ସବୁ ସମୟ ଖବର ସାଥିରେ

ଦେଖନ୍ତୁ viral ଭିଡିଓ ! ସକାଳୁ ସକାଳୁ ଝରଣା ମଝିରେ ରାଣୀ ପଣ୍ଡାଙ୍କ hot ଭିଡ଼ିଓ ହେଲା ଭାଇରାଲ …ଏକୁଟିଆରେ ଦେଖନ୍ତୁ ଭିଡ଼ିଓ

0 24

ଆପଣ ମାନେ ଯାତ୍ରା ଜଗତର କୁଇନ ରାଣୀ ପଣ୍ଡାଙ୍କୁ ତ ନିଶ୍ଚିତ ଭାବେ ଜାଣିଥିବେ। ଅନେକ ସମୟରେ ନିଜ ରୋକ୍ ଠୋକ୍ କଥାବାର୍ତ୍ତାକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ଅଭିନେତ୍ରୀ ରାଣୀ ପଣ୍ଡା। ଅଭିନେତ୍ରୀ ରାଣୀ ପଣ୍ଡା ଅନେକ ଯାତ୍ରା ରେ ଅଭିନୟ କରିଛନ୍ତି ଅନେକ ଷ୍ଟେଜ ଶୋ ମଧ୍ୟ କରିଛନ୍ତି। ଆଉ ସେ ଏବେ ଅନେକ ଆଲବମରେ ମଧ୍ୟ ନଜର ଆସୁଛନ୍ତି। ଅନେକ ଦର୍ଶକ ରାଣୀ ପଣ୍ଡାଙ୍କ ଅଭିନୟ ଦେଖିବାକୁ ଖୁବ୍ ପସନ୍ଦ କରିଥାନ୍ତି। ଅଭିନେତ୍ରୀ ରାଣୀ ପଣ୍ଡା କେବଳ ଭଲ ଅଭିନୟ କରନ୍ତି ନାହିଁ ଖୁବ୍ ସୁନ୍ଦର୍ ଗୀତ ଗାଆନ୍ତି ଏବଂ ସେ ଜଣେ ଭଲ ଡାନ୍ସର ମଧ୍ୟ। ଅନେକ ଦର୍ଶକ ରାଣୀ ପଣ୍ଡାଙ୍କ ଡାନ୍ସ ଦେଖିବାକୁ ଅଧିକ ଆଗ୍ରାହିତ ଥାନ୍ତି।
ଏହା ଛଡା ରାଣୀ ପଣ୍ଡାଙ୍କ ଅନ୍ୟ ଏକ ଭଲ ଗୁଣ ହେଉଛି ସେ କେବେ ବି ଗରୀବ ଅସହାୟ ଲୋକ ମାନଙ୍କ ଦୁଃଖ ଦେଖି ପାରନ୍ତି ନାହିଁ ଆଉ ସର୍ବଦା ଗରୀବ ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସନ୍ତି। ମହାବାତ୍ୟା ହେଉ କିମ୍ବା କରୋନା ମହାମାରୀ ହେଉ ରାଣୀ ପଣ୍ଡା ଗରୀବ ଅସହାୟ ଲୋକଙ୍କୁ ସାହାଯ୍ୟ କରୁଥିବାର ନଜର ଆସି ଥିଲେ। ଆଉ ସେଥି ପାଇଁ ଓଡ଼ିଶାର ଅଗଣିତ ଦର୍ଶକ ରାଣୀ ପଣ୍ଡାଙ୍କ ଫ୍ୟାନ ଅଟନ୍ତି।

ତେବେ ଆପଣ ମାନେ ଜାଣିଥିବେ କି ରାଣୀ ପଣ୍ଡା ସବୁ ସମୟରେ ସୋସିଆଲ ମିଡିଆରେ ଆକ୍ଟିଭ ରୁହନ୍ତି। ଅନେକ ସମୟରେ ଲାଇଭ ଆସି ଫ୍ୟାନସ ମାନଂକ ସହିତ ସମୟ ବିତାଇ ଥାନ୍ତି। ଅଭିନେତ୍ରୀ ରାଣୀ ପଣ୍ଡାଙ୍କୁ ନେଇ ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆ ରେ ଅନେକ କିଛି ଚର୍ଚ୍ଚା ହୋଇଥାଏ । ରାଣୀ ପଣ୍ଡା ଜଣେ ଖୋଲା ହୃଦୟର ବ୍ୟକ୍ତିତ୍ଵ ଅଟନ୍ତି ଆଉ ସେ କଥା ଛଳରେ ଏମିତି କିଛି କଥା କହି ଦେଇ ଥାନ୍ତି ଯାହା ଅନେକଙ୍କୁ ବେଶ୍ ପସନ୍ଦ ଆସିଥାଏ।ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ରାଣୀ ପଣ୍ଡା ଙ୍କ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି। ଯାହା ଫ୍ୟାନସ୍ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ତେବେ ଆସନ୍ତୁ ସେ ବାବଦରେ ଜାଣିବା।

ବର୍ତ୍ତମାନ ସମୟରେ ରାଣୀ ପଣ୍ଡାଙ୍କୁ ଏକ ସୁନ୍ଦର୍ ହ୍ୱାଇଟ୍ ଶାଢ଼ୀ ପିନ୍ଧି ଝରଣା ମଝିରେ ଡାନ୍ସ କରୁ ଥିବାର ଦେଖିବାକୁ ମିଳୁଛି। ତାଙ୍କର ଏହି ଜବରଦସ୍ତ ଡାନ୍ସ ଦର୍ଶକ ମାନଙ୍କୁ ଖୁବ୍ ପସନ୍ଦ ଆସିଛି। ରାଣୀ ପଣ୍ଡାଙ୍କ ଏହି ହଟ୍ ଲୁକ୍ ର ଦର୍ଶକ ମାନେ ଖୁବ୍ ପ୍ରଶଂସା କରୁଛନ୍ତି। ସୂଚନା ଅନୁଯାୟୀ ଜଣା ପଡିଛି କି ଭାଇରାଲ ହେଉଥିବା ଏହି ଭିଡିଓଟି ରାଣୀ ପଣ୍ଡାଙ୍କ ଆଗକୁ ଆସୁଥିବା ଫିଲ୍ମ୍ବେ ସୁଟିଂ ସମୟର ଦୃଶ୍ୟ ଯାହାକି ଏବେ ଭାଇରାଲ ହେବାରେ ଲାଗିଛି ଆଉ ଦର୍ଶକ ମାନଙ୍କୁ ଏହା ଖୁବ୍ ପସନ୍ଦ ଆସିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।