ସବୁ ସମୟ ଖବର ସାଥିରେ

Special Tips – କେବଳ ୩ ଦିନରେ ଅର୍ଶ (Piles) କୁ ମୂଳରୁ ଶେଷ କରନ୍ତୁ ୧୦୦% ଗ୍ୟାରେଣ୍ଟି

0 86

ମଣିଷ ଜୀବନ ର ସବୁଠୁ ବଡ଼ ଶତ୍ରୁ ହେଉଛି ରୋଗ ଯାହାକୁ ମଣିଷ ଭୟ କରି ଥାଏ, ଏହି ରୋଗ ଦ୍ୱାରା ହିଁ ମଣିଷ ର ଜୀବନ ମଧ୍ୟ ଚାଲି ଯାଇ ଥାଏ | ତେବେ ଏହି ରୋଗ ମଧ୍ୟରୁ ପ୍ରାୟ ବ୍ୟକ୍ତି ଙ୍କ ଠାରେ ଲିଭର ର ସମସ୍ୟା, ଇମୋନିଆ ବା ରକ୍ତ ର ଅଭାବ ଭଳି ସମସ୍ୟା ଏବଂ କୋଷ୍ଠ କାଠିନ୍ୟ ଏହା ସହିତ ଅର୍ଶ, ପାଇଲସ ସମସ୍ୟା ମଧ୍ୟ ଅଧିକାଂଶ ରହି ଥାଏ | ଯାହା ଦ୍ୱାରା ଲୋକ ଙ୍କୁ ଝାଡ଼ା ଯିବାରେ ଏବଂ ବସିବାରେ ବହୁତ ସମସ୍ୟା ହୋଇ ଥାଏ |

ଅର୍ଶ ହେଲେ ଆମ ମଳଦ୍ୱାର ରେ ଛୋଟ ଛୋଟ ମାଂସ ପିଣ୍ଡୁଳା ବାହାରି ଥାଏ ଯାହା ଦ୍ୱାରା ଝାଡ଼ା ଯିବା ସମୟରେ ରକ୍ତ ପଡ଼ି ଥାଏ ଆଉ ଏଥିପାଇଁ ଲୋକ ମାନଙ୍କୁ ବହୁତ କଷ୍ଟ ଅନୁଭବ କରିବାକୁ ପଡ଼ି ଥାଏ | ତେବେ ଆଜି ଏଭଳି ଦୁଇଟି ଘରୋଇ ଉପଚାର ସମ୍ପର୍କ ରେ ଜାଣିବା ଯାହା କୁ ମାତ୍ର 3 ଦିନ ସେବନ କରିବା ପରେ ଆପଣଙ୍କ ର ଏଭଳି ସବୁ ସମସ୍ୟା ଦୂର ହୋଇ ଯିବ |

ଆବଶ୍ୟକ ସାମଗ୍ରୀ :-


1. କ୍ଷୀର, 2. ଲେମ୍ବୁ, 3. କଦଳୀ, 4. କର୍ପୁର

ପ୍ରସ୍ତୁତ ପ୍ରଣାଳୀ :-
ପ୍ରଥମ ଉପାୟ :- ପ୍ରଥମେ ଏକ କପ କ୍ଷୀର ନିଅନ୍ତି ଆଉ ତାକୁ ହାଲକା ଉଷୁମ କରି ସଙ୍ଗେ ସଙ୍ଗେ ପିଇ ଦିଅନ୍ତି, ଏହାପରେ ପୁଣି ଏକ ଗ୍ଲାସ ଉଷୁମ କ୍ଷୀର ନିଅନ୍ତି ଆଉ ସେଥିରେ ଏକ ଲେମ୍ବୁ ଚିପିଡି ପକାଇ ଦିଅନ୍ତୁ | ଯଦି ବଡ଼ ଲେମ୍ବୁ ଅଛି ତେବେ ଏକ ଫାଳ ଲେମ୍ବୁ ର ରସ ପକାନ୍ତୁ ଆଉ ଯଦି ଛୋଟ ଲେମ୍ବୁ ଅଟେ ତେବେ ଗୋଟିଏ ଲେମ୍ବୁ ଚିପୁଡ଼ି ପକାଇ ଦିଅନ୍ତୁ | ଏହାପରେ ସଙ୍ଗେ ସଙ୍ଗେ ଏହାକୁ ସେବନ କରି ଦିଅନ୍ତୁ ଏହିପରି ଭାବେ 3 ଦିନ ସେବନ କରନ୍ତୁ ପରେ ଆପଣ ନିଜେ ଏହାର ରେଜଲ୍ଟ ଦେଖିବେ |


ଦ୍ୱିତୀୟ ଉପାୟ :-
ଏଥିପାଇଁ ଆପଣ ଏକ କଦଳୀ ନିଅନ୍ତୁ ଏବଂ ସେହି କଦଳୀ ର ଚୋପା ଛଡାଇ ମଝିରୁ କାଟି ଦିଅନ୍ତୁ | ପରେ ସେହି ଫାଳ କଦଳୀ ଦୁଇଟି ଖାଇବା କର୍ପୁର ମିଶାଇ ଦିଅନ୍ତୁ ଏହାପରେ ଦୁଇ ଫାଳ କଦଳୀ କୁ ଯୋଡ଼ି ଦେଇ ବନ୍ଦ କରି ଦିଅନ୍ତୁ |

ସେବନ ପ୍ରଣାଳୀ :-
ସକାଳେ ଉଠି ନିଜ ନିତ୍ୟକର୍ମ ସାରି କିଛି ଖାଇବା ପୂର୍ବରୁ କର୍ପୁର ପୁରା କଦଳୀ ଗୋଟେ ଗିଳି ଦିଅନ୍ତୁ | ଏହିଭଳି ଭାବେ ଆପଣ ଏହାକୁ 3 ଦିନ ସକାଳେ ସେବନ କରନ୍ତୁ ଦେଖିବେ ଆପଣଙ୍କ ର ପାଇଲସ ଭଳି ସମସ୍ୟା ଦୂର ହୋଇ ଯିବ ଏବଂ ଏହି କଷ୍ଟ ଆଉ ଯନ୍ତ୍ରଣା ରୁ ଆପଣ ମୁକ୍ତ ପାଇ ଯିବେ |