ସବୁ ସମୟ ଖବର ସାଥିରେ

shocking ଭିଡ଼ିଓ -ଦେହ ଦଲାଲଙ୍କ ଟାର୍ଗେଟରେ ଗାଁ ଝିଅ ! ଚାକିରୀର ପ୍ରଲୋଭନ ଦେଖାଇ ବାଧ୍ୟ କରୁଥିଲେ ସେକ୍ସ କରିବା ପାଇଁ,ଭିଡ଼ିଓ ଦେଖିଲେ ମୁଣ୍ଡ କାମ କରିବନି ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 183

ଆଜିର ସମୟରେ ନିଜ ପାଇଁ ଏକ ଚାକିରୀ ଯୋଗାଡ କରିବା ଏକ କାଠିକର ପାଠ ହୋଇଗଲାଣି। ତେବେ ଆମ ସମାଜରେ ଠାକ ମାନଙ୍କର ଅଭାବ ନାହିଁ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ବିଭିନ୍ନ ସମୟରେ ଚାକିରୀ ନାଁରେ ଠକେଇ ମାମଲା ସମ୍ନାକୁ ଆସିଥାଏ। ତେବେ ବର୍ତ୍ତମାନ ସମୟରେ ସେହି ଭଳି ଏକ ସାଙ୍ଘାତିକ ଅଭିଯୋଗ ସମ୍ନାକୁ ଆସିଛି। ଚାକିରୀ ଆଳ ଦେଖାଇ ଯୁବତୀମାନଙ୍କୁ ସେକ୍ସ୍ କରିବା ପାଇଁ ବାଧ୍ୟ କରୁଥଲେ ଦୁର୍ବୃତ ମାନେ।

ବିଳମ୍ବିତ ରାତିରେ ଶସ୍ତା କାର୍ଯ୍ୟାଳୟ ସାମ୍ନାରେ ଛିଡା ହୋଇଛନ୍ତି ଯୁବତୀ ମାନେ।ଆଉ ସେମାନେ ଯେଉଁ କଥା କହୁଛନ୍ତି ଶୁଣିଲେ ଆପଣଙ୍କର ବି ହୋସ ଉଡ଼ିଯିବ। ପୁରୀ ଜିଲ୍ଲାର କାକଟ ପୁର ଅଞ୍ଚଳରୁ ସମ୍ନାକୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ।

ଚାକିରୀର ପ୍ରଲୋଭନ ଦେଖାଇ ଯୁବତୀ ମାନଙ୍କୁ ବାଧ୍ୟ କରା ଯାଉଥିଲା ସେକ୍ସ କରିବା ପାଇଁ। ଝିଅ ମାନଙ୍କୁ ଚାକିରୀ ନାରେ ଡକା ଯାଉଛି କାର୍ଯ୍ୟାଳୟକୁ ଏବଂ ଚାକିରୀର ପ୍ରଲୋଭନ ଦେଖାଇ ବାଧ୍ୟ କରାଯାଉଛି ସେକ୍ସ କରିବା ପାଇଁ। ଏପରି ଅଭିଯୋଗ ଗଣ ମାଧ୍ୟମ ସମ୍ନାକୁ ଆଣିଛନ୍ତି ଚାକିରୀ କରିବା ପାଇଁ ଯାଇଥିବା ଝିଅ ମାନେ।

ଚାକିରୀ ପାଇଁ ଝିଅ ଟ୍ରେନିଂ ପାଇଁ ଯୁବତୀ ମାନେ କାର୍ଯ୍ୟାଳୟକୁ ଯାଇଥିଲେ। ଓ କକାଟପୁର ଅଞ୍ଚଳରେ ଅଫିସ କରାଯାଇ ପରବର୍ତ୍ତୀ ସମୟରେ ସେମାନଙ୍କୁ ବାଧ୍ୟ କରୁଥିଲେ ସେକ୍ସ କରିବା ପାଇଁ। ଯାହାକୁ ନେଇ ଅଭିଯୋଗ ଆଣିଛନ୍ତି ଚାକିରୀ କରିବା ପାଇଁ ଯାଇଥିବା ସବୁ ଝିଅ ମାନେ।

