
ହେ ଭଗବାନ ଆଶ୍ଚର୍ଯ୍ୟକର କଥା ! ଶ୍ରୀମନ୍ଦିର ସାମ୍ନାରେ ଉଦ୍ଧାର ହୋଇଛି ବିରଳ ଗରୁଡ ପକ୍ଷୀ, ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଜମିଲା ଲୋକଙ୍କ ଭିଡ଼ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ ….
ଶ୍ରୀକ୍ଷେତ୍ର ରେ ଅନେକ ସମୟ ରେ ଅନେକ ବିଚିତ୍ର ଘଟଣା ଦେଖିବାକୁ ମିଳି ଥାଏ ବୋଲି ଲୋକ କଥା ରହିଛି । କାରଣ ଏହି କ୍ଷେତ୍ର ହେଉଛି ମହାପ୍ରଭୂ ଜଗନ୍ନାଥଙ୍କ ଙ୍କ ର । ତେବେ ପୁଣି ଏମିତି ଏକ ଆଶ୍ଚର୍ଯ୍ୟ ଘଟଣା ପୁରୀ ରେ ଦେଖିବାକୁ ମିଳିଛି। ଯାହା ପୁଣି ଥରେ ପୁରୀ ରେ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ପୁରୀ ରୁ ଉଦ୍ଧାର ହୋଇଛି ବିଷ୍ଣୁ ଙ୍କ ବାହାନ ଗରୁଡ଼ ପକ୍ଷୀ ।
ତେବେ ଏହି ପକ୍ଷୀ ଟି ପ୍ରଥମ ଥର ପାଇଁ ପୁରୀ ରେ ଦେଖିବାକୁ ମିଳିଛି । ପୁରୀ ସଦର ଥାନା ଛଇତନା ପଞ୍ଚାୟତ ଅନ୍ତର୍ଗତ ଗଇଣ୍ଡୋଳ ଗାଁରୁ ଏହି ଗରୁଡ଼ ପକ୍ଷୀ ଉଦ୍ଧାର ହୋଇଛି।ତେବେ ଏହି ପକ୍ଷୀ ଆଉ କେଉଁଠି ଦେଖିବା ପାଇଁ ମିଳୁ ନାହାନ୍ତି ଲ ଏହି ପ୍ରଜାତିର ପକ୍ଷୀ ଧିରେ ଧିରେ ବିଲୁପ୍ତ ହୋଇ ଯାଉଛନ୍ତି।
ତେବେ ଏବେ ଏହି ପକ୍ଷୀ ଶ୍ରୀମନ୍ଦିର ରୁ ଉଦ୍ଧାର ହେବା ପରେ ଏହି ପକ୍ଷୀ କୁ ଦେଖି ସବୁ ଚକିତ ହୋଇ ଯାଉଛନ୍ତି । ତେବେ ପୁରାଣ ର ବହୁତ୍ ସ୍ଥାନ ରେ ଏହି ପକ୍ଷୀ ବିଷୟ ରେ ଉଲ୍ଲେଖ କରା ଯାଇଛି। ଏହି ପକ୍ଷୀ ଟି ଭଗବାନ ବିଷ୍ଣୁ ଙ୍କ ର ବାହାନ ଅଟେ । ତେବେ ଏହି ପକ୍ଷୀ କୁ ଗଇଣ୍ଡୋଳ ଗାଁ ର ଆଲୋକ ସ୍ୱାଇଁ ପାଇଥିଲେ ।
ଏହି ପକ୍ଷୀ କୁ ସେ ପାଇବା ପରେ ବନବିଭାଗ କୁ ଏହି ପକ୍ଷୀ କୁ ହସ୍ତାନ୍ତର କରିଛନ୍ତି । ତେବେ ଏହି ପକ୍ଷୀ ଟି ଛୋଟ ଅଟେ ଓ ଏହାର ବୟସ ପ୍ରାୟ ୩ ବର୍ଷ ହେବ ବୋଲି ଅନୁମାନ କରା ଯାଉଛି । ତେବେ ଆଲୋକ ସ୍ୱାଇଁ ନିଜ ସାଙ୍ଗ ସହିତ ନିଜ ଗ୍ରାମ ର ନଦୀ ପଠା କୁ ବୁଲିବାକୁ ଯାଇ ଥିବା ବେଳେ ଏହି ଛୋଟ ଗରୁଡ ପକ୍ଷୀ କୁ ଦେଖି ଥିଲେ। ପକ୍ଷୀ ଟିକୁ ଦେଖି ସେ ତାକୁ ଉଦ୍ଧାର କରି ପ୍ରଥମେ ଘରକୁ ଆଣି ଥିଲେ ।
ଘରକୁ ଆଣି ବନ ବିଭାଗ କର୍ମଚାରୀ ମାନଙ୍କୁ ସେ ଏହି ବିରଳ ପକ୍ଷୀ ବିଷୟ ରେ ଜଣାଇ ଥିଲେ । ବନ ବିଭାଗ କର୍ମଚାରୀ ଆଲୋକ ସ୍ୱାଇଁ ଙ୍କ ଗ୍ରାମ ରେ ପହଞ୍ଚି ପକ୍ଷୀ ଟିକୁ ଉଦ୍ଧାର କରିଛନ୍ତି । ପୁରାଣ ରେ ଅନେକ ସ୍ଥାନ ରେ ଏହି ପକ୍ଷୀ ବିଷୟ ରେ ଉଲ୍ଲେଖ କରା ଯାଇଛି । ତେବେ ଏହି ପକ୍ଷୀ ଟି ଏବେ ପୁରୀ ଉଦ୍ଧାର ହେବା ପରେ ଏହା ଏକ ଚର୍ଚ୍ଚା ର ବିଷୟ ପାଲଟି ଯାଇଛି । ଲୋକ ମାନେ ଏହା ଭଗବାନ ଙ୍କ ର ଏକ କୌଣସି ସନ୍ଦେଶ ବୋଲି କହୁଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।