ସବୁ ସମୟ ଖବର ସାଥିରେ

ଖୁସି ଖବର – SBI ଖାତାଥିଲେ ନିହାତି ଜାଣନ୍ତୁ ସମସ୍ତଙ୍କ ଏକାଉଣ୍ଟକୁ ଆସିବ 2 ଲକ୍ଷ ଟଙ୍କା ଜାଣନ୍ତୁ କେଉଁ କାରଣ ପାଇଁ ?

0 109

ତେବେ ଆପଣ ମାନେ ଜାଣିଥିବେ ବ୍ୟାଙ୍କ ବା ପୋଷ୍ଟ ଅଫିସ ଲୋକମାନଙ୍କ ପାଇଁ ଭଲ ଭଲ ଅପଡେଟ ଦେଇଥାଏ। ପୁଣିଥରେ ଏସବିଆଇ ଗ୍ରାହକ ମାନଙ୍କ ପାଇଁ ଏକ ବହୁତ ବଡ଼ ଅପଡେଟ ରହିଛି। ଯଦି ଆପଣ ମାନେ ଜଣେ ଏସବିଆଇ ୟୁଜର୍ସ ଏବଂ ଆପଣଙ୍କର ମଧ୍ୟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ରେ ଖାତା ରହିଛି ତାହେଲେ ଜାଣି ରଖନ୍ତୁ କି ଆପଣଙ୍କୁ ମିଳିବାକୁ ଯାଉଛି ୨ ଲକ୍ଷ ଟଙ୍କା। ତେବେ ଏହି ଟଙ୍କା କେଉଁ ମାନଙ୍କୁ ମିଳିବ ଏବଂ କଣ ରହିଛି ଜାଣିବା ସମ୍ପୂର୍ଣ୍ଣ ବିଷୟରେ। ଦେଶର ସର୍ବବୃହତ୍ ବ୍ୟାଙ୍କ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ତାହାର ଗ୍ରାହକ ମାନଙ୍କ ପାଇଁ ଆଣିଛି ଏକ ବହୁତ ବଡ଼ ଖବର। ଏସବିଆଇ ଆକାଉଣ୍ଟ ଥିବା ଗ୍ରାହକ ମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ।

ତେବେ ଆର୍ଥିକ ସ୍ତରରେ ଅନଗ୍ରସର ଲୋକମାନଙ୍କ ନିମନ୍ତେ ଏହି ପ୍ରକାର ସୁବିଧା ସୁଯୋଗ ରଖାଯାଇଛି। ଯେଉଁ ମାନଙ୍କର ଜନଧନ ଆକାଉଣ୍ଟ ଥିବ ତେବେ ସେହି ଗ୍ରାହକ ମାନେ ଏହି ସୁବିଧା ର ଲାଭ ଉଠାଇ ପାରିବେ। ଏହା ସହିତ ଆପଣ ମାନେ ଜନଧନ ଆକାଉଣ୍ଟ ସହିତ ରୁପେ କାର୍ଡ ମଧ୍ୟ ରଖିବା ନିତାନ୍ତ ଜରୁରୀ ।ଆସନ୍ତୁ ଜାଣିବା ସୁବିଧା ଗୁଡ଼ିକ ବିଷୟରେ।

 

୧- ଏହି ସୁବିଧା ଦ୍ୱାରା ଆପଣ ମାନେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣା ଜନିତ ବୀମା ରାଶି ମଧ୍ୟ ପ୍ରଦାନ କରାଯିବ।

୨- ଏହା ସହିତ ଯଦି ଆପଣଙ୍କର ରୁପେ କାର୍ଡ ଥିବ ତେବେ ରୁପେ କାର୍ଡ ରୁ ପଇସା ନେଣଦେଣ ସହିତ କିଣାବିକା ମଧ୍ୟ କରି ପାରିବେ।

୩- ଏହାଦ୍ବାରା ଆପଣଙ୍କୁ ୬ ମାସ ଭିତରେ ଓଭର ଡ୍ରାଫ୍ଟ ସୁବିଧା ମିଳିବ ।

୪- ୩୦ ହଜାର ଟଙ୍କା ଲାଇଫ୍ କଭର ଯାହା ମୃତ୍ୟୁ ପରେ ପ୍ରଦାନ କରାଯିବ।

 

୫- ଡିପୋଜିଟ ଉପରେ ଆପଣଙ୍କୁ ସୁଧ ପ୍ରଦାନ କରାଯିବ।

୬- ଏହା ଦ୍ବାରା ଆପଣ ମାନେ ଫ୍ରି ମୋବାଇଲ ବ୍ୟାଙ୍କିଙ୍ଗ୍ ର ସୁବିଧା ପାଇ ପାରିବେ।

୭- ବୀମା ପେସନ ଉତ୍ପାଦ ମଧ୍ୟ କିଣି ପାରିବେ।

୮- ସହଜରେ ଖୋଲିହେବ ପିଏମ୍ କିଷାନ ଓ ଶ୍ରମଯୋଗୀ ଯୋଜନା।

ଯଦି ଆପଣ ମାନେ ଏହି ଆକାଉଣ୍ଟ ଖୋଲିବା ପାଇଁ ଚାହୁଁଛନ୍ତି ତେବେ ବହୁତ ସହଜରେ ଖୋଲି ପାରିବେ ,କାରଣ ଏହା ଖୋଲିବା ସମ୍ପୂର୍ଣ୍ଣ ଦେୟମୁକ୍ତ ଅଟେ। ଏହା ସହିତ ନିକଟସ୍ଥ ବ୍ୟାଙ୍କ କୁ ଯାଇ ଫର୍ମ ପୂରଣ କରିବା ପାଇଁ ପଡ଼ିବ। ନିଜର ଆକାଉଣ୍ଟ ଏବଂ ଆଧାର କାର୍ଡ଼ ଦେବା ସହିତ ମୋବାଇଲ୍ ନମ୍ବର ଦେଇ ଆପଣ ନିଜର ଆକାଉଣ୍ଟ କୁ ଖୋଲି ପାରିବେ। ଏମିତି ଯାହାକୁ ମଧ୍ୟ ଆପଣ ମାନେ କହୁଥିଲେ ଜିରୋ ଆକାଉଣ୍ଟ ଖାତା।

ଯଦି ଆପଣ ମାନେ ଏସବିଆଇ ରେ ଜିରୋ ଆକାଉଣ୍ଟ ଖାତା ଖୋଲିଥିବେ ବା ଜନଧନ ଆକାଉଣ୍ଟ ଖୋଲିଥିବେ ତେବେ ଆପଣ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଲାଭ ଉଠାଇ ପାରିବେ। ଯଦି ଆପଣଙ୍କର ଏସବିଆଇ ରେ ଖାତା ରହିଛି ତେବେ ଏହି ଯୋଜନାର ଲାଭ ଜଲ୍ଦି ଉଠାନ୍ତୁ ,ଯଦି ନାହିଁ ତୁରନ୍ତ ଖାତା ଖୋଲି ସୁବିଧା ପାଆନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।