
ଭାଇରାଲ ହେଲା ଦିଦିଙ୍କ ଭିଡିଓ – ଓଃ କି ଡାନ୍ସ.. କ୍ଲାସ ଭିତରେ ମ୍ୟାଡ଼ାମଙ୍କୁ ଡାନ୍ସ ଶିଖାଇଲେ ଛାତ୍ରୀ,ମାତ୍ର 4 ଘଣ୍ଟାରେ 36 ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି ଦେଖନ୍ତୁ ଭିଡ଼ିଓ !
ଗୁରୁ ଶିଷ୍ୟ ସମ୍ପର୍କରେ ନ ଥାଏ ସ୍ୱାର୍ଥ । ସେଠି କେବଳ ରହି ଥାଏ ପ୍ରଚୁର ଭଲ ପାଇବା । ଯଦି ଶିଷ୍ୟ ଟିଏ ଗୋଟିଏ ଭଲ କାମ କରି ଦେଇ ଥାଏ ,କିମ୍ବା ଭଲ ପାଠ ପଢି ଥାଏ ତାହାଲେ ଗୁରୁ ର ଛାତି କୁଂଢେ ମୁଟା ହୋଇ ଯାଇ ଥାଏ । ଠିକ ସେହି ଶିକ୍ଷକ ସ୍କୁଲ ରେ ପାଠ ପଢେଇବା ସମୟ ରେ ସମସ୍ତଙ୍କୁ ସମାନ ଭାବରେ ଦେଖି ଥାନ୍ତି । ଶିକ୍ଷକ ମାନେ ଅନ୍ୟ ଯେଉଁଠି ଯେତେ ଖରାପ କାମ କଲେ ମଧ୍ୟ ପିଲା ମାନକୁ ସବୁ ସମୟ ରେ ଭଲ ବାଟ ଦେଖାଇ ଥାନ୍ତି ।
ସେଥି ପାଇଁ ଗୁରୁ ମାନକୁ କୁହା ଯାଇ ଥାଏ ମାର୍ଗଦର୍ଶିକା । ଗୁରୁ ମାନଙ୍କ ଆଶୀର୍ବାଦ ପିଲା ମାନଙ୍କ ଉପରେ ପଡିଲେ ପିଲା ବହୁତ ଆଗକୁ ଯାଇ ଥାଏ । ଆଜି ଏକ ସ୍କୁଲ ର ଭିଡିଓ ଭାଇରାଲ ହୋଇଛି ।
ଯେଉଁ ଭିଡିଓ ରେ ଜଣେ ଶିକ୍ଷୟତ୍ରୀ କ୍ଲାସ ଭିତରେ ପିଲା ମାନକୁ ନାଚ ଶିଖାଉ ଛନ୍ତି ଓ ତାଙ୍କ ସହିତ ମଧ୍ୟ ବେଶ ଖୁସି ଉତ୍ସାହ ରେ ନାଚୁ ଛନ୍ତି । ତେବେ ଆସନ୍ତୁ ପୁରା ଘଟଣା ଟି ଜାଣିବା ।
ଆପଣ ମାନେ ପ୍ରାୟ ଜାଣି ଥିବେ , ଦିଲ୍ଲୀ ସରକାର ଅରବିନ୍ଦ କେଜିରବାଲ ଆସିବା ପାଖରୁ ଦିଲ୍ଲୀ ପୁରା ବଦଳି ଯାଇଛି । ତେବେ ଦିଲ୍ଲୀ ରେ ଏବେ ଆଉ ପ୍ରାଇଭେଟ ସ୍କୁଲ ନାହିଁ । ଏବେ ଦିଲ୍ଲୀ ରେ ସବୁ ଗମେଣ୍ଟ ସ୍କୁଲ ରହିଛି । ଆଜିର ଘଟଣା ସେହି ଦିଲ୍ଲୀ ର ଏକ ସରକାରୀ ସ୍କୁଲ ରେ ଦେଖିବା ପାଇଁ ମିଳିଛି । ତେବେ କ୍ଲାସ କୁ ଆସି ନ ଥିଲେ ଶିକ୍ଷୟତ୍ରୀ ।
ସେହି ସମୟ ରେ ଜଣେ ଝିଅ ପିଲା ଯାଇ ସମସ୍ତ ପିଲାଙ୍କ ସାମ୍ନା ରେ ନାଚୁ ଥିଲା । ଠିକ ସେହି ସମୟ ରେ ଶିକ୍ଷୟତ୍ରୀ ପହଂଚି ଯାଇ ଥିଲେ । ସ୍କୁଲ ର ପିଲା ଡରି ଯାଇ ଥିଲେ କାଳେ ତାଙ୍କ ଦିଦି ତାଙ୍କୁ ଗାଳି ଦେବେ । କିନ୍ତୁ ଠିକ ସେହି ସମୟ ରେ ଦିଦି ମଧ୍ୟ ଯାଇ ପିଲାଙ୍କ ସହିତ ନାଚି ଥିଲେ । ଗୀତର ତାଳେ ତାଳେ ଦିଦି ମଧ୍ୟ ନାଚୁ ଥିଲେ ।
ଆଉ ଭାବରେ ମଧ୍ୟ ପିଲା ମାନେ ତାଳି ମାରୁ ଥିଲେ । ଦିଦି ମଧ୍ୟ ପୁଲଟି ସହିତ ନାଚୁ ଥିଲେ । ଆଜି କାଲି ଦୁନିଆରେ ପିଲାଙ୍କ ସହିତ ଏମିତି ମିଶିବା ଅଵଶ୍ୟକ । ମିଶିବା ଦ୍ୱାରା ପିଲା ଆଉ ଡରିବେ ନାହିଁ । ଯାହା ଫଳରେ ନିର୍ଭୟ ରେ ପିଲା ମାନେ ଦିଦି ଙ୍କୁ ପାଠ ପଚାରି ପାରିବେ ।
କିଛି କିଛି ପିଲା ଅଛନ୍ତି ଯେଉଁ ମାନେ ପାଠ ପଚାରିବା ପାଇଁ ବହୁତ ଡରି ଥାନ୍ତି । କାରଣ କାଳେ ତାଙ୍କୁ ଶିକ୍ଷକ ଗାଳି ଦେବେ । ସୋସିଆଲ ମିଡ଼ିଆ ରେ ଏହି ଭିଡିଓ ଟିକୁ ଦେଖି ଲୋକ ମାନେ ବହୁତ ଭଲ ଭଲ କମେଣ୍ଟ ଦେବା ସହିତ , ଦିଦି ଙ୍କୁ ମଧ୍ୟ ବହୁତ ପସନ୍ଦ କରି ଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।