
Soujannya ଗାଇଲେ ଏମିତି ଗୀତ ଯାହା ଆଜି ଯାଇଁ ଓଡ଼ିଆ TV Show ରେ କେହି ଗାଇନଥିଲେ … ସମସ୍ତ Judges ହେଲେ ଆଶ୍ଚର୍ଯ୍ୟ…
ଜୀ ସାର୍ଥକ ପ୍ରେଜେଣ୍ଟ ଓଡ଼ିଶାର ସବୁ ଠାରୁ ବଡ ସିଂଗିଙ୍ଗ ରିୟାଲିଟି ଶୋ ‘ସା ରେ ଗା ମା ପା’ ସ୍ୱରର ମହାମଞ୍ଚ ସଫଳତା ହାସଲ କରି ଅନେକ କଣ୍ଠଶିଳ୍ପୀ ଶ୍ରୋତାଙ୍କ ହୃଦୟରେ ରାଜ କରୁଛନ୍ତି। ସ୍ୱର ଓ ସଙ୍ଗୀତକୁ ଭଲ ପାଉଥିବା କଳାକାର ମାନଂକ ପାଇଁ ସବୁଠୁ ବଡ ମଞ୍ଚ ହେଉଛି ‘ସା ରେ ଗା ମା ପା’ ସ୍ୱରର ମହାମଞ୍ଚ।’ସା ରେ ଗା ମା ପା’ ହେଉଛି ଓଡିଆ ଟିଭି ଦୁନିଆର ସବୁଠାରୁ ବଡ ମ୍ୟୁଜିକାଲ୍ ରିୟାଲିଟି ଶୋ।
ଏହି ଶୋରେ ଓଡ଼ିଶାର କୋଣ ଅନୁକୋଣର ରହିଥିବା ପ୍ରତିଯୋଗୀ ମାନେ ଗୀତ ଗାଇବାର ସୁଯୋଗ ପାଇଥାନ୍ତି। ତେବେ ଆରମ୍ଭ ହୋଇ ଯାଇଛି ‘ସା ରେ ଗା ମା ପା’ ସ୍ୱରର ମହାମଞ୍ଚ ୨୦୨୨। ଯେଉଁଠି ଜଜ୍ ଭାବେ ନଜର ଆସୁଛନ୍ତି ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ଇରା ମହାନ୍ତି, ଦୀପ୍ତିରେଖା ପାଢ଼ୀ ଏବଂ କୁଲଦୀପ ପଟ୍ଟନାୟକ।
ରେବେ ଆପଣ ମାନେ ଯାଇଥିବେ ଯେ ଏହି ଶୋର ଅନେକ ଅନେକ କଣ୍ଠଶିଳ୍ପୀ ଏବେ ଓଡ଼ିଶା ସଙ୍ଗୀତ ଦୁନିଆରେ ବେଶ୍ ପ୍ରତିଷ୍ଠିତ ହୋଇ ପାରିଛନ୍ତି। ଅନେକ କଣ୍ଠଶିଳ୍ପୀ ଏବେ ଓଡିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ଗୀତ ଗାଇବାର ସୁଯୋଗ ମଧ୍ୟ ପାଇ ପାରିଛନ୍ତି। ତେବେ ଆଜି ଆମେ ସେହି ଭଳି ଜଣେ ପ୍ରତିଭାଙ୍କ ବାବଦରେ ଜଣାଇବୁ ଯିଏକି ‘ସା ରେ ଗା ମା ପା’ ସ୍ୱରର ମହାମଞ୍ଚ କମାଲ କରିଥିଲେ। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। କେବଳ ‘ସା ରେ ଗା ମା ପା’ ସ୍ୱରର ମହାମଞ୍ଚରେ ନୁହେଁ ବରଂ ଏକାଧିକ ଗୀତରେ ପ୍ଲେ-ବେକ କରି ଦର୍ଶକଙ୍କ ମନକୁ କିଣି ନେଇଛନ୍ତି ଏହି ଯୁବତୀ ଜଣକ।
ତେବେ ଏହି ଯୁବତୀ ଜଣକ ହେଉଛନ୍ତି ସୌଜନ୍ୟା ରଥ।ସୌଜନ୍ୟା ରଥ ‘ସା ରେ ଗା ମା ପା’ ସ୍ୱରର ମହାମଞ୍ଚରେ ଅତି ସୁନ୍ଦର ଭାବରେ ନିଜର ପୋରଫୋମାନ୍ସ ଦେଖାଇ ଛନ୍ତି। ଯେଉଁଠି ସେ ତାଙ୍କ ସ୍ୱରର ଯାଦୁରେ ଜଜେସ୍ ମାନଙ୍କୁ ଇମ୍ପ୍ରେଶ୍ କରି ପାରିଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ସୌଜନ୍ୟା ଲୋକପ୍ରିୟ ଗୀତ ‘ ତୁମକୁ ପାଇ ମୁଁ ଖୁସିରେ ପାଗଳ ଆଜି, ଦୁନିଆ ଜାଣିବ ଖୁସିରେ ଜିତିଲି ପ୍ରେମର ବାଜି… ମନ ହୁଏ ହୁକୁ ହୁକୁ ହାଏ’ ଗାଇଛନ୍ତି ଯାହା ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି।
ଜଜେସ୍ ମାନେ ମଧ୍ୟ ସୌଜନ୍ୟା ପୋରଫୋମାନ୍ସ ରେ ବେଶ୍ ଇମ୍ପ୍ରେଶ୍ ହୋଇଛନ୍ତି। ଏଥି ସହିତ ଖୁବ୍ ସୁନ୍ଦର୍ ସୁନ୍ଦର୍ କମ୍ମେଣ୍ଟ ମଧ୍ୟ ଦେଇଛନ୍ତି।ତେବେ ସୌଜନ୍ୟାଙ୍କ ପୋରଫୋମାନ୍ସ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି। ଆପଣ ମଧ୍ୟ ଏହି ଭିଡିଓକୁ ଦେଖନ୍ତୁ ଆପଣଙ୍କୁ ଏହା ଖୁବ୍ ପସନ୍ଦ ଆସିବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।