ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ – ଅତ୍ୟଧିକ ଗରମ ସହି ନପାରି ଚଢେଇ ନିଜ ଥୁଣ୍ଟାରେ ପଥର ପକାଇ ପାଣି ପିଇଲା, ଭିଡ଼ିଓ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଦେଖନ୍ତୁ ଭିଡ଼ିଓ….

0 49

ଆଜି ଏକ ଅଭାବ ନିୟ ଘଟଣା ଦେଖିବା ପାଇଁ ମିଳିଛି । ଆପଣ ମାନେ ସ୍କୁଲ ରେ ପଢି ଥିଲେ । ଗୋଟେ କୁଆ କେମିତି ପାଣି ପିଇବା ପାଇଁ ବୋତଲ ଭିତରେ ଗୁଡି ପୁରାଉ ଥିଲା । ଆଉ ଗୁଡି ବୋତଲ ଭିତରେ ଅଧିକ ହୋଇ ଗଲେ ପାଣି ର ସ୍ତର ଟି ଅଧିକ ହୋଇ ଯିବ । ଆଉ ତା ପରେ କୁଆ ଟି ପାଣି ପିଇ ପାରୁ ଥିଲା । ତେବେ ଏହି ଦୃଶ୍ୟ ଟି ଆପଣ ମାନେ ସ୍କୁଲ ରେ ପାଠ ପଢୁ ଥିବା ସମୟ ରେ ଦେଖି ପାରୁ ଥିଲେ ।

କିନ୍ତୁ ଆଜି ଏହି ଘଟଣା ଟି ସତ ରେ ଦେଖିବା ପାଇଁ ମିଳି ଥିଲା । ଯାହା ଏହି ଭିଡିଓ ଟି ଦେଖିଲେ ଆପଣ ବହୁତ ଶିକ୍ଷା ପାଇବେ । ଏହି କିଛି ଦିନ ହେଲା ଏତେ ଗରମ ହେଉଛି ତାହା ଆପଣ ମାନେ ଭଲ ଭାବରେ ଜାଣି ଥିବେ । ତାପମାତ୍ରା 45 ଡିଗ୍ରୀ ପହଂଚି ଯାଉଛି । ସବୁ ଠାରୁ ବଡ଼ କଥା ହେଉଛି ଏବେ ସୂର୍ଯ୍ୟ ଙ୍କର ଅତି ବାଇଗଣୀ ରଶ୍ମି ଆମ ଭାରତ ଉଅରେ ପଡୁଛି । ଯାହା ଆମ ଭାରତ ପାଇଁ ବହୁତ କ୍ଷତି କାରକ ଅଟେ ।

ଏହି ବାଇଗଣୀ ରଶ୍ମି ଆମ ଓଡ଼ିଶା ରେ ମଧ୍ୟ ପଡୁଛି । ଏହି ବାଇଗଣୀ ରଶ୍ମି ପଡୁବା ଦ୍ୱାରା ମଣିଷ ଦେହରେ ଚର୍ମ ରୋଗ ହୋଇ ଥାଏ । ଆଉ କ୍ୟାନ୍ସର ମଧ୍ୟ ହୋଇ ଥାଏ । ତେବେ ଯେଉଁ ବ୍ୟକ୍ତି ମାନେ ଗୋରା ଅଛନ୍ତି ସେମାନଙ୍କ ଦେହ ଅତି ପ୍ରଭାବିତ କରି ଥାଏ । ଯେଉଁ ବ୍ୟକ୍ତି ମାନେ କଳା ଅଛନ୍ତି ତାଙ୍କ ଦେହକୁ ବାଇଗଣୀ ରଶ୍ମି ଏତେ ସ୍ପର୍ଶ କରି ପାରେ ନାହିଁ ।

ତେଣୁ ଏହି ଗରମ ପାଇଁ ଓଡିଶା ସରକାର 5 ଦିନ ପାଇଁ ସ୍କୁଲ କଲେଜ ସବୁ ବନ୍ଦ କରି ଦେଇ ଛନ୍ତି । ଏତିକି ବେଳେ ଏକ ଘଟଣା ସାମ୍ନା କୁ ଆସିଲା । ପ୍ରଚଣ୍ଡ ଖରା ଜଗୁ କାଉ ଟି ପାଣି ପିଇବା ପାଇଁ ଡହଳ ବିକଳ ହେଉ ଥିଲା । ସେତିକି ବେଳେ ଦେଖିବା ପାଇଁ ପାଇ ଥିଲା ଗୋଟେ ବୋତଲ ରେ ଟିକେ ପାଣି ଅଛି ।

ତେଣୁ ସେ ବୋତଲ ପାଖକୁ ଯାଇ ଥିଲା । ଆଉ ମୁହଁ ବଢ଼ାଇ ଥିଲା । କିନ୍ତୁ ତା ମୁଁହ ପାଇ ନ ଥିଲା । ଶେଷରେ ସେ ଗୋଟିଏ ବୁଦ୍ଧି ପାଞ୍ଚି ଥିଲା । ବାହାରେ ପୋଡି ଥିବା ଗୋଡି ଆଣି ବୋତଲ ଭିତରେ ପୁରେଇ ଥିଲା ।

ସେ ଜାଣି ଥିଲା ଗୋଡି ପରେଇବା ଦ୍ୱାରା ପାଣି ର ସ୍ତର ଟି ଉପରକୁ ଉଠି ଯିବ ଆଉ ତାର ମୁହଁ ପାଇ ଯିବ । ସେଥି ପାଇଁ ସେ ଗୋଡି ପକାଉ ଥିଲା । ତେଣୁ ଏଥିରୁ ଆମେ ଶିଖିବା କୁ ପାଇଲେ ଯେ , ମଣିଷ ର ବୁଦ୍ଧି ଥିଲେ ବହୁତ ବଡ଼ ବଡ଼ ବିପଦ କୁ ସେ ସହଜ ରେ ସାମ୍ନା କରି ଦେଇ ପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।