ଚାକିରୀ ଯୋଗାଇ ଦିଆଯିବା ନା ରେ ବିଭିନ୍ନ ପ୍ରକାର ବେନର ପ୍ରସ୍ତୁତ କରାଯାଇଥିଲା। ଯାହାକୁ ଦେଖି ଝିଅ ମାନେ କଣ୍ଟାକ୍ଟ କରିଥିଲେ। ଏହା ପରେ ସେମାନଙ୍କୁ ନିମାପଡ଼ା ଅଫିସକୁ ଡକା ଯାଇଥିଲା। ଏହାପରେ କାଉନସେଲିଂ କରାଯାଇଥିଲା।

ଏହା ପରେ ଯୁବତୀ ମାନଙ୍କୁ କୁହଯାଇଥିଲା ଏତେ ବାଟ ଆସିବା କିଛି ଦରକାର ନାହିଁ। ଆମେ ଆପଣଙ୍କ ସ୍ଥାନୀୟ ଅଞ୍ଚଳରେ ଏକ ଅଫିସ ଖୋଲା ଯିବ। ଆପଣ ମାନେ ସେଠାକୁ ଆସିବେ। ଏହା ପରେ କକାଟପୁର ଅଞ୍ଚଳରେ ଖୋଲା ଯାଇଥିଲା ଅଫିସ।

ତେବେ ଯୁବତୀ ମାନେ ଅଫିସ ଖୋଲିଥିବା ସ୍ଥାନରେ ଧାରଣା ମଧ୍ୟ ଦେଇଛନ୍ତି। କାକଟପୁର ଠାରେ ଜଟାଧାରୀ ସେକ୍ୟୁରିଟୀ ସର୍ଭିସ ନାଁରେ ଖୋଲା ଯାଇଥିଲା ଅଫିସ। ଯେଉଁ ଠାରେ ଝିଅ ମାନଙ୍କୁ ଖୋଲମ୍ ଖୋଲା ସେକ୍ସ କରିବା ପାଇଁ ବାଧ୍ୟ କରା ଯାଇଥିଲା। ତେବେ ଏହି କାର୍ଯ୍ୟରେ କିଏ ମାଷ୍ଟର ମାଇଣ୍ଡ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ।ତେବେ କକାଟପୁର ଅଞ୍ଚଳରେ ପୋଲିସ ଆଖିରେ ଧୂଳି ଦେଇ ଏପରି କାର୍ଯ୍ୟାଳୟ ଖୋଲିବା ସମସ୍ତଙ୍କୁ ଚକିତ କରିଛି।

ପ୍ରଥମେ ଚାକିରି ପାଇଁ ୧୫୦୦ ଓ ୧୨୦୦ ଟଙ୍କା ପଞ୍ଜିକରଣ ପାଇଁ ଏବଂ ତା ପରେ କିଛି ପଇସା ସୁରକ୍ଷାବିମା। ଚାକିରୀ ପାଇଁ କାମ ହେଉଛି ଯେତିକି ପଇସା ଦେଇ ପଞ୍ଜିକରଣ କରିବେ ସେତିକି ପିଲାକୁ ଚାକିରି ଓ ତା ପରେ ପୁଣି ୮ ଜଣ ପିଲାକୁ ଆଣିବେ। ଏମିତି କରି କରୁଥିଲେ ଏହି କାରବାର। ତେବେ ପଞ୍ଜିକରଣ ପାଇଁ ଏତକ କରିବା ପରେ ମଧ୍ୟ ଦରମା ନଦେଇ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ସେଠାକାର କର୍ମଚାରୀ। ଏହା ପରେ ଏଭଳି ଠକ୍ ସଂସ୍ଥା ନାଁରେ ଯୁବତୀ ମାନେ ଆଣିଛନ୍ତି ଅଭିଯୋଗ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।