
IAS INTERVIEW – ଆଶ୍ଚର୍ଯ୍ୟ !ମୁଁ ଗୋଟିଏ ଝିଅକୁ ପଚାରିଲି ତୁମର ନାମ କଣ ? ସେ କହିଲା 1717 ..ଝିଅଟିର ନାମ କଣ ଥିଲା ,ଦମ ଅଛିତ ଉତ୍ତର ଦେଇ ଦେଖ….
ଆମ ଜୀବନରେ ହସର ଅନେକ ପ୍ରଭାବ ଆମ ଜୀବନ ଶୈଳୀକୁ ପ୍ରଭାବିତ କରି ଥାଏ | ତେଣୁ କିଛି ସମୟରେ ଆମେ ସମସ୍ତଙ୍କ ଜୀବନରେ ଟିକେ ହସ ଖୁସି ଦେଖିବା ପାଇଁ ବିଭିନ୍ନ କୌତୁକିଆ ପ୍ରଶ୍ନ ପଚାରି ଥାଉ | ଯାହା ଦ୍ୱାରା ସମସ୍ତଙ୍କର ଜାଣି ବାର ଇଚ୍ଛା ପ୍ରକାଶ କରିବା ସହ ମଜା ମଧ୍ୟ ଉଠାଇ ଥାନ୍ତି |ଜଣେ ଲୋକ ପାଠ ପଢି ଯେତେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ କେତେକ ସମୟରେ ଦେଖିବାକୁ ମିଳେ ଯେ ସାମାନ୍ୟ କିଛି ପ୍ରଶ୍ନର ଉତ୍ତର ସେମାନଙ୍କୁ ଦେବାକୁ କଷ୍ଟ ହୋଇ ଥାଏ | ଏବଂ ଏହି ପ୍ରଶ୍ନ ଗୁଡିକ ଅତି ସହଜ ହେବା ସହ ଆମ ଦୈନନ୍ଦିନ କଥା ବାର୍ତାରେ ମଧ୍ୟ ଆମେ ବ୍ୟବହାର କରି ଥାଉ | ତେଣୁ ଯଦି ଆପଣ ଏହି ପ୍ରଶ୍ନର ଉତ୍ତର ଗୁଡିକ ଜାଣି ରଖିବେ ତାହେଲେ ଆପଣ ସମସ୍ତ ଜାଗାରେ ଏହାର ଉତ୍ତର ଦେବା ସହ ସମସ୍ତଙ୍କ ମୁହଁରେ ହସ ଫୁଟାଇ ପାରିବେ | ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ମଜାଳିଆ ପ୍ରଶ୍ନ ଗୁଡିକ ବିଷୟରେ ଜଣାଇ ବାକୁ ଯାଉ ଅଛୁ |
ପ୍ରଶ୍ନ:-1ଏମିତି କୋଉଁ ଟେବଲ ଅଛି ଯାହାକୁ ଆମେ ଖାଇ ଥାଉ?
ଉତ୍ତର :-ଭେଜି ଟେବଲ
ପ୍ରଶ୍ନ:- 2ଏମିତି ଗୋଟିଏ କୋଉଁ ଜିନିଷର ନାମ କୁହନ୍ତୁ ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହି ଥାଏ?
ଉତ୍ତର :- ଗରମ ମସଲା
ପ୍ରଶ୍ନ :-3କାହାର ଡେଣା ନ ଥିଲେ ମଧ୍ୟ ସେ ଉଡି ପାରେ?
ଉତ୍ତର :-ଗୁଡ଼ି
ପ୍ରଶ୍ନ :-4ଏମିତି କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷରେ କେବଳ ଥରେ କିଣି ଥାନ୍ତି?
ଉତ୍ତର :-ରାକ୍ଷୀ
ପ୍ରଶ୍ନ :-5କିଏ ପାଣି ପିଇବା ମାତ୍ରେ ମରି ଯାଏ?
ଉତ୍ତର :-ଶୋଷ
ପ୍ରଶ୍ନ :-6ଅଇଲା ଲୋ ମାଆ ଟୋକୋଳି ଦିଅଁକୁ ଖାଇଲା,ଦେବତା ଖାଇଲା ଆହୁରି ଖାଇବ ଖଟୁଳି?
ଉତ୍ତର :-ନିଆଁ
ପ୍ରଶ୍ନ :-7ଗଛଟି ଲଣ୍ଡା ତା ଉପରେ ବସି ଅଛି ଫକୀର ପଣ୍ଡା?
ଉତ୍ତର :-ଚୁଲି ଉପରେ ହାଣ୍ଡି
ପ୍ରଶ୍ନ :-8ଏମିତି ଏକ ନାମ କୁହ ଯୋଉଁ ଥିରେ ତାଲା ଓ ଚାବି ଦୁଇଟି ଯାକର ନାମ ରହି ଥିବ?
ଉତ୍ତର :-ଲକି
ପ୍ରଶ୍ନ :-9ଗାଈ କ୍ଷୀର ଦିଏ, କୁକୁଡ଼ା ଅଣ୍ଡା ଦିଏ ହେଲେ ସେ କିଏ ଯିଏ ଦୁଇଟି ଯାକ ଦିଏ?
ଉତ୍ତର :-ଦୋକାନୀ
ପ୍ରଶ୍ନ :-10ତାହା କେଉଁ ଜିନିଷ ଯାହାକୁ ଯେତେ ଖାଇଲେ ମଧ୍ୟ ପେଟ ପୁରେ ନାହିଁ?
ଉତ୍ତର :-ରାଣ
ପ୍ରଶ୍ନ :-11କେଉଁ ଅକ୍ଷରରେ ବହୁତ ପାଣି ଅଛି?
ଉତ୍ତର :-C
ପ୍ରଶ୍ନ :-12ଯାହା ରିଏଲ ନୁହେଁ ତାହାକୁ ଆମେ କଣ କହିବା?
ଉତ୍ତର :-ନାରିଏଲ
ପ୍ରଶ୍ନ :-13କେଉଁ ଡର ଆପଣଙ୍କୁ ସୁନ୍ଦର ଦେଖା ଯିବାରେ ସାହାଯ୍ୟ କରେ?
ଉତ୍ତର :-ପାଉଡର
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।