
viral ଭିଡ଼ିଓ Part- 1ଏହି କୁନି ପିଲାର କଥା ଶୁଣିଲେ ଆପଣ ବି ହସି ହସି ମୁତି ପକେଇବେ… ଦେଖନ୍ତୁ Video
ଛୋଟ ପିଲା ମାନଙ୍କୁ କାହାକୁ ବା ଭଲ ଲାଗି ନ ଥାଏ | ସେମାନଙ୍କର କୋମଳ ମତି ମୁହଁଟି ଦେଖି ଦେଲେ ସମସ୍ତଙ୍କର ଦୁଃଖ ଲାଘବ ହୋଇ ଯାଇଥାଏ | ତୁନି ତୁନି କଥା କହି ସମସ୍ତଙ୍କର ମନ ମୋହି ନେଇ ଥାନ୍ତି | ସେଇଥି ପାଇଁ ତ ଛୋଟ ଛୁଆ ମାନଙ୍କୁ ଫୁଲ ସହିତ ତୁଳନା କରା ଯାଇଥାଏ | ସେମାନେ ହେଉଛନ୍ତି ନିଷ୍ପାପ | ଗୋଟିଏ ଘର ଟିକି ପିଲାଟିଏ ରହିଲେ ସେହି ଘର ପୁରିଲା ପୁରିଲା ଲାଗିଥାଏ |ଘରଟି ହସ ମଜାରେ ଭରି ଯାଇ ଥାଏ | ଏବଂ ସେହି ପିଲା ମାନେ ବଡ ହେଲା ପରେ କେତେ କଣ ଶିକ୍ଷା ଲାଭ କରିଥାନ୍ତି ଓ ନିଜର ବାପା ମାଙ୍କ ସ୍ୱପ୍ନକୁ ସାକାର କରିଥାନ୍ତି |
ସୋସିଆଲ ମିଡିଆରେ କିଏ ଗୀତ ମାଧ୍ୟମ ରେ ତ ଆଉ କିଏ ନାଚ ମାଧ୍ୟମ ରେ ତ ଆଉ କିଏ ନିଜ ଜୀବନ ଶୈଳୀ କୁ ଭିଡ଼ିଓ କରି ସୋସିଆଲ ମିଡ଼ିଆ ଜଗତ ରେ ପ୍ରିୟ ର ପାତ୍ର ହୋଇ ପାରିଥାନ୍ତି ଏବଂ ଏହି ସବୁ ଦ୍ୱାରା ଆମର କେତେକ ଦୁଶ୍ଚିନ୍ତା ମଧ୍ୟ ଦୂର ହୋଇଥାଏ | ତେବେ ଖାସ କରି ଛୋଟ ପିଲା ଙ୍କର କିଛି ଭିଡ଼ିଓ ସାମ୍ନା କୁ ଆସିଲେ ତାହା ଖୁବ ନିଆଁରା ଲାଗି ଥାଏ କାରଣ ତାଙ୍କ କଥାରେ ବି ସେଭଳି ଢଙ୍ଗୀ ଥାଏ ଯାହା ଖୁବ ଆକର୍ଷିତ କରି ଥାଏ | ସେମାନଙ୍କ କଥା ବାର୍ତା, ବୁଦ୍ଧି, ଚିନ୍ତା ଧାରା ଆମକୁ ବହୁତ ଆଶ୍ଚର୍ଯ୍ୟ କରି ଥାଏ |କିନ୍ତୁ ଆଜି ଏକ ଏଭଳି କୁନି ପିଲା ଟି ସମ୍ପର୍କ ରେ ଜଣାଇବୁ ଯାହା ଆପଣ ଦେଖିଲେ ନ ହସିଲେ ରହି ପାରିବେ ନାହିଁ| ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ସାଧାରଣତ ପିଲା ମାନେ ପାଠ ନ ପଢିଲେ ବା ଅଝଟ ହେଲେ ବା ଦୁଷ୍ଟାମୀ କଲେ ମାଆ ମାନେ ବାଡ଼ି ଦେଖାଇ ଡରାନ୍ତି ବା ମାଡ ମଧ୍ୟ ମାରିଥାନ୍ତି | ଏଭଳି ଅନେକ ଭିଡ଼ିଓ ଆପଣ ମାନେ ସୋସିଆଲ ମିଡିଆରେ ଦେଖିବାକୁ ପାଇଥିବେ | ଏବଂ ପିଲା ମାନେ ବିଭିନ୍ନ ସୃଜନଶୀଳତା ସହକାରେ ଉତ୍ତର ଦେଉ ଥିବାର ଶୁଣି ଥିବେ ଏବଂ ଏହା ବହୁତ ମଜାଦାର ହୋଇଥାଏ | ଆଜି ଏମିତି ଏକ ଭିଡିଓ ପୁଣି ସାମ୍ନାକୁ ଆସି ଥିବାର ନଜର ଆସିଛି | ଆସନ୍ତୁ ଜାଣିବା ସେ ସମ୍ପର୍କରେ |
ଭିଡିଓରେ ଦେଖିବାକୁ ମିଳୁଛି କି କୁନି ପିଲାଟି ପାଠ ପଢିବା ପାଇଁ ଅରାଜି ହେଉଛି | ସେଥି ପାଇଁ ପିଲା ଟିର ମାଆ ତାକୁ ତାଗିଦ କରି କହୁଛନ୍ତି ତୁ ପାଠ ପଢ଼ିବୁନିତ | ଆଉ ଛୋଟ ପିଲାଟି ଖନେଇ ଖନେଇ କହୁଛି, “ଛୋଟ ପିଲାକୁ ଏମିତି ରାଗିକି କହିଲେ ଭଲ ନୁହେଁ, ବୁଝେଇ ଶୁଝେଇ ଗେଲ୍ହା କରି କହିଲେ ସିନା ଛୁଆ ପଢିବ ” | ଏହି କଥା ଶୁଣିବାକୁ ବହୁତ ମଜାଦାର ହୋଇଥିବା ବେଳେ ପିଲାଟି ଉପରେ ରାଗ ନ ଆସି ଆପଣଙ୍କୁ ହସ ଲାଗିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।