ସବୁ ସମୟ ଖବର ସାଥିରେ

Gk Question – ଶ୍ରୀକୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ ? 99% ଲୋକ ଏହାର ଉତ୍ତର ଜାଣି ନାହାନ୍ତି, କଣ ଆପଣ ଜାଣିଛନ୍ତି କି ?

0 19

ବନ୍ଧୁଗଣ ବର୍ତମାନ ଦୁନିଆରେ ଛାତ୍ର ଛାତ୍ରୀ ମାନେ କୌଣସି କ୍ଷେତ୍ରରେ ଚାକିରୀ କରିବା ପାଇଁ ସେମାନଙ୍କୁ ଅନେକ କଷ୍ଟ କରି ପାଠ ପଢିବା ପାଇଁ ପଡୁଛି |ନିଜ ମନକୁ ସ୍ଥିର ରଖି ଏମାନେ କେବଳ ନିଜ ଲକ୍ଷ୍ୟ ସ୍ଥଳରେ ପହଁଚିବାର ପ୍ରୟାସ ଜାରି ରଖିଛନ୍ତି, ଦିନ ରାତି ସେମାନେ ଏହି ପରି ଅନେକ କପିଟେଟିଭ ପରୀକ୍ଷାରେ ପାସ କରିବାପାଇଁ ଲାଗିଛନ୍ତି |ମୁଁ ଆଜି ଆପଣକୁ ହିନ୍ଦୁ ଧର୍ମରେ ପୌରାଣିକ ପ୍ରଶ୍ନ ବିଷୟରେ କହିବି, ଯାହାକି ଆପଣଙ୍କ ଜୀବନରେ ଅନେକ କ୍ଷେତ୍ରରେ କାମରେ ଆସିବା |ତେବେ ଆସନ୍ତୁ ଦର୍ଶକ ବନ୍ଧୁ କିଛି ପୌରାଣିକ ପ୍ରଶ୍ନ ଗୁଡିକ ବିଷୟରେ ଜାଣିବା |

1-ଶ୍ରୀ ଜଗନ୍ନାଥଙ୍କ ମନ୍ଦିର କେଉଁ ନାମରେ ନାମିତ?
ଉତ୍ତର -ବଡ଼ କ୍ଷେତ୍ର

2-କେଉଁ ଦେବତାଙ୍କ ରଥ ସାତୋଟି ଘୋଡାରେ ଟଣା ଯାଏ?
ଉତ୍ତର -ସୂର୍ଯ୍ୟ ଦେବଙ୍କ ରଥ

3-ଶ୍ରୀ କୃଷ୍ଣ କେଉଁ ଯୁଗରେ ଜନ୍ମ ଗ୍ରହଣ କରିଥିଲେ?
ଉତ୍ତର -ଦ୍ୱାପର ଯୁଗର

4-କେଉଁ ହିନ୍ଦୁ ଦେବତା ସର୍ବଦା ଜୋତା ପିନ୍ଧନ୍ତି?
ଉତ୍ତର -ସୂର୍ଯ୍ୟ ଦେବତ

5-ପୁରାଣରେ ଅସୁର ମାନଙ୍କ ଗୁରୁ କିଏ ଥିଲେ?
ଉତ୍ତର -ଶୁକ୍ରଚାର୍ଯ୍ୟ

6-ଶ୍ରୀ କୃଷ୍ଣଙ୍କ ଗୁରୁ କିଏ?
ଉତ୍ତର -ସନ୍ଦୀପନି

7-ଭରତଙ୍କ ପତ୍ନୀଙ୍କ ନାମ କଣ?
ଉତ୍ତର -ମଣ୍ଡବି

8-ରାଜା ଦଶହରଥଙ୍କ ତିନି ରାଣୀଙ୍କ ନାମ କଣ ଥିଲା?
ଉତ୍ତର -କୌଶଲ୍ୟା, କୈକେଇ ଓ ସୁମିତ୍ରା

9-14ବର୍ଷ ବନ ବାସ ପ୍ରଭୁ ରାମ, ଲକ୍ଷ୍ମଣ ଓ ମାତା ସୀତାଙ୍କ ସହିତ ଅନ୍ୟ କିଏ ଯାଇଥିଲା?
ଉତ୍ତର -ସୁମନ୍ତ

10-ଉର୍ମିଳା କାହାଙ୍କ ସ୍ତ୍ରୀ?
ଉତ୍ତର -ଲକ୍ଷଣ

11-ସମୁଦ୍ର ପାର ହେବା ପାଇଁ ହନୁମାନ କଉଁ ଠାରୁ ଡ଼ିଆ ମାରିଥିଲା?
ଉତ୍ତର -ମହେନ୍ଦ୍ର ପାର୍ବତରୁ

16-ରାମଙ୍କ ସୈନ ଲଙ୍କା ଯିବା ପାଇଁ କିଏ ପୋଲ ତିଆରି କରିଥିଲେ?
ଉତ୍ତର -ବିଶ୍ୱକର୍ମାଙ୍କ ପୁତ୍ର ନଳ

17-ରାବଣ ଯେଉଁ ଅସ୍ତ୍ରରେ ମାରିଥିଲେ ସେ ଅସ୍ତ୍ରର ନାମ କଣ?
ଉତ୍ତର -ବ୍ରହ୍ମାସ୍ତ୍ର

18-କେଉଁ ଦେଶର ନାମ ଅଯୋଧ୍ୟା ଥିଲା?
ଉତ୍ତର -କୁଶଳ

19-ରାଜା ଦଶରଥଙ୍କ ପିତା ଓ ମାତାଙ୍କ ନାମ କଣ ଥିଲା?
ଉତ୍ତର -ଅଜ ଏବଂ ଇନ୍ଦୁମତୀ

20-ଭାରତଙ୍କ ରାଜଧାନୀର ନାମ କଣ ଥିଲା?
ଉତ୍ତର -ନନ୍ଦୀଗ୍ରାମ

21-ରାଜା ଜଣକ କେଉଁ ଠାରେ ରାଜୁତି କରୁଥିଲେ?
ଉତ୍ତର -ମିଥିଳା ରାଜ୍ୟରେ

22-ରାବଣଙ୍କ ରାଣୀ ମାନଙ୍କ ମଧ୍ୟ୍ୟରୁ ତାଙ୍କ ପ୍ରଥମ ରାଣୀ କିଏ ଥିଲେ?
ଉତ୍ତର -ମନ୍ଦନ୍ଦରୀ

23-କେଉଁ ଯୁଗରେ ବିଷ୍ଣୁ ରାମଙ୍କ ଅବତାର ଧାରଣ କରିଥିଲେ?
ଉତ୍ତର -ତ୍ରେତୟା ଯୁଗରେ

24-ବଡ଼ ଦେଉଳର ପୂର୍ଵ ଦିଗରେ ଥିବା ଦ୍ଵାରର ନାମ କଣ?
ଉତ୍ତର -ସିଂହ ଦ୍ଵାର

25-ରଥ ନିର୍ମାଣ ପରେ ତିନି ରଥର ପ୍ରତିଷ୍ଠା କିଏ କରିଥିଲେ?
ଉତ୍ତର -ନାରଦ

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।