
ias interview -ଯଦି ଆପଣଙ୍କୁ କୁହାଯିବ ଗୋଟିଏ ଘରକୁ ଯିବାକୁ ପଡ଼ିବ ତେବେ ଆପଣ କେଉଁ ଘରକୁ ଯିବେ।ଯାହାର ଉତ୍ତର ଦେବାରେ ୯୯%ଲୋକ ଫେଲ ମାରିଛନ୍ତି…
ଆଜି ଆମେ ଆପଣଙ୍କୁ କିଛି ଇନଟ୍ରେଷ୍ଟିଂ ଢଗ ଢମାଳି ପୂର୍ଣ୍ଣ ସାଧାରଣ ଜ୍ଞାନ ଭିତ୍ତିକ କିଛି ପ୍ରଶ୍ନ ଓ ତାର ଉତ୍ତର ବିଷୟରେ କହିବୁ।ଆମେ ଆଜି ଆପଣ ଙ୍କ ନିକଟରେ ଯେଉଁ ପ୍ରଶ୍ନ ଅବଗତ କରିବୁ ତାହା ଟେଷ୍ଟ କିମ୍ବା ଇନଣ୍ଟରଭ୍ୟୁରେ ମଧ୍ୟ ବେଳେବେଳେ ଆପଣଙ୍କ ଉପସ୍ଥିତ ବୁଦ୍ଧି କୁ ପରଖିବା ପାଇଁ ପଚାରା ଯାଏ । ଯାହା ଆଇଏସ ଲେବୁଲର ପ୍ରଶ୍ନ ଅଟେ ତେବେ ଆସନ୍ତୁ ଜାଣିବା ସେହି ସବୁ ପ୍ରଶ୍ନ ଓ ତାର ଉତ୍ତର ବିଷୟରେ ଆଲୋଚନା କରିବା।
ପ୍ରଶ୍ନ ୧. ମାସ୍କକୁ ଓଡ଼ିଆରେ କଣ କୁହା ଯାଇଥାଏ?
ଉତ୍ତର:- ମୁଖା ବା ମୁଖା ପିନ୍ଧିବା
ପ୍ରଶ୍ନ ୨.Here and There ମଝିରେ ଫରକ୍ କଣ?
ଉତ୍ତର:- ଏହାର ଉତ୍ତର ରହିଛି ‘T’
ପ୍ରଶ୍ନ ୩. ପୋଲିସର ଓଡ଼ିଆ କଣ?
ଉତ୍ତର:- ଆରକ୍ଷୀ ଅଧିକାରୀ ବା ସୁରକ୍ଷା ଅଧିକାରୀ
ପ୍ରଶ୍ନ ୪. ଜିରୋ (୦) ର ଆବିଷ୍କାର କେଉଁ ଦେଶରେ ପ୍ରଥମେ ହୋଇଥିଲା?
ଉତ୍ତର:- ଭାରତ
ପ୍ରଶ୍ନ ୫.UPSC ର ଫୁଲ ଫର୍ମ କଣ?
ଉତ୍ତର:- Union Public Service Commission
ପ୍ରଶ୍ନ ୬.କମ୍ପ୍ୟୁଟର କିଏ ଉଦ୍ଭାବନ କରିଥିଲେ?
ଉତ୍ତର:- ଚାର୍ଲ୍ସ ବାବେଜ୍
ପ୍ରଶ୍ନ ୭ କୋଇଲା କେତେ ପ୍ରକାର?
ଉତ୍ତର:-୫ ପ୍ରକାର
ପ୍ରଶ୍ନ ୮. ଇଣ୍ଟରନେଟ୍ କିଏ ଆବିଷ୍କାର କରିଥିଲେ?
ଉତ୍ତର:- ଭିଣ୍ଟ ସର୍ଫ
ପ୍ରଶ୍ନ ୯. ଜିରୋ (୦)ର ଆବିଷ୍କାର କିଏ କରିଥିଲେ?
ଉତ୍ତର:- ବ୍ରହ୍ମଗୁପ୍ତ
ପ୍ରଶ୍ନ ୧୦.ଗଣିତ ର ଜନକ ବୋଲି କାହାକୁ କୁହାଯାଏ?
ଉତ୍ତର:- ଅର୍କମେଡିକସ୍
ପ୍ରଶ୍ନ ୧୧. ଭାରତୀୟକୁ ପ୍ରଥମେ କଫି ସହ କିଏ ପରିଚୟ କରାଇଥିଲେ?
ଉତ୍ତର:- ବାବା ବୁଦନ
ପ୍ରଶ୍ନ ୧୨. କ୍ଷେତ୍ରଫଳ ଅନୁସାରେ କେଉଁଦେଶ ସବୁଠାରୁ ବଡ଼?
ଉତ୍ତର:- ଋଷ
ପ୍ରଶ୍ନ ୧୩. କେଉଁ ତିନୋଟି ଅକ୍ଷର ଗୋଟିଏ ଛୋଟ ଝିଅକୁ ସ୍ତ୍ରୀ ଲୋକ କରି ଦେଇଥାଏ?
ଉତ୍ତର:- ଏହାର ଉତ୍ତର ରହିଛି ‘ବୟସ’
ପ୍ରଶ୍ନ ୧୪. ଭାରତର କେଉଁ ଷ୍ଟେସନରେ କେବଳ ମହିଳା କର୍ମଚାରୀ ରହିଛନ୍ତି?
ଉତ୍ତର:- ମାତୁଙ୍ଗ ରେଲୁଏ ଷ୍ଟେସନ
ପ୍ରଶ୍ନ ୧୫. ୫ ରୁ ୨ କୁ କେମିତି କାଢି ନେଲେ ତାହା ଚାରି ହୋଇଯିବ?
ଉତ୍ତର:- ଏହାର ଉତ୍ତର ରହିଛି “FIVE” ଏଥିରୁ ଦୁଇଟି ଅକ୍ଷର F ଓ E କାଢି ଦେବା ତେବେ ଏଥିରୁ IV ରହିଲେ ଅର୍ଥାତ୍ ଏହ ୪ ଅଟେ।
ପ୍ରଶ୍ନ ୧୬.କେଉଁ ଦେଶର ମୁଦ୍ରା ସବୁଠାରୁ ମାହାଙ୍ଗା ଅଟେ?
ଉତ୍ତର:- କୋଏତ
ପ୍ରଶ୍ନ ୧୭. ମଣିଷ ଶରୀରର ରକ୍ତ କେତେ ମାତ୍ରାରେ ଗତି କରେ?
ଉତ୍ତର:-୧୬୮ ମାଇଲ ଗତି କରେ
ପ୍ରଶ୍ନ ୧୮. ଯଦି ଆପଣଙ୍କୁ କୁହାଯିବ ଗୋଟିଏ ଘରକୁ ଯିବାକୁ ପଡ଼ିବ ତେବେ ଆପଣ କେଉଁ ଘରକୁ ଯିବେ।
ଉତ୍ତର:- ତେବେ ଏଠାରେ ଆମେ କହିରଖୁଛି କି ଏହାର ସଠିକ୍ ଉତ୍ତର ଅପ୍ସନ୍ (c) କାହିଁକି ନା ଗୋଟିଏ ଭୋକିଲା ବାଘ ୨ ସପ୍ତାହରୁ ଅଧିକ ବଞ୍ଚି ପାରିବ ନାହିଁ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।