ସବୁ ସମୟ ଖବର ସାଥିରେ

Sarathi ବାବାଙ୍କୁ ଝୁରୁଛନ୍ତି ସୁନ୍ଦରୀ ଭକ୍ତ, ସାରଥୀଙ୍କୁ ପାଖକୁ ଡାକୁଛନ୍ତି ଫୋଟ ସହ ଭିଡ଼ିଓ କରୁଛନ୍ତି ମହିଳା ଆଉ ଲୋକମାନେ ଯାହା କହିଲେ…ଦେଖଃସନ୍ତୁ Video

0 11

ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ସବୁଠାରୁ ଅଧିକ ରହିଛନ୍ତି ଭଣ୍ଡ ସାରଥୀ ବାବା ଙ୍କୁ ସୁନ୍ଦରୀ ଭକ୍ତ। ବାବା ଜେଲ ଯିବା ପରେ ମଧ୍ୟ ଏହି ମହିଳା ଭକ୍ତ ଙ୍କର ନିଶା ଉତୁରି ନାହିଁ, ଆଜି ବି ସେ ସାରଥୀ ବାବା ଙ୍କ ପାଇଁ ପାଗଳ ଅଟନ୍ତି। କେତେବେଳେ ସାରଥୀ ବାବା ଙ୍କର ଫୋଟ କୁ ସଜେଇ ତାଙ୍କ ସହ ଭିଡ଼ିଓ କରୁଛନ୍ତି ଓ ସେଲ୍ଫି ନେଉଛନ୍ତି ତ ପୁଣି କେତେବେଳେ ବାବା ଙ୍କ ର ଫୋଟ ସହ ରିଲସ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି।

ତେବେ ତାଙ୍କର ଏହିପରି ପାଗଳାମୀ କୁ ଦେଖି ସବୁ ଆଶ୍ଚର୍ଯ୍ୟ ଚକିତ ହୋଇଯାଉଛନ୍ତି।ତେବେ ବନ୍ଧୁଗଣ ଆମେ ବର୍ତ୍ତମାନ ଏକ ଅତ୍ୟାଧୁନିକ ତଥା ଯନ୍ତ୍ରପାତି ର ଦୁନିଆଁ ରେ ବସବାସ କରୁଛନ୍ତି କିନ୍ତୁ ଏବେ ବି ମଣିଷ ର ମାନସିକତା ରେ ପରିବର୍ତ୍ତନ ଦେଖଯାଉ ନାହିଁ।

ଏବେ ବି ଲୋକମାନେ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇ ବସିଛନ୍ତି ଆଉ ପ୍ରକୃତ ଭଗବାନ ଙ୍କୁ ଛାଡି ଭଣ୍ଡ ବାବା ମାନଙ୍କ ଉପରେ ବିଶ୍ୱାସ କରୁଛନ୍ତି। ତେବେ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଏହିଭଳି ଏକ ଘଟଣା କୁ ନେଇ ଖୁବ ଚର୍ଚ୍ଚା ଚାଲିଛି ଆଉ ଯିଏ ବି ଏହି ଭିଡ଼ିଓ ଟିକୁ ଦେଖୁଛନ୍ତି ସେ ଆଶ୍ଚର୍ଯ୍ୟ ଚକିତ ହୋଇ ସେହି ବ୍ୟକ୍ତି ଙ୍କୁ ଦେଖୁଛନ୍ତି।

ତେବେ ଭିଡ଼ିଓ ଟି କିଛି ଏହିପରି ରହିଛି କି ଓଡ଼ିଶାର ଜଣେ ସୁନ୍ଦରୀ ମହିଳା ଏବେ ବି ବିଶ୍ୱାସ କରନ୍ତି କି ବାବା ସାରଥୀ ମାନବ ରୂପ ରେ ଭଗବାନ ଜଗନ୍ନାଥ ଙ୍କ ର ରୂପ ଅଟନ୍ତି। ସେହି ସୁନ୍ଦରୀ ମହିଳା ଭକ୍ତ ଜଣଙ୍କ ବାବା ଙ୍କ ଉପରେ ଏକ ଗୀତ ମଧ୍ୟ ଗାଇଛନ୍ତି ।ସେହି ଗୀତ ଟି ହେଉଛି , “ତୁ ମୋ କାଳିଆ ତୁ ମୋ ଜଗା ….ମୋ କୋଳ କୁ ଆ ମୁଁ ତୋତେ ମୋ କୋଳରେ ଦେବୀ ଜାଗା”।ଆଉ କେବେ କେବେ ସେ ବାବା ଙ୍କର ଫୋଟ କୁ ଫୁଲ ମାଳ ଦେଇ ସଜେଇ ଦେଉଛନ୍ତି ଆଉ ତାଙ୍କ ସହ ରିଲସ ଭିଡ଼ିଓ ବନାଇ ସୋସିଆଲ ମିଡ଼ିଆ ରେ ସେୟାର କରୁଛନ୍ତି।

ତେବେ ଏହି ଭିଡ଼ିଓ ଟି ବିଷୟ ରେ ଦେଖିବା ପରେ ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇଯାଇଛନ୍ତି କାରଣ ଭଣ୍ଡ ବାବା ସାରଥୀ ନିଜକୁ ଭଗବାନ ଙ୍କର ରୂପ ବୋଲି କହି ହଜାର ହଜାର ଲୋକଙ୍କୁ ଥକି ଥିଲେ ଆଉ ପରେ ଜଣାପଡି ଥିଲା ତାଙ୍କର ଅସଲ ରୁପ।

ସେ ଭଗବାନ ଙ୍କ ନାମ ରେ ଲୋକ ଙ୍କୁ ଭଣ୍ଡେଇ ଟଙ୍କା ନେବା ସହ ଯୁବତୀ ମାନଙ୍କ ସହ ତାଙ୍କର ଖରାପ ଯୋୖନ ସମ୍ପର୍କ ମଧ୍ୟ ଥିଲା। ତେବେ ଏହାର ପର୍ଦାଫାସ ହେବା ପରେ ବର୍ତ୍ତମାନ ସାରଥୀ ଜେଲ ରେ ଅଛନ୍ତି। ମାତ୍ର ଏତେ ପରେ ଏହି ବ୍ୟକ୍ତି ଜଣଙ୍କ ସାରଥୀ ଭଣ୍ଡ ଉପରେ ବିଶ୍ୱାସ ରଖିଛନ୍ତି ଯାହାକି ଅତ୍ୟନ୍ତ ବିସ୍ମୟକର ଘଟଣା ଅଟେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।