
ସାମ୍ନାକୁ ଆସିଲା ଟେଲି”Tele” ଅଭିନେତ୍ରୀ ରଶ୍ମିରେଖାଙ୍କ ଶେଷ ଭିଡିଓ ..ଜୀବନ ହାରିବା ପୂର୍ବରୁ ମନଭରି କରିଥିଲେ ଡ୍ୟାନସ ଭିଡିଓ ଦେଖିଲେ କାନ୍ଦିବାକୁ ଲାଗିବେ କାଲି ଯିଏ ନାଚୁଥିଲା ଆସି ସିଏ…..
ବନ୍ଧୁମାନେ ଆପଣ ମାନେ ସମସ୍ତେ ଜାଣିଛନ୍ତି ନିକଟରେ ଟିଭି ଅଭିନେତ୍ରୀ ରଶ୍ମିରେଖା ଙ୍କ ମୃତ୍ୟୁ ମାମଲା ଖୁବ ଚର୍ଚ୍ଚାରେ ରହିଛି ।ଆଉ ଏହାକୁ ନେଇ ଓଡ଼ିଆ ଟେଲି ଜଗତର ମାହଲ ଗରମ ରହିଥିବା ବେଳେ ଦିନକୁ ଦିନ ଏହି ଆତ୍ମହତ୍ୟା ର ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି, ଯାହା କୋଉ ରହସ୍ୟର ଉନ୍ମୋଚନ ଠାରୁ କମ ନୁହେଁ ।ଆଉ ଏହି ଭିତରେ ରଶ୍ମିରେଖା ଙ୍କର ଗୋଟିଏ ନୁଆ ଡ୍ୟାନ୍ସ ଭିଡ଼ିଓ ସୋସିଆଲ ମେଡିଆରେ ଦେଖିବାକୁ ମିଳିଛି ଯାହା ସମସ୍ତଙ୍କୁ ଆଉ ଏକ ନୂଆ ଝଟକା ଦେଇଛି ।
ତେବେ ରଶ୍ମିରେଖା ଯିଏ ଜଣେ ଟିଭି ପରଦାର ସୁପରିଚିତ ଅଭିନେତ୍ରୀ ନୂଆ ନୂଆ ପାଦ ଥାପିଥିଲେ ଟିଭି ପରଦାରେ କିନ୍ତୁ ଖୁବ କମ ସମୟ ଭିତରେ ମନ ଜିତି ପାରିଥିଲେ ଦର୍ଶକ ମାନଙ୍କର ।କିନ୍ତୁ ତାଙ୍କର ହଠାତ ଆଶ୍ଚର୍ଯ୍ୟ ଜନକ ଭାବେ ଆତ୍ମହତ୍ୟା କରିଥିବାର ଘଟଣା ସମସ୍ତଙ୍କୁ ଚମକାଇ ଦେଇଥିଲା ।
ତେବେ ଏହି ଅଭିନେତ୍ରୀ ନିଜ ଘର ଠାରୁ ଦୂରରେ ଭୁବନେଶ୍ୱର ର ନୟାପିଲି ଏକ ଠାରେ ଭଡା ଘରେ ରହୁଥିଲେ ।ଆଉ ସେ ଅବିବାହିତ ଥିଲେ କିନ୍ତୁ ତାଙ୍କ ମୃତ ଶରୀରରେ ସେ ଶଙ୍ଖା ଓ ସିନ୍ଦୁର ପିନ୍ଧିଥିବାର ଦେଖିବାକୁ ମିଳିଥିଲା ।ଆଉ ଏହା ପରେ ସନ୍ଦେହ ଅଧିକା ବଡିବା ପରେ ଧୀରେ ଧୀରେ ନାନା ସୁରାକର ଖୋଜବିନ ଚାଲିଥିଲା ।
ଆଉ ଏହି ମୁହୂର୍ତ୍ତରେ ଗୋଟିଏ ଶେଷ ଭିଡ଼ିଓ ଦେଖିବାକୁ ମିଳିଛି ରଶ୍ମିରେଖାଙ୍କ ର ତେବେ ଭିଡ଼ିଓ ଦେଖି ଜଣା ପଡୁଛି ସେ ଗୋଟିଏ ବାର ଭିତରେ ଗୋଟିଏ ସେଡ ଓଡ଼ିଆ ସଙ୍ଗରେ ଡ୍ୟାନ୍ସ କରୁଛନ୍ତି ।ତେବେ ଗୀତଟି ହେଉଛି “ସାଥୀଟେ ହେଇ ରାତିକ ପାଇଁ କାଇଁ ଦୁରେଇ ଗଲୁ କହ…..” ।ଆଉ ଏହି ଗୀତରେ ଡ୍ୟାନ୍ସ କରୁଥିବାର ଦେଖି ଜଣା ପଡୁଛି ଯେ ମୃତ୍ୟୁ ବହୁତ ଦୁଃଖୀ ଥିଲେ, ଆଉ ଏହି ଗୀତ ତାଳରେ ନିଜ ନିଜ ଦୁଃଖ ପ୍ରକାଶ କରିବାକୁ ଚେଷ୍ଟା କରିଛନ୍ତି ।କିନ୍ତୁ ସେତେବେଳେ ତାଙ୍କ ହୃଦୟର ଦୁଃଖକୁ କେହି ବୁଝିପାରି ନଥିଲେ ।
ତେବେ ଏହି ଭିଡ଼ିଓଟି ରଶ୍ମିରେଖାଙ୍କ ର ଜଣେ ଘନିଷ୍ଠ ଫେଣ୍ଡ ଏବେ ସେଆର କରିଛନ୍ତି ତାପରେ ଭିଡ଼ିଓଟି ପୁରା ଚର୍ଚ୍ଚାରେ ରହିଛି ।ଏହା ଆଗରୁ ଆଉ କିଛି ଏମିତି ଦୁଃଖଭରା ସଟ ଭିଡ଼ିଓ ବି ଦେଖିବାକୁ ମିଳିଥିଲା ।ତେବେ ନିକଟରେ ପୋଷ୍ଟମଟମ ରିପୋର୍ଟ ରୁ ଜଣାପଡିଛି ସେ 3 ମାସର ପ୍ରେଗନେଣ୍ଟ ବି ଥିଲେ କିନ୍ତୁ ଏଯାଏ ଆତ୍ମହତ୍ୟା କରିବା ପଛର ପକୃତ ଦୋଷୀ ଓ କାରଣ ବାହାର ହେଇପାରି ନଥିବା ବେଳେ ।ପୋଲିସ ସନ୍ଧିକ୍ତ ଵ୍ୟକ୍ତି ମାନଙ୍କୁ ଗିରଫ କରି ପଚରା ଉଚାର କରିଛି ।ତେବେ ଆଶା କରାଯାଉଛି ଖୁବ ଜଲଦି ରଶ୍ମିରେଖାଙ୍କ ସୁଇଡାଇଡ଼ କେଶର ପଖଟୁ ଦୋଷୀ ସାମ୍ନାକୁ ଆସିବେ ଆଉ ତାଙ୍କୁ ନ୍ୟାୟ ମିଳିବ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।