
Jyotisha Shastra – ସିନ୍ଦୁର ଡବାରେ ରଖିଦିଅନ୍ତୁ ଏହି ଗୋଟେ ଜିନିଷ ସ୍ୱାମୀ ହେବେ ଧନବାନ୍… ମିଳିବ ସୁଖଶାନ୍ତି !ଜଲଦି ଦେଖାନ୍ତୁ …
ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ସିନ୍ଦୁରର ବ୍ୟବହାର ଓ ତାର କାର୍ଯ୍ୟ ସମ୍ପର୍କ ରେ ଜାଣିଥିବେ, ହିନ୍ଦୁ ଶାସ୍ତ୍ର ଅନୁସାରେ ଜଣେ ନାରୀର ମୁଖ୍ୟ ଆଭୂଷଣ ହେଉଛି ସିନ୍ଦୁର | ସେ ବିବାହ ହେଉ କି କୋୖଣସି ଶୁଭ କାର୍ଯ୍ୟ ଜଣେ ନାରୀ ସବୁବେଳେ ସିନ୍ଦୁର ପିନ୍ଧିବା ଆବଶ୍ୟକ | ସେଥିପାଇଁ ତ ବିବାହ ବେଳେ ସିନ୍ଦୁର କୁ ମୁଖ୍ୟ ଭୂମିକା ଦିଆ ଯାଏ, ସିନ୍ଦୁର ବିନା ବାହାଘର ଅସମ୍ପୂର୍ଣ୍ଣ ରହିଥାଏ |ତେବେ ସ୍ୱାମୀ ମାନଙ୍କର ଜୀବନକୁ ସୁନ୍ଦର ଓ ସେମାନଙ୍କର ଆୟୁଷ କୁ ବଢାଇବା ପାଇଁ ସ୍ତ୍ରୀ ଙ୍କର କେତୋଟି ଭୂମିକା ମଧ୍ୟ ରହିଥାଏ | ତେବେ ଆସନ୍ତୁ ଜାଣିବା କେଉଁ ସବୁ ଉପାୟ ସ୍ତ୍ରୀ ମାନେ ମାନିଲେ ସ୍ୱାମୀ ମାନଙ୍କର ଆୟୁଷ ବଢିଥାଏ ଓ ଉନ୍ନତି ମଧ୍ୟ ହୋଇଥାଏ , ଆସନ୍ତୁ ସେ ବିଷୟରେ ଆଲୋଚନା କରିବା |ସିନ୍ଦୁରର କିପରି ବ୍ୟବହାର କରିବା :-1- ଜଣେ ବିବାହିତା ନାରୀ ସବୁବେଳେ ସିନ୍ଦୁରକୁ ନିଜ ଟଙ୍କାରେ କିଣିକି ବ୍ୟବହାର କରିବା ଉଚିତ, ଅନ୍ୟ ଟଙ୍କାରେ କିଣିଥିବା ସିନ୍ଦୁର, ଵା ଆଉ କାହାର ସିନ୍ଦୁରକୁ ମୁଣ୍ଡରେ ଲଗାଇଲେ ତାହା ଅଶୁଭ ମନେ କରାଯାଏ | ଯାହା ସ୍ୱାମୀ ର ଧନ ସମ୍ପତି କୁ ମଧ୍ୟ ନଷ୍ଟ କରିଥାଏ |2- ବିବାହିତ ନାରୀ ମାନେ ଉପହାରରେ ମିଳିଥିବା ସିନ୍ଦୁରକୁ ଉପଯୋଗ କରିବା ଉଚିତ ନୁହଁ, ଯାହା ଅଶୁଭ ମନେ କରିଥାଏ ଆମେ |3-ସିନ୍ଦୁର ଲଗାଇବା ପରେ କେବେବି ଗାଧେଇଵା ଭଲ ନୁହଁ, ସବୁବେଳେ ଗାଧୋଇ ସାରିଲା ପରେ ସିନ୍ଦୁର ଲଗାଇବା ଉଚିତ | ଆଉ ସିନ୍ଦୁର ଲଗାଇବା ସମୟରେ ଶସ୍ୱାମୀ ର ଦୀର୍ଘ ଆୟୁଷ କୁ କାମନା କରିବା ସହିତ ସିନ୍ଦୁର ପିନ୍ଧିବା ବେଳେ ମା ପାର୍ବତୀ ଙ୍କୁ ଧ୍ୟାନ କରିଲେ ଜଣେ ନାରୀ ଅଖଣ୍ଡ ସୌଭାଗ୍ୟ ବତୀ ହୋଇଥାଏ |କଣ କରିବେ ନାହିଁ :-
1-ଆପଣଙ୍କ ର ଯଦି ପିରିୟଡ଼ସ ହୋଇଥାଏ ତାହେଲେ ସିନ୍ଦୁରକୁ ବ୍ୟବହାର କରିବ ନାହିଁ, ଯାହା ଦ୍ଵାରା ସିନ୍ଦୁରର ଅପମାନ ହୋଇଥାଏ |2- ସିନ୍ଦୁରକୁ କେବେବି ତଳେ ପକେଇବା ନାହିଁ, ଯାହା ଦ୍ୱାରା ତାହା ଅଶୁଭ ମାନା ଯାଇଥାଏ |3- ସିନ୍ଦୁର କୁ କେବେ କାହାରି ସାମ୍ନାରେ ଲଗାଇବ ନାହିଁ ଯାହା ଦ୍ୱାରା ଅନ୍ୟ ମାନଙ୍କର ନଜର ମଧ୍ୟ ପଡିଥାଏ |4- ସିନ୍ଦୁରକୁ ସବୁବେଳେ ଶୁଖିଲା ବ୍ୟବହାର କରିବା ଉଚିତ |5- ସିନ୍ଦୁରର ବ୍ୟବହାର ବେଳେ ଝିଙ୍କ କାଠି ଵା ହଳଦୀ କାଠିରେ ବ୍ୟବହାର କରିବା ଭଲ |
6- ସିନ୍ଦୁରକୁ ଚୁଟି ଭିତରେ ଲୁଚେଇକି ପିନ୍ଧିବା ଭଲ ନୁହଁ ଯାହା ଦ୍ଵାରା ସ୍ୱାମୀର ଅମଙ୍ଗଳ ହୋଇଥାଏ |7-ସିନ୍ଦୁରକୁ ସବୁବେଳେ ନାକ ସିଧାରେ ଲଗାଇବା ଭଲ ହୋଇଥାଏ |8-ନବ ବିବାହିତା ନାରୀ ମାନେ ବିବାହ ସମୟରେ ବ୍ୟବହୃତ ସିନ୍ଦୁରକୁ ସମ୍ଭାଳିକି ରଖନ୍ତୁ , ଆଉ ତାକୁ କୋୖଣସି ପୂଜା କାର୍ଯ୍ୟରେ ବ୍ୟବହାର କରିଲେ ଶୁଭ ଫଳ ମିଳିଥାଏ |9- ସିନ୍ଦୁରରେ ଗୋଟିଏ ପଇସା ନିହାତି ରଖନ୍ତୁ ଯାହା ଶୁଭ ହୋଇଥାଏ |
ତାହେଲେ ଏହି ପରି ଭାବରେ ଯଦି ଆମେ ମାନି ଚଳିବା ଓ ସିନ୍ଦୁରର ବ୍ୟବହାର କରିବା ତାହେଲେ କିଛି ବି ସ୍ୱାମୀଙ୍କ ପ୍ରତି ଅଘଟଣ ଘଟିବନାହିଁ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।