
ହେ ଭଗବାନ ପୁଣି ଶ୍ରାମନ୍ଦିରରୁ ଉଦ୍ଧାର ହେଲା ଆଉ ଏକ ଧଳା ପେଚା ! ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….
ପବିତ୍ର ଧନତେରାସ ଶ୍ରୀକ୍ଷେତ୍ର ରେ ଚାଲିଛି ମହାଧାର୍ମିକ କାର୍ତ୍ତିକ ମାସ। ଆଜି ଭଳି ପବିତ୍ର ଦିନ ରେ ଶ୍ରୀମନ୍ଦିର ପରିସର ସ୍ଥିତ ମା ମହାଲକ୍ଷ୍ମୀ ଙ୍କ ମନ୍ଦିର ରୁ ଏକ ଧଳା ପେଚା ଉଦ୍ଧାର କରା ଯାଇଛି। ଜଣେ ସେବାୟତ ମଧୁସୂଦନ ସିଂହାରୀ ଏହି ଧଳା ପେଚା କୁ ଉଦ୍ଧାର କରି ଏକ ବ୍ୟାଗ୍ ଯୋଗେ ଶ୍ରୀମନ୍ଦିର ବାହାର କୁ ଆଣି ପରେ ଜଙ୍ଗଲ ବିଭାଗ ର ହସ୍ତାନ୍ତର କରିଛନ୍ତି।
ଏହି ଧଳା ପେଚା ଦେଖିବା ପାଇଁ ଭକ୍ତ ଙ୍କ ମଧ୍ୟରେ ବେଶ୍ କୌତୁହଳ ପ୍ରକାଶ ପାଇ ଥିଲା। ମା ଲକ୍ଷ୍ମୀ ଙ୍କ ମନ୍ଦିର ରୁ ଧଳା ପେଚା ଟି ଉଦ୍ଧାର ହୋଇଥିବା ରୁ ଏହି ଘଟଣା କୁ ନେଇ ଭକ୍ତି ଭାବନା ଦ୍ଵିଗୁଣିତ ହୋଇଛି। ପୁରାଣ ଯୁଗ ରେ ମନା ଯାଇଛି ଯେ ଧଳା ପେଚା ମା ଲକ୍ଷ୍ମୀ ଙ୍କ ବାହାନ ବୋଲି ଜାଣି ଥାଉ ଆଉ ସେହି ପେଚା ଟି ମଧ୍ୟ ମାଆ ଲକ୍ଷ୍ମୀ ଙ୍କ ମନ୍ଦିର ର ରୁ ବାହାରିଥିଲେ ସେଇଥି ପାଇଁ ଭକ୍ତ ଗଣ ଏହା କୁ ଦେଖିବା ପାଇଁ ବ୍ୟାକୁଳ ହେଇଛନ୍ତି ।
ପୁରୀ ଶ୍ରୀମନ୍ଦିର ରୁ ଗତ କାଲି ଏକ ଧଳା ପେଚା ଉଦ୍ଧାର କରା ଯାଇ ଥିବା ବେଳେ ଆଜି ମଧ୍ୟ ଆଉ ଏକ ଧଳା ପେଚା କୁ ଉଦ୍ଧାର କରାଯାଇଛି ଜାଣିବା କୁ ମିଳିଛି ଯେ ଆସନ୍ତା କାଲି ଯାଉ ପେଚା ଉଦ୍ଧାର କରାଯାଇ ଥିଲା ତାଙ୍କର ଛୁଆ ବୋଲି ଜଣା ଯାଇଛି ।
ଏହା ମହାପ୍ରଭୁ ଙ୍କ ପକ୍ଷ ରୁ କିଛି ଶୁଭ ସଂକେତ ବୋଲି ଭକ୍ତ ବିଶ୍ୱାସ କରୁଛନ୍ତି । ଧଳା ପେଚା ଟି କୁ ଶ୍ରୀମନ୍ଦିର ଭିତରେ ଲକ୍ଷ୍ମୀ ଙ୍କ ମନ୍ଦିର ନିକଟ ରୁ ଉଦ୍ଧାର କରା ଯାଇଛି । ଗତ କାଲି ମା ପେଚା ଟି କୁ ଲକ୍ଷ୍ମୀ ଙ୍କ ମନ୍ଦିର ନିକଟ ରେ କରାଯାଇ ଥିଲା । ଆଜି ଛୁଆ ପେଚା ଟି ତଳ କୁ ଗଳି ପଡି ଥିବା ବେଳେ ହନୁ ଆକ୍ରମଣ କରିବା କୁ ଗୋଡାଉ ଥିଲା, ଠିକ ସେହି ସମୟ ରେ ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ୱ ରେ ରହିଥିବା ସୁବେଦାର ଯୋଗେଶ ଚନ୍ଦ୍ର ସ୍ୱାଇଁ ଉଦ୍ଧାର କରିଥିଲେ
କିଛି ସେବାୟତ ଙ୍କ ସହଯୋଗ ରେ ଏକ ବାସ୍କେଟ ରେ ଧରି ଧଳା ପେଚା ଟି କୁ ବନବିଭାଗ କୁ ହସ୍ତାନ୍ତର କରାଯାଇଛି । ତେବେ ଧଳା ପେଚା ମହାଲକ୍ଷ୍ମୀ ଙ୍କ ବାହନ ବୋଲି ପୌରାଣିକ କିମ୍ବଦନ୍ତୀ ରହିଛି । ମହାଲକ୍ଷ୍ମୀ ଙ୍କ ପାଦ ନିକଟ ରେ ପେଚା ରହିଥାଏ ।
ଏଣୁ ଶ୍ରୀମନ୍ଦିର ପୁଣି ମହାଲକ୍ଷ୍ମୀ ଙ୍କ ମନ୍ଦିର ନିକଟ ରୁ ଉଦ୍ଧାର ହେବା କୁ ନେଇ ଭକ୍ତ ଓ ଦର୍ଶନାଥ ଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବା କୁ ମିଳିଥିଲା । ଏହି ଧଳା ପେଚା ଆଗାମୀ ଦିନ ରେ କିଛି ଶୁଭସଂକେତ ଆଣିଥାଇ ପାରେ ବୋଲି ସେବାୟତ ସୂଚନା ଦେଇଛନ୍ତି । କାରଣ ଧଳା ପେଚା ଦେଖିବା ଅତ୍ୟନ୍ତ ଶୁଭ ବିବେଚନା କରାଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।