
ias interview -ଝିଅ ମାନଙ୍କର କେଉଁ ଅଙ୍ଗ ସବୁବେଳ ହଲିଥାଏ? ଏହାର ଉତ୍ତର ଦେବାରେ ୯୯% ଲୋକ ଫେଲ ମାରିଛନ୍ତି ,ସାହସ ଅଛି ତ ଉତ୍ତର ଦିଅ !
ବର୍ତମାନ ଦୁନିଆ ରେ ପିଲା ମାନେ ବହୁତ ଶିକ୍ଷା ଲାଭ କରୁଛନ୍ତି। ଆଗ ଅପେକ୍ଷା ସେମାନେ ଏବେ ଭଲ ଶିକ୍ଷା ଲାଭ କରିବା ସହିତ ବହୁତ ଜ୍ଞାନ ଅର୍ଜନ କରୁଛନ୍ତି। କିନ୍ତୁ ଦୁଃଖର ବିଷୟ ଯେ ତାଙ୍କର ଜ୍ଞାନ ଗୁଡିକ କେବେଳ ବହି ବା ପୁସ୍ତକ ରେ ସୀମିତ ହୋଇ ରହିଯାଉଛି। ସେମାନେ ଯାହା ବହି ରେ ପଢୁଛନ୍ତି ସେତିକି ହିଁ ଜ୍ଞାନ ଅର୍ଜନ କରୁଛନ୍ତି।
ଯାହା ଫଳରେ ସେମାନେ ଯେତେବେଳେ କୌଣସି ସାକ୍ଷାତ କାର କୁ ଯାଉଛନ୍ତି ସେଠାରେ ବିଭିନ୍ନ ପ୍ରକାର ର ପୁସ୍ତକ ବହିର୍ଭୁତ ପ୍ରଶ୍ନ ପଚରା ଯିବା ଦ୍ୱାରା ସେମନେ ସେଠାରେ ସଠିକ ଉତ୍ତର ଦେଇ ପାରୁ ନାହାନ୍ତି ଓ ବିଫଳତା ର ସମ୍ମୁଖୀନ ହେଉ ଛନ୍ତି।
ତେବେ ଏହି ଭଳି ଅସୁବିଧା କୁ ଆଖି ଆଗରେ ରଖି ଏଠାରେ ଆପଣଙ୍କ ପାଇଁ ଏପରି କିଛି ପ୍ରଶ୍ନ ନେଇ ଆସିଛୁ ଯାହାକି ନିଶ୍ଚିତ ଭାବରେ ଆପଣଙ୍କୁ ଜୀବନରେ ସାହାଯ୍ୟ କରିବ। କାହିଁକି ନା ଯେଉଁ ସବୁ ପ୍ରଶ୍ନ ଆଜି ଆପଣ ପାଇଁ ଆମେ ଆଣୁଛୁ ସେହି ସବୁ ପ୍ରଶ୍ନ ‘ଆଇ ଏ ଏସ’ ସାକ୍ଷାତ କାର ରେ କିଛି ପଚରା ଯାଇଥିବା ପ୍ରଶ୍ନ ଅଟେ।
ତେଣୁ ଏହି ସବୁ ପ୍ରଶ୍ନ ଆପଣଙ୍କ ଆଗାମୀ ଭବିଷ୍ୟତ ରେ ମଧ୍ୟ କାମରେ ନିଶ୍ଚିତ ଭାବରେ ଆସିବ ବୋଲି ଆମର ବିଶ୍ୱାସ। ତେବେ ଚାଲନ୍ତୁ ଜାଣିବା କଣ ସବୁ ପ୍ରଶ୍ନ ରହିଛି।
1. ଆଜି ଯାଏ ସୂର୍ଯ୍ୟ ପୃଥିବୀ ର କେଉଁ ଜିନିଷ ଦେଖି ନାହିଁ?
ଉତ୍ତର- ଅନ୍ଧାର
2. ତାହା କେଉଁ ଠେଙ୍ଗା ଯାହା ବହୁତ ମିଠା ଲାଗି ଥାଏ ?
ଉତ୍ତର- ଆଖୁ
3. ତାହା କେଉଁ ଜିନିଷ ଯାହା କି ଶୋଇବା ପୂର୍ବରୁ ସମସ୍ତେ କାଢି ଶୋଇଥାନ୍ତି ?
ଉତ୍ତର- ଜୋତା
4. ଶରୀର ର କେଉଁ ଅଂଶ ଯାହା ଗାଧେ ଇଲା ପରେ ବି ଓଦା ହୋଇ ନଥାଏ ?
ଉତ୍ତର- ନିଜର ଛାଇ
5. ବିଶ୍ୱ ର ସବୁ ଠାରୁ ଦାମିକା ଘଣ୍ଟା ର ମୂଲ୍ୟ କେତେ ?
ଉତ୍ତର- ୧୪ କୋଟି 15 ଲକ୍ଷ
6. ଉପରୁ କିସ କରା ଯାଏ, ତଳୁ ନିଆଁ ଲଗା ଯାଏ ଓ ମଝିରୁ ଧରା ଯାଏ ?
ଉତ୍ତର- ସିଗାରେଟ
7. ତାହା କେଉଁ କାମ ଯାହା କୁ କୌଣସି ବି ମଣିଷ ଖାଦ୍ୟ ଘିଟୁଥିବା ସମୟରେ କେବେବି କରି ପାରିବ ନାହିଁ ?
ଉତ୍ତର- ନିଶ୍ୱାସ ନେବା
8. ଏମିତି ଗୋଟିଏ ଜିନିଷ ର ନାମ କୁହ ଯାହାକୁ କି ଝିଅ ମାନେ ପିନ୍ଧିଥାନ୍ତି ଓ ତାହା ସେମାନଙ୍କ ର ନାମ ବି ହୋଇ ଥାଏ ?
ଉତ୍ତର- ଟିକିଲି କିମ୍ବା ପାୟଲ
9. ବିଶ୍ୱର ସବୁ ଠୁ ଧନୀ ବ୍ୟକ୍ତି କିଏ ଓ ସେ କେଉଁ ଦେଶର ଲୋକ ଅଟନ୍ତି ?
ଉତ୍ତର- ଏଲନ ମୋସ୍କ, ଆମେରିକା
10. ଓଡିଶା ରେ କେତୋଟି ଜିଲ୍ଲା ଅଛି .
ଉତ୍ତର- ତିରିଶ ଟି
11-ଝିଅ ମାନଙ୍କର କେଉଁ ଅଙ୍ଗ ସବୁବେଳ ହଲିଥାଏ?
ଉତ୍ତର – କାନଫୁଲ
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।