ସବୁ ସମୟ ଖବର ସାଥିରେ

viral ଭିଡ଼ିଓ – ଯୌତୁକ ପାଇଁ ଚାଲିଗଲା ନିରୀହ ଝିଅର ଜୀବନ ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 56

ଯୌତୁକ ପାଇଁ ଚାଲି ଗଲା ଝିଅ ର ଜୀବନ । ଆଜି କାଲି ଦୁନିଆରେ ନାରୀ ମାନେ ଅବହେଳିତ ଦୁର୍ବଳିତ ତେଣୁ ତାଙ୍କୁ ସାହାର୍ଯ୍ୟ ସୁରକ୍ଷା ଦେବା ସରକାର ଙ୍କର କର୍ତ୍ତବ୍ୟ । ଆଜି ଏକ ଘଟଣା ସାମ୍ନା କୁ ଆସିଛି ଯେଉଁ ଘଟଣା ରେ ଝିଅ ଯୌତୁକ ଦେଲାନି ବୋଲି ସ୍ୱାମୀ ତାକୁ ମାରି ଦେଇଛି । ଘଟଣା ଟି ଘଟି ଥିଲା କେନ୍ଦ୍ରାପଡା ରେ । ତେବେ କେନ୍ଦ୍ରାପଡା ର ବରମୁଣ୍ଡ ଅଧିନସ୍ତ ଏକ ଛୋଟ ଗ୍ରାମ ଅଛି ଯେଉଁ ଠାରେ ଝିଅ ଟିର ଘର ।

କିନ୍ତୁ ହଟାତ ଦିନେ ପୁଅ ର ମାମୁ ଜାଣିବା ପାଇଁ ପାଇଲେ ଯେ , ସରୋଜ ସେହି ଝିଅ ଟିକୁ ଭଲ ପାଉଛି । ଝିଅ ଟିର ନାମ ଥିଲା ଶୁଭଶ୍ରୀ ପଣ୍ଡା । ଏପଟେ ଶୁଭଶ୍ରୀ ମଧ୍ୟ ସରୋଜ କୁ ବହୁତ ଭଲ ପାଉ ଥିଲେ । ତାଙ୍କ ମାମୁ ତାଙ୍କୁ ବହୁତ ସାହାର୍ଯ୍ୟ କରି ଥିଲେ ।

 ତାଙ୍କ ଦୁଇ ଜଣକୁ ତାଙ୍କ ମାମୁ ଚେନାଇ ନେଇ ଯାଇ ଥିଲେ । ଆଉ ସେଠାରେ ସେମାନଙ୍କ ର ବିବାହ କରି ଥିଲେ । ତେବେ ଗୋଟେ ବର୍ଷ ମଧ୍ୟ ସେମାନଙ୍କ ର ସମ୍ପର୍କ ଭଲ ଥିଲା । ତେବେ ଦେହର ସମ୍ପର୍କ ସରି ଗୋଲା ପରେ ଭଲ ପାଇବା ମଧ୍ୟ ପୁଅର ସରି ଯାଇ ଥିଲା ।

ତେଣୁ ସରୋଜ ଗୋଟେ ବର୍ଷ ପରେ ଝିଅ ଟିକୁ ନେଇ ଘରକୁ ଆସି ଥିଲା । କିନ୍ତୁ ଝିଅ କୁ ଯେଉଁ ଭଳି ଭାବରେ ଭଲ ପାଉ ଥିଲା ଏବେ କିନ୍ତୁ ଆଉ ସେ ଭଳି ଭଲ ପାଉ ନ ଥିଲା । ଏଥିରୁ ସ୍ପଷ୍ଟ ହେଉ ଥିଲା ଯେ , ସେ କେବଳ ତାକୁ ଶାରୀରିକ ସମ୍ପର୍କ ରଖିବା ପାଇଁ ଭଲ ପାଉ ଥିଲା।

ଏମିତି ହୃଦୟ ରୁ ତାକୁ ଭଲ ପାଉ ନ ଥିଲା । ତେବେ ସରୋଜ ର ଦିନକୁ ଦିନ ଝିଅ ପ୍ରତି ରାଗ ବଢି ବାର ଲାଗି ଥିଲା। କାରଣ ତା ପାଖରେ ପଇସା ନ ଥିଲା । ଯାହା ବି ପଇସା ଥିଲା ସେ ସବୁ ପଇସା ସାରି ଚେନାଇ ରେ ସାରି ଦେଇ ଥିଲା ।

ତେଣୁ ସେ ତାର ସ୍ତ୍ରୀ କୁ ଯୌତୁକ ମାଗି ଥିଲା । ସବୁ ଦିନ ରାତି ରେ ମୋଦ ପି ତାକୁ ମାଡ଼ ମାରୁ ଥିଲା । ଏକ ପ୍ରକାର ତାକୁ ଟରଚର କରୁ ଥିଲା । ତେବେ ସେ କରିବା ସହିତ ତାଙ୍କ ପରିବାର ଲୋକେ ମଧ୍ୟ ବହୁକୁ1 ନିର୍ଯାତିତ କରୁ ଥିଲେ ଯନ୍ତ୍ରଣା ଦେଉ ଥିଲେ ।

ତେଣୁ ଝିଅ ତାର ମାକୁ ଫୋନ କରି ଥିଲା , ଆଉ କହି ଥିଲା ଯୌତୁକ କଥା । ଯୌତୁକ ନ ଦେଲେ ମୋତେ ମାରି ଦେବେ । ତେବେ ଫୋନ କରି ସାରିବା ର କିଛି ସମୟ ପରେ ସ୍ବାମୀ ତାଙ୍କୁ ହତ୍ୟା କରି ଥିଲା । ତେବେ ସ୍ୱାମୀ ହତ୍ୟା କରିଛି ବୋଲି ଝିଅ ର ମା ଏକଥା ମିଡ଼ିଆ ଆଗରେ କହିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।