ସବୁ ସମୟ ଖବର ସାଥିରେ

ସେ-କ୍ସି ବିଲୀ ବିଦୁସ୍ମିତା ( Bidusmita ) ଯାତ୍ରା ଷ୍ଟେଜରେ ଟୋକାଙ୍କୁ ଘାଇଲା କଲେ…. ଭିଡ଼ିଓ ଦେଖିଲେ ନିଜକୁ ସମ୍ଭାଳି ପାରିବେନି…

0 5

ତେବେ ବନ୍ଧୁଗଣ ଆପଣ ମାନେ ଅନେକ ସମୟରେ ଭାଇରାଲ ହେଉଥିବା ଭିଡ଼ିଓ ମାନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଯାତ୍ରା ଜଗତର ହଟ ଆଇଟମ ଡାନ୍ସର ତଥା ଅଲିଉଡ ହିରୋଇନ ବିଦୁସ୍ମିତା ଙ୍କ ବିଷୟରେ | ଆଉ ଯାହା ଜଣା ପଡିଛି ଯାତ୍ରା ର ମହାମଞ୍ଚ ରେ ଦେଖିବାକୁ ମିଳିଛି ବିଦୁସ୍ମିତା ଙ୍କର ଅଭିନୟ ସାଙ୍ଗକୁ ଡାନ୍ସ ଆଉ ଅଭିନୟ ର ଝଲକ | ଆଉ ଯାହା ଦର୍ଶକ ମାନଙ୍କର ମନଙ୍କର ମନକୁ ବେଶ ଆକୃଷ୍ଟ କୋରେଇଛି ଆଉ ବିଦୁସ୍ମିତା ଙ୍କ ସହିତ ଦର୍ଶକ ମାନେ ମଧ୍ୟ ବେଶ ଉପଭୋଗ କରିବାକୁ ଲାଗିଛନ୍ତି ବିଦୁସ୍ମିତା ଙ୍କର ପୋରଫୋମେନ୍ସ ରେ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ତେବେ ଯାହା ଦେଖିବାକୁ ମିଳିଛି କି ବିଦୁସ୍ମିତା ଦେଖାଇବାକୁ ଲାଗିଛନ୍ତି କୋଣାର୍କ ଗଣନାଟ୍ୟ ର ଯାତ୍ରା ର ମହା ମଞ୍ଚରେ ଦମଦାର ପୋରଫମେନ୍ସ | ଆଉ ଯାହାକୁ ଆମେ ସେକ୍ସି ବିଲ୍ଲୀ ବୋଲି ଜାଣିଛି ଅନେକ ଫ୍ଲିମ ଆଉ ସିରିଏଲ ରେ ସେ ଅଭିନୟ କରି ଦର୍ଶକ ମାନଙ୍କର ମନଙ୍କର ମନକୁ ବେଶ ପରିଚୟ ସୃଷ୍ଟି କରିଛି ବୋଲି କୁହାଯାଇଥାଏ |ତେବେ ଯାହା କୁହାଯାଉଛି କୋଣାର୍କ ଗଣନାଟ୍ୟ ର ଷ୍ଟେଜ କୁ ଆସି ବିଦୁସ୍ମିତା ପ୍ରଥମେ କହିଥିଲେ ଯାତ୍ରା ଜଗତର ଖୋଳ ନାୟକ ଦୌତାରି ପଣ୍ଡା ଙ୍କ ବିଷୟରେ | ଆଉ ସେ ତାଙ୍କର ପ୍ରସଂଶା କରିବା ସହିତ ଯାତ୍ରା ରେ କାମ କରୁଥିବା ବିଦୁସ୍ମିତା ଙ୍କର ସିରିଏଲ ବିଷୟରେ ମଧ୍ୟ କହିଥିଲେ |

ବିଦୁସ୍ମିତା ମଧୁ “ନୂଆବୋହୂ “ରେ କାମ କରୁଥିବା ସିରିଏଲ ବିଷୟରେ ମଧ୍ୟ କହିଥିଲେ | ଆଉ ସେହି ସିରିଏଲ ରେ ଅଭିନୟ କରିଥିବା କେତେକ ଡାଇଲଗ ମଧ୍ୟ କହିଥିଲେ ତାହା ସହିତ ଡାନ୍ସ ର ଝଲକ ଦେଖାଇ ଦର୍ଶକ ମାନଙ୍କର ମନକୁ କିଣି ନେଇଥିଲେ ସେକ୍ସି ବିଲ୍ଲୀ | ତେବେ ଅଲିଉଡ ଜଗତରେ ଅନେକ ପ୍ରକାରର ଫ୍ଲିମ କରି ବେଶ ପ୍ରସଂଶା ଅର୍ଜନ କରିଥିବା ବିଦୁସ୍ମିତା ଙ୍କ ପ୍ରତି ଥିବା ଭଲ ପାଇବା ଯାତ୍ରା ମଞ୍ଚରେ ଦେଖିବାକୁ ମିଳିଥିଲା | ଆଉ ବିଦୁସ୍ମିତା ମଧ୍ୟ ପ୍ରଥମେ କାର୍ତ୍ତିକ ପୂର୍ଣ୍ଣିମା ରେ ଶୁଭେଚ୍ଛା ମଧ୍ୟ ଯାତ୍ରା ଜଗତରେ ଦେଖିବାକୁ ମିଳିଛି |

ଆଉ ବିଦୁସ୍ମିତା ମଧ୍ୟ ମଞ୍ଚ ରେ ଏକ ତାଙ୍କର ଫ୍ଲିମ ସଙ୍ଗ ଗାଇବାକୁ ମଧ୍ୟ ଲାଗିଛନ୍ତି | ତେବେ ବିଦୁସ୍ମିତା ଙ୍କ ସହିତ ଦର୍ଶକ ମାନେ ମଧ୍ୟ ନାଚିବା ପାଇଁ ଲାଗୁଛନ୍ତି |ଆଉ ଦର୍ଶକ ମାନଙ୍କର ବିଦୁସ୍ମିତା ଙ୍କ ପ୍ରତି ଥିବା ଭଲ ପାଇବା ଦେଖିବାକୁ ମିଳିଥିଲା ଏହି ଯାତ୍ରା ର ଷ୍ଟେଜ ଉପରେ | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି, ଆଉ ବିଦୁସ୍ମିତା ଙ୍କ ପ୍ରତି ଥିବା ଭଲ ପାଇବା ମଧ୍ୟ ଦେଖିବାକୁ ମିଳିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।