ସବୁ ସମୟ ଖବର ସାଥିରେ

ପୁଣି ଭୁବନେଶ୍ୱର ରେ ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି । ସ୍ତ୍ରୀ କୁ ପିଟି ପିଟି ମାରି ଦେଲା ସ୍ୱାମୀ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !

0 99

ପୁଣି ଏକ ଭୁବନେଶ୍ୱର ରେ ଦେଖିବା ପାଇଁ ମିଳିଛି ଅଭାବ ନିୟ ଘଟଣା । ଘଟଣା ଟି ହେଉଛି ଜଣେ ଲୋକ ତାର ସ୍ତ୍ରୀ କୁ ପିଟି ପିଟି ମାରି ଦେଇଛି । ସୂଚନା ଅନୁସାରେ ମରି ଯାଇ ଥିବା ସ୍ତ୍ରୀ ଲୋକ ଟି ତାର ଦ୍ୱିତୀୟ ସ୍ତ୍ରୀ । ଆଜି କାଲି ସମାଜ ରେ ବହୁତ ନାରୀ ନିର୍ଯାତିତ ହେଉ ଛନ୍ତି । ତେବେ ଏହାକୁ ସରକାର ଯେତେ ଚେଷ୍ଟା କଲେ ମଧ୍ୟ ଅଟକାଇ ପାରୁ ନାହାନ୍ତି ।

ତେବେ ଘଟଣା ଆପଣ ମାନେ ମଧ୍ୟ ବହୁତ ଦେଖି ଥିବେ । ଆପଣ ମାନେ ମମିତା ମେହେର କେସ କଥା ଭାବନ୍ତୁ ଆଜି ପର୍ଯ୍ୟନ୍ତ ତାକୁ ନ୍ୟାୟ ମିଳି ମାରିଲା ନାହିଁ । ଏମିତି ବହୁତ ଝିଅ ଅଛନ୍ତି ଯେଉଁ ମାନେ ଦୁଷ୍କର୍ମ ର ଶିକାର ହେଉ ଛନ୍ତି ହେଲେ ଆମ ସରକାର ତାଙ୍କୁ ନ୍ୟାୟ ଦେଇ ପାରୁ ନାହାନ୍ତି ।

ଏହା ଠାରୁ ଦୁଃଖ ର କଥା ଆଉ କଣ ହୋଇ ପାରେ । ଜଣେ କେହି ଯଦି ଫାଶୀ ପାଆନ୍ତ ତାହାଲେ ମଣିଷ ସମ୍ପୂର୍ଣ ସୁଧୁରି ଯାଆନ୍ତା । ଆଜି ମଣିଷ ରେପ କରିବା ପୂର୍ବରୁ ଶହେ ଥର ଭାବନ୍ତା । ତେବେ ଏବେ ଜାଣିବା ଆସନ୍ତୁ ଭୁବନେଶ୍ୱର ର ସେହି ମଡର , ଯାହା ସମସ୍ତଂକୁ ଚକିତ କରି ଦେଇଛି ।

ତେବେ ଭୁବନେଶ୍ୱର ଟାଉନ ଥାନା ରୁ ଏହି ଘଟଣା ଟି ଆସିଛି । ଘଟଣା ଟିରେ ସୌଭାଗ୍ୟ ନାମକ ଏକ ବ୍ୟକ୍ତି ତାଙ୍କ ସ୍ତ୍ରୀ କୁ ପିଟି ପିଟି ମାରି ଦେଇ ଛନ୍ତି । ତେବେ ସୌଭାଗ୍ୟ ଙ୍କର ପ୍ରଥମ ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଇ ଯାଇ ଥିଲେ କାରଣ ସୌଭାଗ୍ୟ ତାଙ୍କୁ ସବୁ ସମୟ ରେ ଟରଚର କରୁ ଥିଲେ ସେଥି ପାଇଁ ତାଙ୍କ ପ୍ରଥମ ସ୍ତ୍ରୀ ତାଙ୍କ ବାପ ଘରକୁ ପଳାଇ ଯାଇ ଥିଲେ ।

ତେଣୁ ସୌଭାଗ୍ୟ ପୁଣି ଦ୍ୱିତୀୟ ବିବାହ କରି ଥିଲେ । ଦ୍ୱିତୀୟ ବିବାହ ରେ ଲିଲି ନାମକ ଏକ ଝିଅ କୁ ବିବାହ କରି ଥିଲେ । ଲିଲି ଦେଖିବା ପାଇଁ ବହୁତ ସୁନ୍ଦର ଥିଲେ । ତେଣୁ ପ୍ରଥମେ ଲିଲି କୁ ସୌଭାଗ୍ୟ ବହୁତ ଭଲ ପାଉ ଥିଲେ ।

ତେବେ ବିବାହ ର କିଛି ଦିନ ପରେ ଲିଲି ତାଙ୍କୁ ବହୁତ ଖରାପ ଲାଗୁ ଥିଲା । ସେଥି ପାଇଁ ଲିଲି କୁ ମଧ୍ୟ ସେ ବହୁତ ଟରଚର କରୁ ଥିଲେ । ତେବେ ଲିଲି ସବୁ ସହି ଯାଉ ଥିଲା । ଯେହେତୁ ତାର ସ୍ୱାମୀ ଥିଲା ।

କିନ୍ତୁ ଲିଲି ଦିନେ ସହି ପାରିଲା ନାହିଁ ପାଟି ଖୋଲିଲା । ତା ପରେ ତାର ସ୍ୱାମୀ ତାଙ୍କୁ ପିଟି ପିଟି ମାରି ଦେଲେ । ମାରି ଦେଇ ଘରୁ ପଳାଇ ଯାଉ ଥିଲେ ସୌଭାଗ୍ୟ । ଶେଷରେ ଗାଁ ଵାଲା ତାଙ୍କୁ ଧରି ଥାନା ରେ ଦେଇ ଛନ୍ତି । ଥାନା ଏବେ ତାଙ୍କ ନାଁ ରେ କେସ ଚାଲୁଛି । ତେବେ ଭିଡିଓ ଟି ଦେଖିଲେ ଆପଣ ମାନେ ଦେଖନ୍ତୁ ଜାଣି ପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।