
କଳିଙ୍ଗ ଗଣନାଟ୍ୟ ଷ୍ଟେଜ ରେ Ollywood ହିରୋଇନ ଅର୍ଚ୍ଚିତା ( Archita ) କଲେ କମାଲ…
ଆପଣମାନେ ଓଡ଼ିଆ ସିନେମା ଦେଖିବା ପାଇଁ ଖୁବ୍ ଭଲ ପାଉ ଥିବେ। ଏବଂ ଏହି ସିନେମା ଇଣ୍ଡଷ୍ଟ୍ରିରେ କାମ କରୁଥିବା ସବୁ ଅଭିନେତ୍ରୀ ଓ ଅଭିନେତା ମାନଙ୍କୁ ଖୁବ୍ ଭଲ ଭାବରେ ଜାଣି ଥିବେ।ସେମାନଙ୍କ ରିଲ ଲାଇଫ ଓ ସେମାନଙ୍କ ରିଅଲ ଲାଇଫ କଣ ସବୁ ଘଟଣା ଘଟି ଯାଉଛି ତାହା ଜାଣିବା ପାଇଁ ଅନେକ ଦର୍ଶକ ଖୁବ୍ ଆଗ୍ରହ ପ୍ରକାଶ କରିଥାନ୍ତି। ତେବେ ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବାବଦରେ କହିବାକୁ ଯାଉଛୁ ଯିଏକି ନିଜର ଦମଦାର ଅଭିନୟ ପାଇଁ ଦର୍ଶକ ମାନଙ୍କୁ କିମିଆ କରି ରଖିଛନ୍ତି। ସେମିତି ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ଅଭିନେତ୍ରୀ ଅର୍ଚ୍ଚିତା ସାହୁ।
ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କୁ ଆପଣ ମାନେ ବେଶ୍ ଭଲ ଭାବରେ ଜାଣିଥିବେ।ଓଡ଼ିଆ ସିନେମା ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଖୁବ୍ ଲୋକପ୍ରିୟ। ନିଜର ଜବରଦସ୍ତ ଅଭିନୟ ଡାନ୍ସ ପାଇଁ ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି ଅର୍ଚ୍ଚିତା।୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ଅର୍ଚ୍ଚିତା ବର୍ତ୍ତମାନ ସୁଦ୍ଧା ୩୦ ରୁ ଉର୍ଦ୍ଧ୍ବ ସିନେମାରେ ଅଭିନୟ କରି ଦର୍ଶକ ମାନଙ୍କ ହୃଦୟରେ ରାଜ କରୁଛନ୍ତି।
ନିଜ ରିଲ ଲାଇଫ ଏବଂ ରିଅଲ ଲାଇଫକୁ ନେଇ ସବୁ ସମୟରେ ଚର୍ଚ୍ଚାରେ ରହିଥାନ୍ତି ଅର୍ଚ୍ଚିତା।୨୦୨୧ ମସିହା ମାର୍ଚ୍ଚ ୧ ଅର୍ଚ୍ଚିତା ଓଡିଆ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ। ଯାହାକୁ ନେଇ ଉଭୟ ଖୁବ୍ ଚର୍ଚ୍ଚାରେ ରହି ଥିଲେ। ତେବେ ବିବାହ ପର ଠାରୁ ଅର୍ଚ୍ଚିତା ସୋସିଆଲ ମିଡିଆରେ ବେଶ୍ ଏକ୍ଟିଭ ରହି ଥିବାର ନଜର ଆସୁଛନ୍ତି। ସୋସିଆଲ ମିଡିଆରେ ନିଜର ଛୋଟ୍ ଛୋଟ୍ ଅନୁଭୂତି ଫ୍ୟାନସ୍ ମାନଙ୍କ ସହିତ ସେୟାର ମଧ୍ୟ କରୁଛନ୍ତି। ଦର୍ଶକ ମାନେ ଏହାକୁ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି।
ତେବେ ବର୍ତ୍ତମାନ ସମୟରେ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ର ଏମିତି ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଅଭିନେତ୍ରୀ ଅର୍ଚ୍ଚିତା କଳିଙ୍ଗ ଗଣନାଟ୍ୟ ଷ୍ଟେଜରେ ନଜର ଆସିଛନ୍ତି। ଆଉ ଷ୍ଟେଜରେ ଅର୍ଚ୍ଚିତା ତାଙ୍କ ସିନେମାର ଏକ ସୁନ୍ଦର ଡାଇଲଗ କହିବା ସହିତ ଏକ ସୁନ୍ଦର ଗୀତ ମଧ୍ୟ ଗାଇଛନ୍ତି। ଯାହାକି ଫ୍ୟାନସ୍ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଲୋକେ ଏହି ଭିଡିଓକୁ ଜମେଇ କି ଦେଖୁଛନ୍ତି ଏବଂ ପସନ୍ଦ ମଧ୍ୟ କରୁଛନ୍ତି ଏହା ଉପରେ ନିଜର ପ୍ରତିକ୍ରିୟା ମଧ୍ୟ ରଖିଛନ୍ତି। ଆପଣ ମଧ୍ୟ ଅର୍ଚ୍ଚିତାଙ୍କ ଏହି ସୁନ୍ଦର୍ ଭିଡିଓକୁ ଦେଖି ତାର ମଜା ନିଅନ୍ତୁ। ଏହି ଭିଡିଓଟି ଆପଣଙ୍କୁ ଖୁବ୍ ପସନ୍ଦ ଆସିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।