
ସକାଳୁ ସକାଳୁ ଉଠିଲା ପରେ କୁହନ୍ତୁ କେବଳ ଏହି ୨ ଶବ୍ଦ ବିନା ପୂଜା ରେ ହେବ ମନସ୍କାମନା ପୂର୍ଣ୍ଣ ….
ମନୁଷ୍ୟ ଜୀବନରେ ସମସ୍ତେ ଚାହାଁନ୍ତି ଖୁସି ରହିବା ପାଇଁ। ଆଉ ତାଙ୍କ ଜୀବନରେ କେବେବି ଧନର ଅଭାବ ନରହୁ ଚାହିଁଥାନ୍ତି। କିନ୍ତୁ ବେଳେବେଳେ ଆମର ଏମିତି କିଛି ପରିସ୍ଥିତି ଆସିଥାଏ ଯେଉଁଥି ପାଇଁ ଆମକୁ ଅନେକ ଗୁଡ଼ିଏ ସମସ୍ୟା ଦେଇ ଆମେ ଗତି କରିବା ପାଇଁ ପଡିଥାଏ। ପାରିବାରିକ ସମସ୍ୟା ହେଉ କିମ୍ବା କୌଣସି କାରଣ ପାଇଁ ଆପଣ ଖୁବ୍ ଟେଂସନ୍ ରହିଥାନ୍ତି।ଆଉ ବେଳେବେଳେ ଆମକୁ କିଛି ବି କାମ କରିବାକୁ ଇଚ୍ଛା ହୋଇ ନଥାଏ ମନ ଭିତରକୁ ଅନେକ ନକାରାତ୍ମକ ଭାବନା ଆସିଥାଏ।
ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ହେଲେ ସଂସାରର କିଛି ନୀତି ନିୟମକୁ ମାନି ଚଳିବା ପାଇଁ ପଡିଥାଏ। ଆଉ ଯେଉଁ ସବୁ ନୀତି ନିୟମ ମାନି ଚଳିବା ଦ୍ଵାରା ମାତା ଲକ୍ଷ୍ମୀଙ୍କ ବିଶେଷ କୃପା ଲାଭ ହୋଇଥାଏ। ମା ଲକ୍ଷ୍ମୀ ଧନର ଦେବୀ ଅଟନ୍ତି ଆଉ ମା ଲକ୍ଷ୍ମୀ ଘରକୁ ଆସିଲେ ଘରେ ସମୃଦ୍ଧି ହୋଇଥାଏ। ତେବେ ଆପଣ ଯଦି ମା ଲକ୍ଷ୍ମୀଙ୍କ କୃପା ଲାଭ କରିବା ପାଇଁ ଚାହୁଁଛନ୍ତି ଏବଂ ଆପଣଙ୍କ ଜୀବନରେ ଲାଗି ରହିଥିବା
ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି ତେବେ ପ୍ରତି ଦିନ ସକାଳେ କେବଳ ଏହି ଗୋଟିଏ କାମ କରନ୍ତୁ।ଆଜି ଆମେ ଆପଣଙ୍କୁ କହିବୁ ପ୍ରତିଦିନ ସକାଳୁ ଉଠି କଣ କରିବା ଦ୍ୱାରା ଘରେ ସର୍ବଦା ମା ଲକ୍ଷ୍ମୀ ପ୍ରବେଶ କରିଥାନ୍ତି ଏବଂ ଘରେ ସର୍ବଦା ସୁଖ ଶାନ୍ତି ଲାଗି ରହିଥାଏ। ତେବେ ଆସନ୍ତୁ ଜାଣିବା ଏଥି ପାଇଁ ଆପଣଙ୍କୁ କଣ କରିବା ପାଇଁ ପଡିବ।
ତେବେ ଆପଣଙ୍କୁ କେବଳ ଦୁଇଟି ଶବ୍ଦ କହିବା ପାଇଁ ପଡ଼ିବ। ଆଉ ଏହି ଶବ୍ଦ ଉଚ୍ଚାରଣ କଲେ ଆପଣଙ୍କ ଜୀବନରେ ଖୁସି ହିଁ ଖୁସି ରହିବ। ଆମ ଶାସ୍ତ୍ର ରେ ଏମିତି କିଛି ମନ୍ତ୍ର ରହିଛି ଯାହାର ପାଠ କରିବା ଦ୍ୱାରା ସବୁ ସମସ୍ୟା ଦୂରେଇ ଯାଇ ଥାଏ। ଆମେ ଆଜି ସେହି ମନ୍ତ୍ରଟି ଆପଣ ମାନଙ୍କୁ କହିବୁ ଆଉ ସେହି ମନ୍ତ୍ର ଟି ହେଉଛି “ଓଃ ଶୁଭେନଂ ନମ୍ଃ”। ପ୍ରତି ଦିନ ସକାଳୁ ଉଠିବା ମାତ୍ରେ ଆପଣଙ୍କୁ ଏହି ମନ୍ତ୍ରଟି କହିବାର ଅଛି।
ତେବେ ଏହି ମନ୍ତ୍ରଟି ଉଚ୍ଚାରଣ କରିବା ମାତ୍ରେ ହିଁ ଆପଣଙ୍କ ମନରୁ ନକାରାତ୍ମକ ଚିନ୍ତାଧାରା ଦୂର ହୋଇ ଯିବ। ଆଉ ମା ଲକ୍ଷ୍ମୀଙ୍କ କୃପାରୁ ଆପଣଙ୍କ ଘରେ କେବେ ଧନର ଅଭାବ ହେବ ନାହିଁ। ପାରିବାର ରେ ସୁଖ ଶାନ୍ତି ଲାଗି ରହିବ। ସମସ୍ତେ ମିଳିମିଶି ରହିବେ। ସମସ୍ତଙ୍କ ସ୍ୱାସ୍ଥ୍ୟ ଜନିତ ସମସ୍ୟା ମଧ୍ୟ ଦୂରେଇ ଯିବ। ତେଣୁ ଆପଣ ଏହି ମନ୍ତ୍ରଟିକୁ ପ୍ରତିଦିନ ବିଛଣାରୁ ଉଠିବା ମାତ୍ରେ କରନ୍ତୁ। ଦେଖିବେ ଆପଣଙ୍କ ଜୀବନରେ ସବୁ ପ୍ରକାର ସମସ୍ୟା ଦୂରେଇ ଯିବ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।