ସବୁ ସମୟ ଖବର ସାଥିରେ

ସୋସିଆଲ ମେଡିଆରେ ଭାଇରାଲ ହେଉଥିବା ଏହି ଫୋଟୋଗୁଡ଼ିକୁ ଜୁମ୍ କରି ଦେଖିଲେ ହଲିଯିବ ଆପଣଙ୍କ ଦିମାଗ୍….ସବୁବେଳେ ସକରାତ୍ମକ ଚିନ୍ତାଧାରା ଆଣନ୍ତୁ

0 248

ଆମେ ସୋସିଆଲ ମିଡ଼ିଆ ଦ୍ୱାରା ଅନେକ ଘଟଣା ବିଷୟରେ ଅବଗତ ହୋଇ ଥାଉ, କିନ୍ତୁ ଏହି ସୋସିଆଲ ମିଡ଼ିଆ ରେ ବେଳେ ବେଳେ ଏପରି କିଛି ଘଟଣା ଦେଖିବାକୁ ମିଳି ଥାଏ ଯାହା ବହୁତ ଆଶ୍ଚର୍ଯ୍ୟ ଜନକ ଏବଂ ଭୟଙ୍କର ହୋଇ ଥାଏ | ତେଣୁ ଅନେକ ଏହି ସୋସିଆଲ ମିଡ଼ିଆ ଦ୍ୱାରା ହିଁ ସତର୍କ ରହି ପାରି ଥାଉ, ଏଣୁ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଛି | ତେବେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଫୋଟ ଭାଇରାଲ ହୋଇ ଥାଏ, ଯାହାକୁ ଲୋକ ମାନେ ନେଇ ବହୁତ ଖରାପ ଚର୍ଚ୍ଚା ମଧ୍ୟ କରିଥାନ୍ତି | କିନ୍ତୁ ଏହା ସମ୍ପୂର୍ଣ ଭାବେ ଭୁଲ ହୋଇ ଥାଏ କାରଣ କୌଣସି ଫୋଟ କୁ ଭଲ ଭାବରେ ନ ଦେଖି ଖରାପ କମେଣ୍ଟ କରିବା ବହୁତ ଖରାପ କଥା ହୋଇ ଥାଏ |

ତେବେ ଆଜି କାଲି ର ଏହି ଟେକ୍ନୋଲୋଜି ଦୁନିଆଁ ରେ ଅନେକ ଲୋକ ଅନେକ କିଛି ଫୋଟ ପୋଷ୍ଟ କରିଥାନ୍ତି, ତେବେ ଏଭଳି କିଛି ଫୋଟ ଆଜି ଆପଣ ଙ୍କୁ ଦେଖେଇବୁ ଯାହାକୁ ଲୋକ ମାନେ ଭୁଲ ଅର୍ଥ ବାହାର କରିଥାନ୍ତି |

 

୧. ଏକ ଫୋଟ ରେ ଦେଖାଯାଇଥିଲା ଯେପରି ପୁଅ ଟି ଝିଅ ର ବେକରେ ହାତ ରଖିଛି ମାତ୍ର ଧ୍ୟାନ ରେ ଦେଖିଲେ ଜାଣିପାରିବେ କି ଏହା ପୁଅର ହାତ ନୁହେଁ ଏହା ସେଫଟି ପାଇଁ ଲଗାଯାଇଥିବା କେୟାର ଗ୍ଲୋବସ୍ | ତେବେ ଏହି ଫୋଟ ଟିକୁ ନେଇ ଲୋକ ମାନେ ବହୁତ ଭୁଲ ଅର୍ଥ ବାହାର କରି ଥିଲେ |

୨. ଆଉ ଏକ ଫୋଟ ଅଷ୍ଟ୍ରେଲିଆ ରେ ଭାଇରାଲ ହୋଇଥିଲା ଯାହାକୁ ଦେଖିଲେ ଆପଣଙ୍କୁ ଲାଗିବ ଯେପରି ଯୁବତୀ ଜଣଙ୍କ ସମସ୍ତ ଙ୍କ ଆଗରେ ଡ୍ରେସ ଖୋଲୁଛି ବୋଲି କିନ୍ତୁ ଏହା ଏକ ଏଡିଟିଙ୍ଗ ଫୋଟ ଅଟେ, ତେଣୁ ଏହାର ମଧ୍ୟ ଭୁଲ ଅର୍ଥ ବାହାର କରନ୍ତୁ ନାହିଁ |

୩. ତେବେ ଆଉ ଏକ ଫୋଟ ଟିକୁ ଆପଣ ଦେଖିଲେ ଲାଗିବ ଯେପରି ଗୋଟିଏ ଝିଅ ଓ ପୁଅ ଟିଏ ବସି ପ୍ରେମ ଲୀଳା କରୁଛନ୍ତି | ମାତ୍ର ଯେତେବେଳେ ଆପଣ ଏହାକୁ ଧ୍ୟାନ ରେ ଦେଖିବେ ଜାଣିପାରିବେ କି ଏହା ଜଣେ ଚିତ୍ରକାର ଙ୍କର କୌତୁହଳିକ ଫୋଟଚିତ୍ର ଅଟେ | ତେବେ ଏହାକୁ ଦେଖି ଲୋକ ମାନେ ବହୁତ ମଜା ଉଠାଇ ଥିଲେ ଯାହାକି ଠିକ ନୁହେଁ |

 

 


୪. ତେବେ ଆଉ ଏକ ଫୋଟ ଟିରେ ଏପରି ଲାଗୁଥିଲା ଯେପରି କି ଯୁବକ ଜଣଙ୍କ ଅର୍ଦ୍ଧ ଲଗ୍ନ ଅବସ୍ଥାରେ ରାସ୍ତା ମଝିରେ ବସିଛି ବୋଲି, ମାତ୍ର ଆପଣ ଏହି ଫୋଟ ଟିକୁ ଧ୍ୟାନରେ ଦେଖିବେ ତେବେ ଜାଣିପାରିବେ କି ଯୁବକ ଜଣଙ୍କ ଏକ କଟା ହୋଇଥିବା ଗଛ ର ଗଣ୍ଡିରେ ବସିଛି ଯାହାକି ଲୋକ ମାନେ ଭୁଲ ଅର୍ଥ ବାହାର କରିଥିଲେ |

୫. ତେବେ ଆଉ ଏକ ଫୋଟ ଟିରେ କିଛି ଏପରି ଥିଲା କି ଲାଗୁଥିଲା ଯେପରି ନୂଆ ବିବାହିତ ବର ଓ କନ୍ୟା ଏକ ରିକ୍ସା ରେ ବିଦାୟ ହେଉଛନ୍ତି ବୋଲି, ମାତ୍ର ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ଏହା ଭୁଲ ଅଟେ ସେହି ଫୋଟ ଟିକୁ ଧ୍ୟାନ ରେ ଦେଖିଲେ ଆପଣ ଜାଣିପାରିବେ ନଚେତ ବୁଝିପାରିବେ ନାହିଁ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।