
ବୋନ୍ କ୍ୟାନ୍ସର ( Bone Cancer ) କାହିଁକି ହୁଏ? | Dr. Apoorva asthana
ତେବେ ଦର୍ଶକ ବନ୍ଧୁ ଆପଣ ମାନେ ତ ସମସ୍ତେ ଜାଣିଥିବେ କି ମଣିଷ ଶରୀରରେ ବିଭିନ୍ନ ପ୍ରକାରର ସମସ୍ୟା ମାନ ଦେଖା ଦେଇଥାଏ | ଆଉ ଆମେ ଅନେକ ସମୟରେ ଜାଣି ମଧ୍ୟ ପାରି ନ ଥାଉ କି ଆମକୁ କେଉଁ କେଉଁ ରୋଗ ସବୁ ହୋଇଥାଏ | କାରଣ ଆମେ ସବୁ ପ୍ରକାରର ରୋଗ ର ଲକ୍ଷଣ ଆଉ ସେହିଭଳି ରୋଗ କାହିଁକି ହୁଏ ତାହା ବିଷୟରେ ଅବଗତ ନ ଥାଉ | ତେଣୁ ମୁଁ ଆଜି ଆପଣ ମାନଙ୍କୁ ଏମିତି ଗୋଟିଏ ରୋଗ ବିଷୟରେ କହିବା ପାଇଁ ଯାଉଛି ଯାହା ବିଷୟରେ ଜାଣି ରଖିବା ନିହାତି ଆବଶ୍ୟକ ହୋଇଥାଏ | ତେବେ ସେହିଭଳି ଗୋଟିଏ ରୋଗ ହେଉଛି ବୋନ କ୍ୟାନ୍ସର, ଆସନ୍ତୁ ସେହି ରୋଗ ବିଷୟରେ ଜାଣିବା |
ତେବେ କୁହାଯାଏ କି ଯେଉଁ ଭଳି କ୍ୟାନ୍ସର ହେବାର କୌଣସି ସ୍ପେସିଫିକ ରିଜିଅନ ଆଜି ଯାଏ ଜଣା ପଡିନାହିଁ | ଠିକ ସେହି ଭଳି ବୋନ କ୍ୟାନ୍ସର ର ମଧ୍ୟ ରିଜିଅନ ଆଜି ଯାଏ କେହି ଜାଣି ନାହିଁ, କିନ୍ତୁ ବିଭିନ୍ନ ପ୍ରକାରର ଲକ୍ଷଣ କୁ ଦେଖିକି ଆମେ ଅନୁମାନ କରିକି କହିପାରିବା କି ଆମକୁ ପ୍ରକୃତରେ କଣ ହେଇଛି ବୋଲି | ତେବେ କୁହାଯାଏ କି ବୋନ କ୍ୟାନ୍ସର ସାଧାରଣତଃ
ପିଲା ମାନଙ୍କ ପାଖରେ ଦେଖା ଦେଇଥାଏ | ତେବେ ଶରୀରର ଗୋଡ଼, ହାତ ଭଳି କେତୋଟି ଜାଗାରେ ଯଦି ପେନ ହୁଏ ତାହେଲେ ଆମେ ଜାଣିପାରିବା କି ପିଲାଟିକୁ ବୋନ କ୍ୟାନ୍ସର ହୋଇଛି ବୋଲି |କାରଣ ଛୋଟ ବୟସରେ ସେମାନଙ୍କ ର ବୋନ ର ଗଠନ ହୋଇଥାଏ | ତାହା ବ୍ୟତୀତ ଯେଉଁ ପିଲାଙ୍କର ହଠାତ ବୋନ ର ଡେଭଳ୍ପ ହୋଇକି ବଢ଼ି ଯାଇଥାଏ, ସେମାନଙ୍କ ପାଖରେ ମଧ୍ୟ ବୋନ କ୍ୟାନ୍ସର ଦେଖା ଯାଏ | କାରଣ ବହୁତ ଗୁଡିଏ ଡେଡ ସେଲ ଗୋଟିଏ ଜାଗାରେ ଜମା ହୋଇଯାଇଥାଏ, ଆଉ ଯାହା କ୍ୟାନ୍ସର ର କାରଣ ମଧ୍ୟ ହୋଇଥାଏ |
ବୋନ କ୍ୟାନ୍ସର ର ଲକ୍ଷଣ ଗୁଡିକ କଣ :-
ତେବେ ଦେଖା ଯାଏ କି ଯେଉଁ ମାନଙ୍କର ବାଂଶନୁକ୍ରମିକ ଭାବରେ ଏହି ବୋନ କ୍ୟାନ୍ସର ରହିଛି, ତାହେଲେ ତାହା ଆପଣଙ୍କ ପାଖରେ ମଧ୍ୟ ଦେଖା ଯିବ | ତାହା ବ୍ୟତୀତ ଯଦି ଛୋଟ ପିଲାମାନେ ଯେଉଁ ମାନେ କି ଅଧିକ ଡ୍ୟାନସିଂ, ଇମ୍ପାକ୍ଟଫୁଲ ଏକସେସାଇଜ ଯଦି କରୁଥାନ୍ତି ଆଉ ତାଙ୍କର ଯଦି କୌଣସି ବୋନ ଜନିତ ସମସ୍ୟା ଉପୁଜେ ତାହେଲେ ଆମେ ତାହାକୁ ବୋନ କ୍ୟାନ୍ସର ର ଲକ୍ଷଣ ଭାବରେ ନେଇ ପାରିବା | ଏହା ବ୍ୟତୀତ ସାଡେନଲି ଯଦି ଆପଣଙ୍କ ଗୋଡ଼ ଆଉ ହାତରେ ପେନ ହେବାକୁ ଲାଗେ ଆଉ ବହୁତ ଜୋର ଯନ୍ତ୍ରଣା ହୁଏ, ତାହାକୁ ମଧ୍ୟ ଆମେ ବୋନ କ୍ୟାନ୍ସର କହିପାରିବା |
ଏହାର ଚିକିତ୍ସା :-
ତେବେ ଏହି ପ୍ରକାରର ରୋଗରୁ ଆମକୁ ମୁକ୍ତି ପାଇବା ପାଇଁ ହେଲେ ଆମକୁ ବିଶେଷ କରିକି ଯଦି ବୋନ କ୍ୟାନ୍ସର ଭଳି ଲକ୍ଷଣ ଦେଖା ଯାଏ ତାହେଲେ ସ୍କାନିଙ୍ଗ କରିବା ପାଇଁ ପଡିବ ସେହି ଜାଗାକୁ, ଆଉ ଡାକ୍ତର ଙ୍କ ପରାମର୍ଶ ନେବାକୁ ମଧ୍ୟ ପଡିବ | ତାହା ବ୍ୟତୀତ ଏମିତି କେତେକ ଖାଦ୍ୟ ମଧ୍ୟ ଅଛି ଯାହାକୁ ନିୟମିତ ବ୍ୟବହାର କରିଲେ ଉପକାର ମିଳିବ | ପ୍ରୋଟିନ ଜାତୀୟ ଖାଦ୍ୟ ଖାଇବା ଓ ଦୌନିକ ଏକସେସାଇଜ ମଧ୍ୟ କରିବା |
ଏହିଭଳି ଉପାୟ ରେ ଆମେ ବୋନ କ୍ୟାନ୍ସର ରୁ ମୁକ୍ତି ପାଇପାରିବା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।