ସବୁ ସମୟ ଖବର ସାଥିରେ

ଦେଖନ୍ତୁ Exclusive: ଭିଡିଓ- ସ୍କୁଲ ଭିତରେ ଦିଦି ଓ ସାରଙ୍କ ମଧ୍ୟରେ ଅଶ୍ଳୀଳ କାମ ଚାଲିଥିବା ସମୟରେ ପିଲାମାନେ ଦେଖି ଦେଲେ !..ଆଉ ତାପରେ ଯାହା ହେଲା..

0 29

ସୋସିଆଲ ମିଡ଼ିଆ ଯୋଗୁଁ ଆମେ ଘରେ ବସି ବିଭିନ୍ନ ସ୍ଥାନର ଖବର ବିଷୟରେ ଜାଣି ପାରୁଚୁ | ଗୁରୁଙ୍କୁ ଜ୍ଞାନର ଗନ୍ତା ଘର ବୋଲି କୁହା ଯାଇଥାଏ |ଗୁରୁ ହେଉଛନ୍ତି ଏମିତି ଜଣେ ମଣିଷ ଯିଏ କି ଛାତ୍ର ଛାତ୍ରୀ ମାନଙ୍କୁ ଅନ୍ଧାରରୁ ଆଲୋକକୁ ବାଟ କଢେଇ ନିଅନ୍ତି ଏବଂ ସତ ପଥରେ ଯିବାକୁ ପ୍ରେରଣା ଦିଅନ୍ତି | କିନ୍ତୁ ଏବେ ଗୁରୁ ଜାତିରେ କଳଙ୍କ ଲାଗି ଗଲାଣି | କେତେବେଳେ କୋଉଠି ଗୁରୁ ଓ ଗୁରୁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠୁଛି ତ କେତେବେଳେ ଗୁରୁ ଶିଷ୍ୟାଙ୍କ ଭିତରେ ଭଲ ପାଇବାର ସମ୍ପର୍କ ଗଢି ଉଠିଲାଣି ଓ ବିବାହ ମଧ୍ୟ ହେଇ ଯାଉଛି |

ପିଲା ମାନେ ସ୍କୁଲକୁ ଯାଇଥାନ୍ତି କିଛି ଜ୍ଞାନ ଆହୋରଣ ପାଇଁ | କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଖବର ବିଷୟରେ ଜଣେଇବୁ ଯାହା ଦେଖିଲେ ଆପଣ ବି ଭାବିବେ ଯେ ପିଲା ମାନେ ସ୍କୁଲକୁ ଯାଇ କଣ ଶିଖିବେ |ଯୋଉଁଥି ଏକ ସରକାରୀ ସ୍କୁଲର ଦିଦି ଓ ସାରଙ୍କ ଭିତରେ ସ୍କୁଲ ସମୟରେ ଚାଲିଛି ପ୍ରେମର ବାର୍ତାଳାପ |ଆସନ୍ତୁ ଜାଣିବା ସେ ବିଷୟରେ |

ଢେଙ୍କାନାଳ ଜିଲ୍ଲା ପିଣ୍ଡୋଲ ବ୍ଲକ ଶବର ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଦୁଇ ଜଣ ସରକାରୀ ଦିଦି ଓ ସାରଙ୍କ ଅଶ୍ଳୀଳ ଭିଡିଓ | ଏଠାରେ ପାଠପଢା ଛାଡି ପ୍ରେମଳାପ ଚାଲିଥିଲା ବେଳେ ଗଣମାଧ୍ୟମ ହାତରେ ଧରା ପଡିଥିଲେ |ଧରା ପଡିଯିବାରୁ ପ୍ରଧାନ ଶିକ୍ଷକ ନାଲି ଆଖି ଦେଖାଇ ସ୍କୁଲରୁ ଗଣମାଧ୍ୟମକୁ ତଡ଼ି ଦେଇଛନ୍ତି |ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ପାଠପଢା ସମୟରେ ପାଠ ନ ପଢ଼େଇ ଗୋଟିଏ ରୁମରେ ଦୁଇ ଜଣ ଅଛନ୍ତି |ସେମାନେ ଭୁଲି ଯାଇଛନ୍ତି ଯ ଏହା ସେମାନଙ୍କର ବେଡ଼ ରୁମ ନୁହେଁ ଏହା ହେଉଛି ସରକାରୀ ବିଦ୍ୟାଳୟ |

ଏ ନେଇ ପ୍ରଧାନ ଶିକ୍ଷୟିତ୍ରୀ କହିଛନ୍ତି କି ସ୍କୁଲରେ ଏମିତି କିଛି ଚାଲିନାହିଁ ଓ ସ୍କୁଲ ଭିତରକୁ ଗଣ ମାଧ୍ୟମର ପ୍ରବେଶ ନିଷେଧ ବୋଲି କହି ଯିବାକୁ କହିଛନ୍ତି | ଏହି ଭିଡିଓ ଦେଖିବା ପରେ ଅଭିଭାବକ ମାନେ ମଧ୍ୟ କ୍ଷୋଭ ପ୍ରକାଶ କରି କହିଛନ୍ତି କି ଯୋଉଁ ସ୍କୁଲରେ ଶିକ୍ଷକ ମାନଙ୍କ ମଧ୍ୟରେ ଏମିତି ରାସଲୀଳା ଚାଲିଛି ସେହି ସ୍କୁଲରୁ ଆମ ପିଲା କଣ ଶିକ୍ଷା କରିବେ ବୋଲି |ପିଲା ମାନେ କିପରି ସୁରକ୍ଷିତ ଭାବେ ପାଠ ପଢିବେ ଓ ଶୃଙ୍ଖଳିତ ଓ ସଭ୍ୟ ହୋଇ ଦେଶ ଗଠନର ମୂଳ ଭିତ୍ତି ହେବେ ସେ ନେଇ ଆମ ସରକାର ଅନେକ ପ୍ରକାରର ଯୋଜନା କରୁଛନ୍ତି ଓ ଅନେକ ପ୍ରକାରର ସୁବିଧା ଯୋଗାଇ ଦେଉଛନ୍ତି |
ଆଉ ସବୁ ସୁବିଧାର ଫାଇଦା ଉଠଉଛନ୍ତି ଏହି ଭଳି କିଛି ନଷ୍ଟ ଚରିତ୍ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ |ସେମାନେ ପିଲା ମାନଙ୍କୁ ପାଠ ନ ପଢ଼େଇ ମାତିଛନ୍ତି ନିଜ ପ୍ରେମରେ |ବିଦ୍ୟାଳୟରେ ଯଦି ଏଭଳି ସବୁ କେଳେଙ୍କାରୀ ହେବ ତ ପିଲା ମାନେ ସେଇଠୁ କଣ ଶିଖିବେ |ଆପଣ ମାନେ ନିଜେ ସଜାଗ ରହି ସମସ୍ତଙ୍କୁ ସତର୍କ କରାନ୍ତୁ ଓ ନିଜେ ନିଜର ପିଲାର ଭବିଷ୍ୟତ ପାଇଁ ସଠିକ ପଥ ଚୟନ କରନ୍ତୁ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।