ସବୁ ସମୟ ଖବର ସାଥିରେ

ଯାତ୍ରାପାର୍ଟି ସ୍ୱାମୀ ତତେ କେତେ ପୋଷିବ, ଆସେ ମୋ ପାଖେ ଶୋଇବୁ… ଆଉ ତାପରେ ମହିଳା ଜଣକ ରାତିରେ ଏମିତି କାର୍ନାମା କଲେ…ଦେଖନ୍ତୁ video

0 31

ଯାତ୍ରା ହେଉ ବା ନାଟକ ହେଉ, ସମସ୍ତ କଳାକାର ମନେ ନିଜର କଳା, ଚରିତ୍ର ଏବଂ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କୁ ଆକର୍ଷିତ କରି ଥାନ୍ତି |ବିଶେଷ କରି ଯାତ୍ରାରେ ସମସ୍ତ ଦର୍ଶକଙ୍କ ସମ୍ମୁଖରେ ଅଭିନୟ କରିବା ବହୁତ କଷ୍ଟ ସାଧ୍ୟ ହୋଇ ଥାଏ | ଲୋକ ମାନଙ୍କ ଭିଡରେ ଯେତେ ବେଳେ କଳାକାର ନିଜର ନିଖୁଣ ଅଭିନୟ ପାଇଁ କର ତାଳି ପାଇଥାଏ ସେତେ ବେଳେ ତାର ଅଭିନୟର ଭାବଟି ଜଣା ପଡି ଥାଏ |

ମନୋରଞ୍ଜନ ଦୁନିଆରେ ଲୋକ ମାନେ ନିଜର କଳା ଦ୍ୱାରା ପ୍ରସିଦ୍ଧି ଲାଭ କରିଥାନ୍ତି |ତାହା ଟେଲିଭିଜନ ବା ସିନେ ଜଗତ ବା ଯାତ୍ରା ଜଗତ ମଧ୍ୟ ହୋଇ ପାରେ | ଏବଂ ଏହି ସବୁ ଗୁଣ ଦ୍ୱାରା ଯଦି କେହି କିଛି ଭଲ କାମ କରିଥାନ୍ତି ତାହେଲେ ଲୋକ ତାଙ୍କର ପ୍ରଶଂସା କରନ୍ତି ଓ ସେ ସମସ୍ତଙ୍କ ପାଖରେ ପ୍ରସିଦ୍ଧ ହୋଇ ଯାନ୍ତି|

ସାଧାରଣତଃ ଯାତ୍ରା ଦେଖିବା ପାଇଁ ସମସ୍ତେ ଭଲ ପାଇଥାନ୍ତି | ଯାତ୍ରାର କଳାକାର ମାନେ ନିଜର ନିଖୁଣ ଓ ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନଙ୍କର ମନ ମହିଥାନ୍ତି | କେତେବେଳେ କମେଡିଆନର କମେଡି ଦେଖି ହସରେ ଫାଟି ପଡୁଥିବେ ତ କେତେବେଳେ ଭିଲିଆନର କାର୍ଯ୍ୟ କଳାପ ଦେଖି ବିରକ୍ତ ହେଇ ଯାଉଥିବେ ତ au କେତେବେଳେ ହିରୋ ହିରୋଇନଙ୍କ ଭାବ ବିହ୍ଵଳ ସିନ ଦେଖି ଆଖିରେ ଲୁହ ମଧ୍ୟ ଆସି ଯାଇ ଥାଏ |କିନ୍ତୁ ସେଇ କଳାକାର ମାନଙ୍କୁ କେତେ ସମୟରେ ଦୁର୍ବ୍ୟବହାରର ଶିକାର ହେବାକୁ ପଡି ଥାଏ | ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଜଣାଇ ବାକୁ ଯାଉଛୁ | ଯୋଉଁଥି ଦେଖିବାକୁ ମିଳିଛି ଯେ ଏକ ଯାତ୍ରା କଳାକାରଙ୍କୁ ବହୁତ ଜୋରରେ ମାଡ଼ ମାରିବା ଦ୍ୱାରା ସେ କ୍ଷତ ବିକ୍ଷତ ହୋଇଛନ୍ତି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |

ପାର୍ବତୀ ଗଣନାଟ୍ୟରେ ଅଭିନୟ କରୁ ଥିବା ଜଣେ କଳାକାରଙ୍କ ପରିବାରକୁ ସେଠାକାର ଥିବା ପ୍ରତାପ ଓ ବିଜୟ ନାମକ ଦୁଇ ମ୍ୟାନେଜର ମାଡ଼ ମାରିଥିବା ନେଇ ଯୁବକଙ୍କ ସ୍ତ୍ରୀ ଅଭିଯୋଗ କରିଛନ୍ତି | ଏହା ସହିତ ତାଙ୍କୁ ଅଶ୍ଳୀଳ ଭାଷାରେ ଗାଳି ଗୁଲଜ କରି ଥିବାର କହିଛନ୍ତି | ଯୁବକ ଜଣଙ୍କ ରାତିରେ ଖାଇବା ପାଇଁ ଆଣିବାକୁ ଯିବା ବେଳେ ସେଠାରେ ଖାଇବା ପାଇଁ ଦେବାକୁ କେହି ନ ଥିଲେ | ତେଣୁ ସେ ନିଜେ ଖାଦ୍ୟ ବାଢି ନେଇ ଥିଲେ | ସେମାନଙ୍କ ଜାତି ନୀଚ ହୋଇ ଥିବାରୁ ସେ କାହିଁକି ଖାଦ୍ୟକୁ ଛୁଇଁଲେ ବୋଲି ଗାଳି ଦେଇ ଥିଲେ |

ଏହା ପରେ ସେ ଦୁଇ ମ୍ୟାନେଜର ଯୁବକ ଜଣଙ୍କୁ ମାଡ଼ ମାରି ବିଭିନ୍ନ ସ୍ଥାନରେ କ୍ଷତ କରି ଦେଇ ଥିଲେ | ଏ ନେଇ ତାଙ୍କ ସ୍ତ୍ରୀ କହିବାକୁ ଆସିଲାରୁ ତାଙ୍କୁ ମଧ୍ୟ ମାଡ଼ ମାରି ତାଙ୍କର ଲୁଗା ଛିଣ୍ଡି ଦେଇ ଥିଲେ | ତାଙ୍କୁ କହିଛନ୍ତି ଯେ ତାଙ୍କ ସ୍ୱାମୀଙ୍କୁ ଟ୍ରକରେ ମାରି ଦେଇ ତାଙ୍କୁ ନେଇ ରଖିବା ଭଳି ଅସଭ୍ୟ ଭାଷାରେ କଥା ହେଇଥିଲେ | ତାଙ୍କର ଏକ ଛୋଟ ପିଲାକୁ ମଧ୍ୟ ମାଡ଼ ମାରି ଥିବା ନେଇ ତାଙ୍କ ସ୍ତ୍ରୀ କହିଛନ୍ତିଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।