ସବୁ ସମୟ ଖବର ସାଥିରେ

ଓଃ..କି..ଡାନ୍ସ – ଷ୍ଟେଜରୁ ଗଳି ପଡ଼ିଲେ ଆଇଟମ ଗାର୍ଲ୍, ମାଡି ବସିଲେ ଯୁବକ, ଆଉ ତାପରେ ଯାହା ହେଲା ଦେଖିଲେ ହସି ହସି ଗଡ଼ିଯିବେ ! ଦେଖନ୍ତୁ ଏହି viral ଭିଡ଼ିଓ…

0 17

ପାର୍ବଣର ଋତୁ ଆସିଲେ ଗାଁ ଠୁ ସହର ଉତ୍ସବ ମୁଖର ହୋଇପଡେ। ଆଉ ସବୁଠି ଚାଲେ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡ଼ି ପ୍ରୋଗ୍ରାମ। ଆରମ୍ଭ ହୋଇ ଯାଇଛି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ମେଲୋଡ଼ି ପ୍ରୋଗ୍ରାମ। ଆଉ ଏହାରି ଭିତରେ ସୋସିଆଲ ମିଡ଼ିଆରେ ଘୂରି ବୁଲୁଛି ଏକ ଭିଡିଓ। ଆଇଟମ ଡାନ୍ସରେ ନାଚୁ ନାଚୁ ମଞ୍ଚ ତଳକୁ ଖସି ପଡ଼ିଛନ୍ତି ଜଣେ ଯୁବତୀ।

ହଁ ଆଜ୍ଞା ଟିକିଏ ଅସାବଧାନତା ପାଇଁ ସାମ୍ନା କରିବାକୁ ପଡ଼ିଥାଏ ବହୁ ଅସୁବିଧା ଆଉ ହେବା ପାଇଁ ପଡ଼ିଥାଏ ହଟହଟା। ଯେମିତି ଏହି ନର୍ତ୍ତକୀ ଜଣଙ୍କ ସହିତ ଘଟି ଯାଇଛି। ଭାଇରାଲ ହେଉଥିବା ଏହି ଭିଡିଓକୁ ଭଲ କରି ଦେଖି ନିଅନ୍ତୁ କିପରି ଭାବେ ନାଚୁ ନାଚୁ ସିଧା ଷ୍ଟେଜ ତଳକୁ ଖସି ପଡ଼ୁଛନ୍ତି ଏହି ନର୍ତ୍ତକୀ ଜଣକ। ଗୀତ ନାଚର ମାଜ ଦେଉ ଦେଉ ନିଜେ ପାଇଲେ ସଜା ଆଊ ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ତେବେ ପାର୍ବଣ ପାଇଁ ସବୁଆଡେ ଉତ୍ସବର ଆୟଜନ କରାଯାଇଛି। ଆଉ ଏଠାରେ ଚାଲିଛି ମେଲୋଡି ପ୍ରୋଗ୍ରାମ। ଆଉ ଏହି ପ୍ରୋଗ୍ରାମରେ ଜଣେ ନର୍ତ୍ତକୀ ଆଇଟମ ଡାନ୍ସରେ ଯୁବକମାନଙ୍କୁ ଉନ୍ମୁକ୍ତ କରୁଛନ୍ତି। ଗୀତ ବାଜୁଛି ନରମ ନରମ ନିଆଳି ଛେନା। ଆଉ ଯୁବକ ମାନେ ମଧ୍ୟ ଏହି ଯୁବତୀଙ୍କ ଡାନ୍ସ ମରେ ଝୁମି ଯାଉଛନ୍ତି ଏବଂ ଯୁବତୀଙ୍କ ଉପରେ ଟଙ୍କାର ବର୍ଷା ମଧ୍ୟ କରୁଛନ୍ତି। ଆଉ ଏହି ସମୟରେ ଯୁବତୀ ନାଚି ନାଚି ଷ୍ଟେଜ ତଳକୁ ଖସି ପଡ଼ୁଛନ୍ତି ଆଉ ଏହା ଦେଖି ବିଭିନ୍ନ ଲୋକେ ବିଭିନ୍ନ କଥା କହୁଛନ୍ତି।

ଆଉ ଯୁବତୀ ଜଣଙ୍କ ଖସି ପଡ଼ିବାର ଦେଖି ସଂଗଠନର ମେମ୍ବର ମାନେ ଧାଇଁ ଆସୁଛନ୍ତି। ଆଉ ଯୁବତୀଙ୍କୁ ପୁଣି ଥରେ ଷ୍ଟେଜ ଉପରକୁ ଉଠାଇ ନେଇ ଯାଉଛନ୍ତି ଆଉ ପୁଣିଥରେ ସେହି ଗୀତ ନରମ ନରମ ନିଆଳି ଛେନା ଗୀତ ବାଜୁଛି ଆଉ ଯୁବତୀ ଜଣକ ପୁଣୀ ଥରେ ତାଙ୍କର ଆଇଟମ ଡାନ୍ସ ଆରମ୍ଭ କରି ଦେଇଛନ୍ତି। ତେବେ ଯୁବତୀ ଜଣଙ୍କ ଷ୍ଟେଜରୁ ତଳକୁ ପଡିଯିବାର ଦୁଃଖ ଟିକିଏ ବି ଦୃଷ୍ଟି ଗୋଚର ହେଉନାହିଁ।

ତେବେ ଏହି ପ୍ରୋଗ୍ରାମଟି ନିଆଳିର ବୋଲି ଜଣା ପଡିଛି। ଭିଡିଓରେ ଦେଖିବାକୁ ମିଳୁଛି ଏକ ମନ୍ଦିର ସାମ୍ନାରେ ଏହି ପ୍ରୋଗ୍ରାମଟି କରା ଯାଇଛି। ଆଉ ଯେଉଁ ମନ୍ଦିର ସାମ୍ନା ଭଜନ କୀର୍ତ୍ତନ କରିବା କଥା ତା ଆଗରେ ଯୁବତୀଙ୍କ ଏପରି ଆଇଟମ ଡାନ୍ସ ଧାର୍ମିକ ଭାବନା ଉପରେ କୁପ୍ରଭାବ ପକାଉଛି। ଯାହା ଆମ ପରମ୍ପରାକୁ ଅପଭ୍ରଷ୍ଟ କରୁଛି ବୋଲି କେତେକ ମତ ଦେଇଛନ୍ତି। ଆଉ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି ଆଉ ଖୁବ୍ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।