
ସମ୍ପର୍କ ରଖିବା_ବେଳେ_ଚାଲିଗଲା_ଜୀବନ ସେ କହିଲା ମୁଁ କ୍ଲିନ୍ ଅଛି ଏହାପରେ ମୁଁ ସେକ୍ସ୍ କଲି ହେଲେ ବ୍ଲିଡ଼ିଂ ପରେ ସେ ବେହୋସ୍ ହେଇଗଲା…ଦେଖନ୍ତୁ CCTV ଭିଡିଓ
ଆଜୁର ଦୁନିଆରେ ଯୁବପିଢ଼ି ମାନେ ନିଜ ଭିତରେ ଆଉ ସଂଯମତା ଭୁଲି ଗଲେଣି ନିଜ ପରିବାର କଥା ଭୁଲି ଆଉ କାହା ସହିତ ପ୍ରେମ ସମ୍ପର୍କ ଗଡି ତଳୁଛନ୍ତି ଆଉ ପରେ ସେ ଭଲ ପାଇବାର ପରିଣାମ ବି ଭୋଗିବାକୁ ହେଉଛି ।ତେ ବେ ଆଜିର ପ୍ରେମରେ ସ୍ବାର୍ଥ ଲୁଚି ରହିଥାଏ କୋଉଠି ଝିଅର ସ୍ୱାର୍ଥ ରହିଥାଏ ତ ପୁଣି କୋଉଠି ପୁଅର ସ୍ୱାର୍ଥ ଲୁଚି ରହିଥାଏ ।
ଆଉ ଯେତେବେଳେ କାହାର ବି ସ୍ୱାର୍ଥ ହାସଲ ହେଇଗଲା ସେତେବେଳେ ସେହି ସମ୍ପର୍କରେ ପୂର୍ଣ୍ଣଛେଦ ପଡ଼ିଯାଏ ।ତେବେ ଏବେକାର ପ୍ରେମ ସମ୍ପର୍କରେ ପବିତ୍ରତା ନାହିଁ କେବଳ ଶାରିରୀକ ସମ୍ପର୍କକୁ ମହତ୍ତ୍ଵ ଦିଆ ଯାଉଛି ।ତେବେ ଏହା କଣ ସତରେ ପ୍ରକୃତ ଭଲପାଇବା !
ପ୍ରକୃତ ଭଲପାଇବାରେ ପବିତ୍ରତା,ଭରଷା,ବିଶ୍ୱାସ ରହିଥାଏ ମାତ୍ର ଏବେକାର ପ୍ରେମରେ କେବଳ ଶରୀରତ ଭୋକ ମେଂଟେଇବା ର ଏକ ବାହାନା ଅଟେ ।ତେବେ ଆଜି ଆମେ ଏମିତି ଗୋଟାଏ ଘଟଣା ଖୀବୁ ଯାହା ଶୁଣିଲେ ନିଶ୍ଚିତ ଭାବିବେ ଯେ ଏହି ଯୁବପିଡ଼ି କୋଉ ପ୍ରକାରର ଅଧପତନ କୁ ଗତି କରୁଛି।ତେବେ
ଆଜିର ଏହି ଘଟଣାରେ ଜଣେ ପ୍ରେମିକ ତାଙ୍କ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ରଖିବାର କିଛି ସମୟ ପରେ ପ୍ରେମିକାର ମୃତ୍ୟୁ ଘଟିଥିଲା ।ତେବେ କଥାଟି ଶୁଣିବାକୁ କେମିତି ଲାଗୁଛି ନା,କିନ୍ତୁ ଏହା ସତ୍ୟ ଅଟେ ଏବେ ଆସନ୍ତୁ ଜାଣିବା ଏହି ଘଟଣା ର ସମ୍ପୁର୍ଣ୍ଣ ତଥ୍ୟ ବିଷୟରେ ।
ତେବେ ଘଟଣାଟି ହେଉଛି ବରଗଡ଼ ଜିଲ୍ଲାର ଯେଉଁ ଠାରେ ଜଣେ 17 ବର୍ଷର ଯୁବତୀ ଧିତ 23 ବର୍ଷର ଯୁବକଙ୍କ ଲୁଚାଛପା ପ୍ରେମ ଚାଲିଥିଲା ।ତେବେ ଯୁବତୀ ଜଣଙ୍କ ବରଗଡ଼ ମହିଳା ମହା ବିଦ୍ୟାଳୟରେ ପାଠ ପଡ଼ୁଥିଲେ, ବାପା କେତେ ଆଶା କରି ପାଠ ପଡ଼ିବାକୁ ଛାଡିଥିଲେ ଝିଅକୁ କିନ୍ତୁ ଝିଅ ଏଠି ଆଉ କାହା ପ୍ରେମରେ ପାଗଳ ଥିଲା ।ତେବେ ଘଟଣା ଅନୁଯାୟୀ ସେଦିନ ଯୁବତୀ କଲେଜ ଯିବା ବାହାନାରେ ଯୁବକଙ୍କ ପାଖକୁ ଯାଉଥିଲେ ଆଉ ଉଭୟ ବରଗଡ଼ରେ ଗୋଟିଏ ଲଜରେ ରୁମ ନେଇ ରହିଥିଲେ ।କିନ୍ତୁ କିଛି ସମୟ ରହିବା ଭିତରେ ଉଭୟ ଭିତରେ ରହିଥିଲା ଶାରୀରିକ ସମ୍ପର୍କ କିନ୍ତୁ ହଠାତ ଯୁବତୀ ଜନଙ୍କ ବେହସ ହେଇ ଯାଇଥିଲେ ।
ଆଉ ତାପରେ ଯୁବକ ଜଣଙ୍କ ଯୁବତୀକଜ ବଡ଼ଗଡ଼ ବଡ଼ ହସ୍ପିଟାଲକୁ ନେଇ ଆସିଥିଲେ ଆଉ ସେଠାରେ ଯୁବତୀଙ୍କୁ ଡାକ୍ତର ମୃତ ବୋଲି ଜଣେଇଥିଲେ ।ତା ପରେ ଯୁବକ ଜଣଙ୍କ ଯୁବତୀର ଶବକୁ ଧରି କାନ୍ଦିବାକୁ ଲାଗିଥିଲେ ତେବେ ଏହି ସବୁ କଥା ସେହି ଯୁବକ ଜଣଙ୍କ ନିଜେ ସ୍ୱୀକାର କରିଛନ୍ତି ।ତେବେ ସେ ଆହୁରି କହିଥିଲେ କି ଆଗରୁ ତାଙ୍କ ଭିତରେ ଶାରୀରିକ ସମ୍ପର୍କ ରହିଥିଲା ମାତ୍ର ଆଜି କେମିତି ଏପରି ହେଲା ତାହା ଜାଣି ନାହାନ୍ତି ।ତେବେ ସବୁପରେ ପୋଲିସ ଏହି ଘଟଣାରେ କାର୍ୟ୍ଯନୁଷ୍ଠାନ ନେଇଥିଲେ ଆଉ ସେହି ପ୍ରେମିକକୁ ହସ୍ପିଟାଲ ରୁ ଗିରଫ କରିଥିଲେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।