ସବୁ ସମୟ ଖବର ସାଥିରେ

କରନ୍ତୁ ଏହି ଉପାୟ ଏଥର ଖାଲି ଚୁଟି ବଢ଼ିବ ଜମା ରୁ ଝଡ଼ିବନି || ମୋ secret Hair tonic

0 7

ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ କି ଆମେ ସମସ୍ତେ ଆମର କେବଳ ତ୍ୱଚା ର ସୌନ୍ଦର୍ଯ୍ୟ କୁ ଧ୍ୟାନ ଦେଇ ନ ଥାଉ ତାହା ସହିତ ଆମେ ମାନେ ଆମର କେଶ ଉପରେ ମଧ୍ୟ ଧ୍ୟାନ ଦେଇଥାଉ | କାରଣ ଆମେ ମାନେ ବେଶ ଭଲ ଭାବରେ ଜାଣିଛୁ କି ଆମର ସୌନ୍ଦର୍ଯ୍ୟ ବଢ଼ାଇବାରେ ସୁନ୍ଦର ଓ ମଜଭୁତ କେଶ ମଧ୍ୟ ଆମକୁ ବହୁତ ମାତ୍ରା ରେ ସାହାଯ୍ୟ କରିଥାଏ |ଆଉ କୌଣସି କାରଣରୁ ଆମର ଯଦି କେଶ ଜନିତ ସମସ୍ୟା ମାନ ଦେଖା ଯାଇଥାଏ ତାହେଲେ ଆମେ ମାନେ ଚିନ୍ତିତ ମଧ୍ୟ ଥାଉ | ତେବେ ଆଜି ଏକ ସହଜ ଘରେଇ ଉପଚାର ର ବ୍ୟବହାର ବିଷୟରେ ଆପଣ ମାନଙ୍କୁ କହିବାକୁ ଯାଉଛି ଯାହାକୁ ଆପଣଆମେ ବ୍ୟବହାର କରିକି କେଶ ଜନିତ ସମସ୍ୟା ରୁ ସବୁଦିନ ପାଇଁକି ମୁକ୍ତି ପାଇପାରିବା ବୋଲି କୁହାଯାଉଛି |

ତେବେ ଆଜିକାଲି ର ଯୁବ ପିଢ଼ି ମାନେ ବଜାରରୁ ମିଳୁଥିବା କେମିକାଲ ଯୁକ୍ତ ପ୍ରଡକ୍ଟସ ର ଅତ୍ୟଧିକ ବ୍ୟବହାର ଫଳରେ କେଶ ଜନିତ ସମସ୍ୟା ଗୁଡିକ ଦେଖିବାକୁ ମିଳୁଛି | ଆଉ କମ ବୟସରେ ଚୁଟି ଉପୁଡି ଯିବା ଭଳି ସମସ୍ୟା ମାନ ମଧ୍ୟ ଦେଖିବାକୁ ମିଳୁଛି | ତାହା ସହିତ ଆମର ଖାଦ୍ୟ ପେୟ ଠିକ ଭାବରେ ନ ହେବା ଫଳରେ ତାହା ର ପ୍ରଭାବ ମଧ୍ୟ ଆମର କେଶ ଉପରେ ପଡିଥାଏ ବୋଲି କୁହାଯାଉଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର ବିଷୟରେ ଜାଣିବା |

ଆବଶ୍ୟକୀୟ ଉପକରଣ :-

ପିଜୁଳି ପତ୍ର

ପ୍ରସ୍ତୁତି ପ୍ରଣାଳୀ :-

ପ୍ରଥମେ ଆମକୁ କେଶ ଜନିତ ସମସ୍ୟା ରୁ ମୁକ୍ତି ପାଇବା ପାଇଁ ହେଲେ କଢେଇରେ ଆମକୁ ଦୁଇ ଗ୍ଲାସ ପାଣି ନେବା ପାଇଁ ପଡିବ ଆଉ ତାହାକୁ ଗ୍ୟାସ ରେ ବସାଇ ଗରମ କରିବା ପାଇଁ ମଧ୍ୟ ପଡିବ | ଆଉ ତାହା ପରେ ସେହି ପାଣି ରେ ଆମକୁ ପକାଇବା ପାଇଁ ପଡିବ ତାହା ହେଉଛି 8-10 ଟି ପିଜୁଳି ପତ୍ର କୁ ନେଇକି ତାହାକୁ ଭଲ ଭାବରେ ଧୋଇକି ତାହାକୁ ପକାଇବା ପାଣି ରେ ଆଉ ତାହା କୁ ଭଲ ଭାବରେ ଫୁଟିବ ପାଇଁ ଛାଡି ଦେବା ଯେମିତି ପିଜୁଳି ପତ୍ର ରେ ଥିବା ସମସ୍ତ ଉପକାରୀ ଗୁଣ ସେହି ପାଣି ଭିତରେ ମିଶିଯିବ | ଆଉ ସେହି ପାଣି କୁ ଏକ ସ୍ପ୍ରେ ବୋତଲ ରେ ପୁରେଇ ବ୍ୟବହାର କରିବା |

ବ୍ୟବହାର :-

ପ୍ରସ୍ତୁତ କରିଥିବା ଏହି ପାଣି କୁ ଥଣ୍ଡା ହେବା ପରେ ଆପଣ ଙ୍କର ଚୁଟି ର ସ୍କାଲ୍ଫ ରେ ବ୍ୟବହାର କରିବା ଉଚିତ | ଆଉ ଚୁଟି କୁ ଭଲ ଭାବରେ ମସାଜ କରିବା ଆବଶ୍ୟକ |

ଏହିଭଳି ଘରେଇ ଉପାୟ ଅବଲମ୍ବନ କରିକି କେଶ ଜନିତ ସମସ୍ୟା ରୁ ଆମେ ମାନେ ମୁକ୍ତି ପାଇପାରିବା |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।