
ଦେଖନ୍ତୁ Shocking ଭିଡ଼ିଓ…ସେଦିନ ଖାଲି ପଛ ଖୋଲିଥିଲି ଏବେ ଆଗ ଖୋଲିବି,ସମ୍ଭାଳି ପାରିବ ତ ? ଆଉ ଦେଖେଇବି ମୋର ପୁରୁଣା jawala..ଏ ନେଇ କଣ କହୁଛନ୍ତି ରାଣୀ ପଣ୍ଡା ଶୁଣନ୍ତୁ ତାଙ୍କ ମୁହଁରୁ
ପୁଣି ଚର୍ଚ୍ଚାରେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତ୍ରୀ ତଥା ବିବାଦୀୟ କୁଇନ୍ ରାଣୀ ପଣ୍ଡା।ଆପଣ ମାନେ ଯାତ୍ରା ଜଗତ ର କୁଇନ ରାଣୀ ପଣ୍ଡା ଙ୍କୁ ନିଶ୍ଚିତ ଭାବରେ ଜାଣି ଥିବେ। ସବୁବେଳେ ନିଜର ରୋକଠୋକ କଥା ବାର୍ତ୍ତାକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି ରାଣୀ ପଣ୍ଡା। ତେବେ ରାଣୀ ପଣ୍ଡା ଖଣ୍ଡଗିରିରେ ନିଜର ଡ୍ରେସ ଖୋଲା ଡାନ୍ସକୁ ନେଇ ବିବାଦ ଘେରକୁ ଆସି ଥିବା ବେଳେ ପୁଣି ଥରେ ସେ ଖଣ୍ଡଗିରିର ଯାତ୍ରାରେ ନଜର ଆସିବେ।
ଖଣ୍ଡଗିରି ଯାତ୍ରାରେ ଏହିଭଳି ନୃତ୍ୟ ପ୍ରଦର୍ଶନକୁ ଓଡ଼ିଶା ନାରୀ ସଚେତନ ମଞ୍ଚ ପକ୍ଷରୁ ଜୋରଦାର ବିରୋଧ କରା ଯାଇଥିଲା। ତେବେ ପୁଣି ଥରେ ଖଣ୍ଡଗିରି ଯାତ୍ରାରେ ରାଣୀ ପଣ୍ଡାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ମିଳିବ। ଯାହାକୁ ନେଇ ଚର୍ଚ୍ଚାରେ ରହିଛନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ତେବେ ଏ ନେଇ କଣ ରହିଛି ରାଣୀ ପଣ୍ଡାଙ୍କ ପ୍ରତିକ୍ରିୟା ଆସନ୍ତୁ ଜାଣିବା।
ରାଣୀ ପଣ୍ଡା କହିବା ଅନୁଯାୟୀ ଖଣ୍ଡଗିରି ଏକ ବଡଜାଗା ସେଠାରେ ଯେତେ ଯାତ୍ରାପାର୍ଟି ପଡେ ବହୁତ୍ ଜାଗାରୁ ଲୋକେ ଆସି ଦେଖିଥାନ୍ତି। ତେଣୁ ସେ ଆଶା କରିଛନ୍ତି ଯେ ଖଣ୍ଡଗିରିକୁ ଆସି ସବୁ ଦର୍ଶକ ରାଣୀ ପଣ୍ଡାର ରିଅଲ ଲାଇଫ ଷ୍ଟୋରି ଦେଖନ୍ତୁ। ତେବେ ସେଥିରେ ରାଣୀ ପଣ୍ଡା ଅଭିନୟ କରୁଛନ୍ତି ତାଙ୍କ ଅଭିନୟ ଦେଖିବା ପାଇଁ ଲୋକେ ଆସନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।
ତେବେ ରାଣୀ ପଣ୍ଡା କହିଛନ୍ତି ସେ କହାକୁ ବି ଭୟ କରନ୍ତି ନାହିଁ। ସେ କାହାରି ଖାଇ ନାହାଁନ୍ତି କି କାହାଠୁ କିଛି ଉଦ୍ଧାର ମଧ୍ୟ ନେଇ ନାହାଁନ୍ତି ତେଣୁ ସେ କାହାକୁ ବି ଡରନ୍ତି ନାହିଁ। ସମସ୍ତେ ଗୋଟିଏ ପଟେ ଆଉ ରାଣୀ ପଣ୍ଡା ଗୋଟିଏ ପଟେ। ସେଥି ପାଇଁ କୁହାଯାଏ କି ଘୋଡ଼ା ହାତୀ ଗଣ୍ଡା ଗଣ୍ଡା ଏକା ଲଢିବ ରାଣୀ ପଣ୍ଡା। ଏ ସାରା ସମାଜ ଗୋଟିଏ ଆଡେ କଳା ଜଗତ ଗୋଟିଏ ଆଡେ ଆଉ ରାଣୀ ପଣ୍ଡା ଗୋଟିଏ ଆଡେ। ତେବେ ରାଣୀ ପଣ୍ଡା ଯଦି ଠିକ୍ ରେ ଅଛନ୍ତି ନ୍ୟାୟରେ ଅଛନ୍ତି ପ୍ରକୃତରେ ଯଦି ସେ ଗରୀବ ଲୋକଙ୍କୁ ସାହାଯ୍ୟ କରି ସେମାନଙ୍କ ଆଶ୍ରିବାଦ ପାଇଥିବେ ତେବେ ତାଙ୍କ ପରିଶ୍ରମ ବୃଥା ଯିବନି ବୋଲି ସେ କହିଛନ୍ତି।
ତେବେ ରାଣୀ ପଣ୍ଡାଙ୍କୁ ଯଦି ଖଣ୍ଡଗିରି ମନା କରାଯାଏ ତେବେ ତାର ବିକଳ୍ପ ବ୍ୟବସ୍ଥା ସେ କରିବେ ବୋଲି କହିଛନ୍ତି ଯାହା ସାରା ଓଡିଶା ଦେଖିବ ଯାତ୍ରା ଜଗତ ଦେଖିବ ପୋଲିସ ପ୍ରଶାସନ ମଧ୍ୟ ଦେଖିବ। ସମାଜସେବୀ ମାନଙ୍କୁ ମଧ୍ୟ ରାଣୀ ପଣ୍ଡା ଚେତାବନୀ ଦେଇଛନ୍ତି ତାଙ୍କ ପଛରେ ନ ଲାଗିବା ପାଇଁ। ତେବେ ଦେଖିବାକୁ ବାକି ରହିଲା ଖଣ୍ଡଗିରିରେ ରାଣୀ ପଣ୍ଡା କି ଜଲୱା ଦେଖାଉଛନ୍ତି ଯାହା ଉପରେ ସମସ୍ତଂକ ନଜର ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।