
shocking video-ଆଠ ବର୍ଷ ର ଶିଶୁ ସିରିଏଲ କିଲର , କେବଳ ଝିଅ ମାନକୁ ମାରିବ ସେ , ରକ୍ତ ପାଇଁ ପାଗଳ ସେ,ଦେଖନ୍ତୁ ଏହି viral ଭିଡ଼ିଓ କୁ !
ଆଠ ବର୍ଷ ର ସିରିଏଲ କିଲର ଅମର ଦୀପ । ସେ ହତ୍ୟା କରିଛି ତିନି ଜଣ ଝିଅ କୁ । ଏ କଥା କେହି ବିଶ୍ଵାସ କରୁ ନ ଥିଲେ । କିନ୍ତୁ ଆଜ୍ଞା ଘଟଣା ଟି ସମ୍ପୂର୍ଣ୍ଣ ସତ । ପୋଲିସ ମାନେ ମଧ୍ୟ ଡରି ଗଲେ ବିଶ୍ଵାସ କରି ପାରିଲେ ନାହିଁ । ତେବେ ଚୂନ ଚୂନ ଦେବୀ ଏହି ଘଟଣା ର ମୁଖ ସାକ୍ଷୀ ଅଟନ୍ତି । ଆସନ୍ତୁ ପୁରା ଘଟଣା ଟି ଜାଣିବା ।
2007 ମସିହା ରେ ଘଟି ଥିଲା ଏମିତି କିଛି କାଣ୍ଡ ଯାହା କେହି ବିଶ୍ଵାସ କଲେ ନାହିଁ । ଅମରଦୀପ ଜଣେ ଆଠ ବର୍ଷ ସିରିଏଲ କିଲର । ତାଙ୍କୁ ଭଲ ଲାଗେ ମଣିଷ ରକ୍ତ । ସେ ପୁଣି ଝିଅ ରକ୍ତ ।
ଅନ୍ୟ କୁ କଷ୍ଟ ଦେବାରେ ତାଙ୍କୁ ବହୁତ ମୋଜା ଲାଗେ । ତେବେ ଚୂନ ଚୂନ ନାମକ ଏକ ମହିଳା ତାଙ୍କ ନାଁ ରେ ଥରେ ଅଭିଯୋଗ କରି ଥିଲେ ଯେ , ଅମରଦୀପ ତାଙ୍କ ଝିଅ କୁ ମାରି ଦେଇଚି । କିନ୍ତୁ ଏ କଥା ବିଶ୍ୱାସ କରି ନ ଥିଲେ ପୋଲିସ । ବିଶ୍ୱାସ କରିବା ପାଇଁ ବାଧ୍ୟ କରି ଥିଲେ ପୋଲିସ ।
ଶେଷରେ ପହଂଚି ଥିଲେ ଅମର ଦୀପ ଘରେ । ଅମର ଦୀପ କୁ ପଚାରି ଥିଲେ । ଅମର ଦୀପ ର କଥା ଶୁଣି ଡରି ଯାଇ ଥିଲେ ପୋଲିସ । ଅମର ଦୀପ କହି ଥିଲା । ମୁଁ ଖୁସବୁ କୁ ମାରି ଦେଇଛି । ତାର ତଂଟି ଚିପି ଗୋଟେ ଘରେ ପରେଇ ମାରି ଦେଇଛି । ଆଉ ଟିକେ ବଂଚି ଥିଲା ମୁଣ୍ଡରେ ଇଟା ଛେଞ୍ଚି ମାରି ଦେଇଛି ।
ତେବେ ଘଟଣା କେବଳ ସେତିକି ନ ଥିଲା । ପୁଣି ଡରି ଯାଇ ଥିଲେ ପୋଲିସ । ମୁଁ କେବଳ ଜଣକୁ ମାରି ନ ଥିଲି ମୁଁ ମୋ ଭଉଣୀ କୁ ମଧ୍ୟ ମାରିଚି ଓ ଆଉ ଜଣେ ସମ୍ପର୍କୀୟ ଭଉଣୀ କୁ ମଧ୍ୟ ମାରି ଦେଇଛି । ଏ କଥା ଶୁଣି ତାଙ୍କ ଘର ଲୋକ ପୋଲିସ କୁ କହିଲେ , ଆମେ ଆଜ୍ଞା ଏ କଥା ଜାଣି ଥିଲୁ । ହେଲେ କାଳେ ପିଲାଟି ଆଗକୁ ସୁଧୁରି ଯିବ ସେଥି ପାଇଁ ଆମେ କିଛି କହୁ ନ ଥିଲୁ ।
ତେବେ ପିଲାଟି ବିଷୟ ରେ ଡକ୍ଟର କହୁ ଥିଲେ ତାକୁ ଗୋଟେ ରୋଗ ହୋଇଛି । ଯେଉଁ ରୋଗ ରେ ସେ କେବଳ ଝିଅ ପିଲାକୁ ମାରିବ ଓ ତାଙ୍କ ରକ୍ତ ଦେଖି ଖୁସି ହେବ । କେବଳ ସେତିକି ନୁହେଁ । ଅନ୍ୟ କୁ କଷ୍ଟ ଦେବାରେ ତାକୁ ବହୁତ ଖୁସି ଲାଗି ଥାଏ ।
ତେବେ ତାକୁ ଗୋଟେ ମେଣ୍ଟାଲ ହସ୍ପିଟାଲ ରେ ଆଡ୍ମିସନ କରାଇ ଥିଲେ । ଏବେ ସେ ପିଲା କଣ କରୁଛି ଚିନ୍ତା ର ବିଷୟ । କାରଣ ସେ ପିଲା ଏବେ ଆଉ ମେଣ୍ଟାଲ ହସ୍ପିଟାଲ ରେ ନାହିଁ । ସେ ପିଲା ବହୁତ ଭୟଙ୍କର କାହାକୁ କୁ ବି ମାରି ଦେଇ ପାରେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।