
Braking News – ସେ-କ୍ସ କରିବା ପାଇଁ ସରକାର ଦେଲେ ଆଇକାର୍ଡ ଦେଖନ୍ତୁ କେମିତି ମାଳିସାହି ରେ ବଣ୍ଟାହେଲା ଆଇକାର୍ଡ…..ଦେଖନ୍ତୁ video
କୁହା ଯାଇଥାଏ କି ପେଟ ପାଇଁ ନାଟ। ଲୋକେ ପେଟ ପୋଷିବା ପାଇଁ ଭିନ୍ନ ଭିନ୍ନ ବୃତ୍ତିକୁ ଆପଣାଇ ଥାନ୍ତି। କିନ୍ତୁ ଆମ ସମାଜରେ ଏମିତି ଅନେକ ଯେଉଁମାନେ କି ପେଟ ପୋଷିବା ପାଇଁ ଜଣେ ଜଣେ ଦେହଜୀବୀ ପାଲଟି ଯାଇଛନ୍ତି। ଯେଉଁ ମାନଙ୍କୁ ଆମ ସମାଜ ସହଜରେ ଗ୍ରହଣ କରି ପାରେ ନାହିଁ। ଯଦିଓ ଦେହଜୀବୀ ମାନଙ୍କୁ ସମ୍ମାନର ସହ ବଞ୍ଚିବା ପାଇଁ ସେମାନଙ୍କ ସ୍ଵତନ୍ତ୍ର ପାଇଁ ଆଇନ୍ ରହିଛି, ହେଲେ ଏ ସମାଜ ସେମାନଙ୍କୁ କେବେ ସମ୍ମାନ ଦେଇନାହିଁ ।ରାଜଧାନୀର ମାଲିସାହି ନାଁ ଶୁଣିଲେ ଲୋକଙ୍କ ମନରେ ଏକ ବିତୃଷ୍ଣା ଭାବ ସୃଷ୍ଟି ହୋଇଥାଏ। ଆଉ ସମାଜ ସେମାନଙ୍କୁ କଳଙ୍କର ଆଖ୍ୟା ଦେଇ ଥାଏ।
ତେବେ ଆପଣ ମାନେ ସମସ୍ତେ ମାଳିସାହି ନାଁ ତ ନିଶ୍ଚୟ ଭାବେ ଶୁଣିଥିବେ। ମାଳିସାହିରେ ଅନେକ ଦେହଜୀବୀ କାମ କରି ଆସୁଛନ୍ତି। ଯେଉଁ ମାନେ ରାତି ଦିନ ନିଜ ପେଟ ପାଟଣା ପାଇଁ କଷ୍ଟ କରନ୍ତି । ତେବେ ଏହି ଦେହଜୀବୀ ମାନେ କେବେ ଖୁସିରେ ରୂପଜୀବୀ ହେବାକୁ ଆସି ନଥାନ୍ତି ମାଳିସାହିରେ ଥିବା ପ୍ରତ୍ୟେକ ଦେହଜୀବୀଙ୍କ ଜୀବନ ଖୁବ୍ ସଂଘର୍ଷ ମୟ। କିନ୍ତୁ ସମାଜ ଏହାକୁ ନେଇ ସମାଜ ଠାରୁ ସେମାନଙ୍କୁ ବହୁତ୍ କଟୁ କଥା ସହ୍ୟ କରିବାକୁ ପଡ଼ିଥାଏ। ସମାଜ ଏମାନଙ୍କ ଚରିତ୍ର ଉପରେ ଆଙ୍ଗୁଠି ଉଠାଇଥାଏ।
ତେଣୁ ସମାଜର ଟାହି ଟାପରାରୁ ଏମାନଙ୍କୁ ବଞ୍ଚାଇବା ପାଇଁ ଦେହଜୀବୀଙ୍କ ପେଷାକୁ ଆଇନ ସମ୍ମତ ସ୍ବୀକୃତି ପ୍ରଦାନ କରିଛନ୍ତି ସୁପ୍ରିମ୍କୋର୍ଟ । ଭାରତୀୟ ସମ୍ବିଧାନ ଅନୁଚ୍ଛେଦ ୨୧ ମୁତାବକ ଦେହଜୀବୀଙ୍କୁ ମର୍ଯ୍ୟାଦାର ସହ ବଞ୍ଚିବା ନେଇ ନିର୍ଦ୍ଦେଶ ରହିଥିଲା । କିନ୍ତୁ ଏହି ଆଇନ କାର୍ଯ୍ୟକାରୀ ହୋଇ ପାରିନି।ସମାଜ ଦେହଜୀବୀଙ୍କୁ ଉଚିତ ସମ୍ମାନ ଦେଉ ନାହିଁ। ତେବେ ପୁଣିଥରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାଳିସାହିରେ ବେପାର କରୁଥିବା ସମସ୍ତ ମହିଳା ମାନଙ୍କ ସହଯୋଗ ପାଇଁ ବିଭିନ୍ନ ଯୋଜନା କରିଛନ୍ତି। ଯାହା ବିଷୟରେ ଜାଣିଲେ ଆପଣ ମାନେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ। ତେବେ ଆସନ୍ତୁ ଜାଣିବା ମାଳି ସାହିରେ କାମ କରୁଥିବା ଦେହଜିବୀଙ୍କ ପାଇଁ ସରକାର କେଉଁ ଯୋଜନା ଆଣିଛନ୍ତି।
ତେବେ ସରକାରଙ୍କ ତରଫରୁ ମାଳି ସାହିରେ କାମ କରୁଥିବା ଦେହଜୀବୀ ମାନଙ୍କୁ ମିଳିଛି ସ୍ଵତନ୍ତ୍ର ପରିଚୟ ପତ୍ର। ଏମାନନେ ଏହି ଆଇକାର୍ଡ ମାଧ୍ୟମରେ ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ପାଇ ପାରିବେ। ଦେହଜିବୀ ମାନଙ୍କୁ ଏହି ଆଇକାର୍ଡଟି ମିଳିବା ଦ୍ଵାରା ମାଳିସାହିରେ ଥିବା ପ୍ରତ୍ୟକ ମହିଳା ମାନଙ୍କର ଏବେ ଏକ ସ୍ଵତନ୍ତ୍ର ପରିଚୟ ରହିବ। ଆଗରୁ ଏହି ମହିଳା ମାନଙ୍କର କୌଣସି ପରିଚୟ ନଥିଲା।ଏହି ଆଇକାର୍ଡ ମାଧ୍ୟମରେ ମହିଳା ମାନଙ୍କୁ ଅନେକ ସୁବିଧା ସୁଯୋଗ ମଧ୍ୟ ଦିଆଯିବ। ଏହି ଆଇକାର୍ଡ ମିଳିବା ପରେ ମାଳିସାହିରେ ଥିବା ପ୍ରତ୍ୟକ ମହିଳା ବହୁତ ଖୁସି ଥିବାର କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।