ର ବଶବର୍ତ୍ତୀ ତଥା ଧକ୍କା ।

ତେବେ ଏବେର ଯୁବ ପିଢୀ ପ୍ରେମର ଅର୍ଥ ଶାରୀରିକ ସମ୍ବନ୍ଧ ବୋଲି ମାନେକରୁଛନ୍ତି ବୋଲି କହିଲେ କିଛି ଅତୃପ୍ତ ହେବ ନାହିଁ । ଏବେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କରେ ରେ ରହିବା ମଧ୍ୟ ଏକ ସାମାନ୍ୟ କଥା ହୋଇଗଲାଣି।

ମାତ୍ର ଏହି ଶାରୀରିକ ସମ୍ପର୍କ ରଖିବା କୁ ନେଇ ପ୍ରେମୀ ଯୁଗଳ ଙ୍କ ମଧ୍ୟରେ ଅନେକ ପ୍ରକାରର ସମସ୍ୟା ଦେଖା ଯାଇଥାଏ। କେତେବେଳେ ଏହି ସେକ୍ସ କରିବା କୁ ନେଇ ଦୁଇ ଜଣ ପ୍ରେମୀ ଯୁଗଳ ଅଲଗା ହୋଇ ଯାଇଥାନ୍ତି ତ , କେତେବେଳେ ଧକ୍କା ର ପଡି ଯୁବତୀ ଙ୍କର ଜୀବନ ବର୍ବାଦ ହୋଇଯାଏ।ତେବେ ଆମେ ଆଜି ଆପଣ ଙ୍କୁ ଠିକ ଏହିପରି ଏକ ଘଟଣା ଭୁବନେଶ୍ୱର ର ଜଣେଇବୁ ଯେଉଁ ଠାରେ ଜଣେ ଯୁବତୀ ଜଣେ ଯୁବକ ଙ୍କର ପ୍ରେମ ରେ ପଡି ପାଗଳ ସାଜିଥିଲେ କି , ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ମିଛ କହି ୨ ଲକ୍ଷ ରୁ ଅଧିକ ଟଙ୍କା ନେଇଥିଲେ ଆଉ ବର୍ତ୍ତମାନ ଧକ୍କା ଦେଇଛନ୍ତି ଯୁବତୀ ଙ୍କୁ।

ତେବେ ଯୁବକ ଜଣଙ୍କ ଯୁବତୀ ଙ୍କୁ କହିଥିଲେ କି ତାଙ୍କର ବାପା ମା ନାହାନ୍ତି ତାଙ୍କର ମୃତ୍ୟୁ ହୋଇଯାଇଛି ଆଉ ସେ ବର୍ତ୍ତମାନ ଧାର କରଜ ରେ ବୁଡି ରହିଛନ୍ତି ବୋଲି। ତେବେ ଯୁବତୀ ଜଣଙ୍କ ଯୁବକ ଙ୍କର ଏହି କଥା କୁ ସତ୍ୟ ବୋଲି ମାନି ନେଇଥିଲେ ଆଉ ତାଙ୍କ ଇମୋସନାଲ ଡ୍ରାମା ରେ ପଡି ତାଙ୍କୁ ପ୍ରାୟ ୨ ଲକ୍ଷ ରୁ ଅଧିକ ଟଙ୍କା ଦେଇଥିଲେ। ଖାଲି ଏତିକି ନୁହେଁ ବରଂ ନିଜ ପରିବାର କୁ ସେହି ଯୁବକ ଙ୍କୁ ବିବାହ କରିବା ନେଇ ମଧ୍ୟ ଜଣାଇଥିଲେ। ଏହିପରି ଦେଢ଼ ବର୍ଷ ପର୍ଯ୍ୟନ୍ତ ପ୍ରେମ ଚାଲିଲା ଆଉ ତା ପରେ ଯେତେବେଳେ ଯୁବତୀ ଜଣଙ୍କ ସତ୍ୟ ଜାଣିଲେ ତାଙ୍କ ପାଦ ତଳୁ ମାଟି ଖସିଗଲା।

ତେବେ ପ୍ରକୃତରେ ଯୁବକ ଜଣଙ୍କ ବିବାହିତ ଥିଲେ ଆଉ ତାଙ୍କର ଗୋଟିଏ କୁନି ପୁଅ ମଧ୍ୟ ଥିଲା। ଆଉ ତାହା ପରେ ମଧ୍ୟ ସେ ଯୁବତୀ ଙ୍କୁ ପ୍ରେମ କରି ତାଙ୍କୁ ଧକ୍କା ଦେଇଥିଲେ ଆଉ ବର୍ତ୍ତମାନ ତାଙ୍କ ସହ ପ୍ରତାରଣା ମଧ୍ୟ କରିଛନ୍ତି।ତେବେ ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି କି ଏହି ମାମଲା ରେ ସେ ଯୁବକ ଙ୍କ ସହ ତାଙ୍କର ପତ୍ନୀ ମଧ୍ୟ ସାମିଲ ଅଛନ୍ତି।ତେବେ ବର୍ତ୍ତମାନ ସେ ନ୍ୟାୟ ପାଇଁ ଚନ୍ଦକା ଥାନା ରେ ଅଭିଯୋଗ କରିଛନ୍ତି ଏବଂ ତାଙ୍କୁ ଉଚିତ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି। ତେବେ ଘଟଣା ଟି ଖୁବ ଚର୍ଚ୍ଚା ରେ ରହିଛି ବର୍ତ୍ତମାନ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।