
ias interview – ସ୍ତ୍ରୀର କେଉଁ ଅଙ୍ଗକୁ ପୁଅମାନେ ଖାଇଥାନ୍ତି ?ଦମ ଅଛିତ ଉତର ଦିଅ..୧୦୦% ଫେଲ
ଆଜିର ଦିନରେ ଚାରିକି ଗୋଟିଏ ପାଇବା ସମସ୍ତଂକ ପାଇଁ କାଠିକର ପାଠ ହୋଇ ଗଲାଣି। ଏମିତି ବହୁତ୍ କିଛି ଲୋକେ ରହିଛନ୍ତି ଯେଉଁମାନେ ଚାକିରୀ ଟିଏ ପାଇବା ପାଇଁ ବାରମ୍ବାର ପରୀକ୍ଷା ଦେଇ ଚାଲିଛନ୍ତି ତଥାପି ଚାକିରୀ ପାଇ ପାରୁ ନାହାନ୍ତି। ଏହାର କାରଣ ହେଉଛି ପରୀକ୍ଷାରେ ଆସୁଥିବା ପ୍ରଶ୍ନ ସବୁ।ଏହି ସବୁ ପ୍ରଶ୍ନର ଉତ୍ତର ଦେବା ପାଇଁ ଟିକିଏ ବୁଦ୍ଧିର ଆବଶ୍ୟକତା ରହିଥାଏ। ବେଳେ ବେଳେ ପରୀକ୍ଷାରେ ଆମେ ଏଭଳି କିଛି ପ୍ରଶ୍ନର ସାମ୍ନା କରିଥାଉ ଯାହା ଉତ୍ତର ଖୁବ୍ ସହଜ ମନେ ହୋଇଥାଏ ତଥାପି ଆମେ କନଫ୍ୟୁଜରେ ପଡ଼ି ଯାଇଥାଉ କି ଏହାର ସଠିକ ଉତ୍ତର କଣ ହୋଇପାରେ। ତେବେ ଆଜି ଆମେ ଆପଣା ମାନଙ୍କ ପାଇଁ ଏମିତି କିଛି ପ୍ରଶ୍ନ ନେଇ ଆସିଛୁ ଯାହା ସମସ୍ତେ ଜାଣିବା ଦରକାର୍। କାରଣ ଆପଣ କେଉଁ ନା କେଉଁ ଟେଷ୍ଟ କି ଇଣ୍ଟରଭ୍ୟୁରେ ଏହି ଭଳି ପ୍ରଶ୍ନର ସାମ୍ନା କରି ପାରନ୍ତି। ତେବେ ଆସନ୍ତୁ ସେହି ଭଳି କିଛି ପ୍ରଶ୍ନ ଓ ତାର ଉତ୍ତର
ପ୍ରଶ୍ନ ୧. ଝିଅ ମାନଂକ କେଉଁ ଜିନିଷ କୁ ପୁଅ ମାନେ ଖାଇଥାନ୍ତି?
ଉତ୍ତର:-ଏହାର ଉତ୍ତର ରହିଛି ଆଙ୍ଗୁଠି।
ପ୍ରଶ୍ନ ୨. ଆଜି ପର୍ଯ୍ୟନ୍ତ କେତୋଟି ଉପଗ୍ରହ ରହିଛି?
ଉତ୍ତର:-୫୩ ଟି ଉପଗ୍ରହ
ପ୍ରଶ୍ନ ୩. ଅନୁଶକ୍ତି ପାଇଁ କାହାର ପ୍ରୟୋଗ କରା ଯାଇଥାଏ?
ଉତ୍ତର:- ଏହାର ଉତ୍ତର ହେଉଛି ୟୁରାନିୟମ
ପ୍ରଶ୍ନ ୪. ଓଡ଼ିଶାର ଆୟତନ ଅନୁସାରେ କେଉଁ ଜିଲ୍ଲାଟି ସବୁଠାରୁ ବଡ଼ ?
ଉତ୍ତର:- ମୟୂରଭଞ୍ଜ ଜିଲ୍ଲା
ପ୍ରଶ୍ନ ୫. ଓଡ଼ିଶାର ସବୁଠାରୁ ଛୋଟ ଜିଲ୍ଲାର ନାମ କଣ?
ଉତ୍ତର:- ଜଗତସିଂହପୁର ଜିଲ୍ଲା
ପ୍ରଶ୍ନ ୬. ଓଡ଼ିଶାର ଜାତୀୟ ଫୁଲର ନାମ କଣ?
ଉତ୍ତର:- ଅଶୋକ ଫୁଲ
ପ୍ରଶ୍ନ ୭. ପୃଥିବୀରେ କେଉଁ ଦେଶରେ ସବୁଠାରୁ ଅଧିକ ଲୋକେ ବାସ କରନ୍ତି ?
ଉତ୍ତର:- ଭାରତ
ପ୍ରଶ୍ନ ୮. ନ ରୁ ଆରମ୍ଭ ନ ରୁ ଶେଷ ଦେଖୁଥାଏ ସାରା ଦୁନିଆ ଦୃଶ୍ୟ ସେ କିଏ?
ଉତ୍ତର:- ନୟନ
ପ୍ରଶ୍ନ ୯. ‘ନାରୀ ସମାନ ମାନସିକ ଦକ୍ଷତା ସଂପନ୍ନ ଭାବେ ପୁରୁଷର ଏକ ଉତ୍ତମ ସାହା ଅଟେ’ ଏକଥା କିଏ କହିଥିଲେ।
ଉତ୍ତର:- ମହାତ୍ମା ଗାନ୍ଧୀ
ପ୍ରଶ୍ନ ୧୦. ଭାରତର ପ୍ରଥମ ମହିଳା ରାଷ୍ଟ୍ରପତି କିଏ?
ଉତ୍ତର:- ଶ୍ରୀମତୀ ପ୍ରତିଭା ଦେବୀ ସିଂହ ପାଟିଲ
ପ୍ରଶ୍ନ ୧୧.ଭାରତରେ କେଉଁ ରାଜ୍ୟରେ କେବଳ ଦୁଇଟି ପିଲା ଜନ୍ମ ଗ୍ରହଣ କରି ପାରିବେ?
ଉତ୍ତର:- କେରଳ ରାଜ୍ୟରେ
ପ୍ରଶ୍ନ ୧୨.ଭାରତରେ କେଉଁ ସ୍ଥାନରେ ନାଲି ଚନ୍ଦନର କାଠ ଅଧିକ ମିଳିଥାଏ?
ଉତ୍ତର:- ତାମିଲନାଡୁ
ପ୍ରଶ୍ନ ୧୩. ଭାରତରେ ପ୍ରଥମେ କେବେ କରୋନା ଦେଖା ଯାଇଥିଲା?
ଉତ୍ତର:- ଜାନୁଆରୀ ୨୭, ୨୦୨୦