
viral ଭିଡ଼ିଓ -ସ୍ୱାମୀ ସୁଖ ମିଳିଲା ନାହିଁ , ହେଲେ ଦିଅର ସୁଖ ମଧ୍ୟ ମିଳିଲା ନାହିଁ । ପ୍ରକୃତ ଘଟଣା ଜାଣିଲେ ଆପଣ ଙ୍କ ଆଖିରୁ ଲୁହ ଆସି ଯିବ …ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ !
ନା ସ୍ୱାମୀ ର ହେଇ ପାରିଲି ନା ଦୀୟର ର ହେଇ ପାରିଲି । ଇଏ ହେଉଛି ବନିତା ବେହେରା ର କାହାଣୀ । ଏହି କାହାଣୀ ଟି ଶୁଣିବା ପରେ ଆପଣଙ୍କ ଆଖିରେ ଲୁହ ଆସି ଯିବ । ବନିତା ବେହେରା 2 ବର୍ଷ ତଳେ ନିରଞ୍ଜନ ବେହେରା ନାମକ ଏକ ବ୍ୟକ୍ତି ଙ୍କୁ ବିବାହ କରି ଥିଲେ । କିନ୍ତୁ ସେ ଜାଣି ନ ଥିଲେ ତାଙ୍କ ସ୍ୱାମୀ ଜଣେ ନପୁଂସକ । ବନିତା ଙ୍କୁ ସ୍ୱାମୀ ସୁଖ ପାଇ ପାରିଲେ ନାହିଁ । ପ୍ରତେକ ଦିନ ସ୍ୱାମୀ ସହିତ ଝଗଡା ହେଉ ଥିଲା ।
ବନିତା ର ବାପା ଝିଅ କୁ ବୋଝ ଭାବି 20 ବର୍ଷ ବୟସ ରେ ଝିଅ କୁ ବିବାହ ଦେଇ ଥିଲେ । କିନ୍ତୁ ବାସର ରାତି ଦିନ ସ୍ତ୍ରୀ ଜାଣିବା ପାଇଁ ପାଇଲେ ସ୍ୱାମୀ ନପୁଂସକ । ତା ପରେ ସେ ତାଙ୍କ ଶାଶୁ କୁ କହି ଥିଲେ ସେ ତାଙ୍କ ସାନ ପୁଅ କୁ ବିବାହ କରିବେ । ଅର୍ଥାତ ତାଙ୍କ ଦିଅର କୁ ବିବାହ କରିବେ । କିନ୍ତୁ ତାହା ମଧ୍ୟ ସମ୍ଭବ ପର ହୋଇ ପାରିଲା ନାହିଁ । ତେବେ ଆସନ୍ତୁ ପୁରା ଘଟଣା ଉପରେ ନଜର ପକେଇ ଦେବା ।
ଏମିତି କିଛି ଦିନ ଦିଅର ଭାଉଜ ସହିତ ସମ୍ପର୍କ ରଖିବା ପରେ । ଏବେ ଦିଅର ମଧ୍ୟ ବିବାହ କରିବା ପାଇଁ ମନା କରି ଦେଉଛି , ଆଉ ଶାଶୁ ମଧ୍ୟ କିଛି ଶୁଣୁନି । ଶାଶୁ କହୁଛି ସେ ଯାହାକୁ ବିବାହ କରି ଥିଲା , ତା ସାଙ୍ଗରେ ରହୁ । ତେବେ ମିଛ ପ୍ରତିଶୃତି ଦେଇ ଆଜି ଶାଶୁ ମଧ୍ୟ ଠକି ଦେଇଛି ବନିତା ଙ୍କୁ ।
ଏବେ ବନିତା ତାଙ୍କ ନିଜ ଘରକୁ ଯାଇ ପାରୁ ନାହାନ୍ତି କି ଏଠି ମଧ୍ୟ ରହି ପାରୁ ନାହାନ୍ତି । ବନିତା ଖଟି ଖଟି ଯେତେ ଯାହା ଟଙ୍କା ରଖି ଥିଲେ ତାହା ମଧ୍ୟ ଆଉ ପାଖରେ ନାହିଁ । କାରଣ ସ୍ୱାମୀ ର ଖର୍ଚ୍ଚ ରେ ସବୁ ପଇସା ସରି ଗଲାଣି ଏବେ ବନିତା କଣ କରିବେ କିଛି ଭାବି ପାରୁ ନାହାନ୍ତି ।
ତେଣୁ ବନିତା ଏବେ ନ୍ୟାୟ ଚାଂହୁ ଛନ୍ତି । ଏବେ ସେ ଥାନା ରେ କେସ ଦେଇ ଛନ୍ତି । ଏବେ ସେ କୋର୍ଟ ରେ କେସ ଲଢ଼ିବେ ବୋଲି ଭାବି ଛନ୍ତି । ସ୍ୱାମୀ ସୁଖ ପାଇଲେ ନାହିଁ ୱେବ ଏବେ ଦିଅର ସୁଖ ମଧ୍ୟ ପାଇଲେ ନାହିଁ । ତେଣୁ କାହା ଜୀବନ କୁ ନଷ୍ଟ କରନ୍ତୁ ନାହିଁ ।
ଶାଶୁ କଥା ଦେଇ ଥିଲା ବହୁ କୁ ସାନ ପୁଅ ସହିତ ବିବାହ କରେଇ ଦେଵ ବୋଲି କିନ୍ତୁ ତାହା ହେଇ ପାରିଲା ନାହିଁ । ସେଥି ପାଇଁ ଏବେ ସେ ନ୍ୟାୟ ମାଗୁଛି , ତେବେ ଭିଡିଓ ଟି ଏବେ ଭାଇରାଲ ହେଉଛି । ଆପଣ ମଧ୍ୟ ଭିଡିଓ ଟିକୁ ଦେଖନ୍ତୁ ଜାଣି ପାରିବେ ପ୍ରକୃତ ଘଟଣା କଣ ହୋଇଛି । ଏବେ ତାକୁ ନ୍ୟାୟ ମିଳିବା ଆବଶ୍ୟକ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।