ସବୁ ସମୟ ଖବର ସାଥିରେ

ସାହାଯ୍ୟ କଲା ଲୋକ ଆଜି ହଣା ଖାଇଲା…ପଡ଼ିଶା ଘର ରାଜେଶ ମୋ ମାଆକୁ ହାଣି ଦେଇଛି, ଆଉ ମୁଁ ହସୁଛି…ଦେଖନ୍ତୁ ଏହି viral ଭିଡ଼ିଓ..

0 12

ଜଣେ ସନ୍ତାନ ପାଇଁ ତାର ମାଆ ଦୁନିଆଁର ସବୁ ଠାରୁ ଗୁରୁତ୍ୱପୂର୍ଣ ଲୋକ ହୋଇ ଥାନ୍ତି | ତା ମାଆ ଛଡା ଦୁନିଆ ତାକୁ ଅନ୍ଧାର ଦେଖା ଯାଇ ଥାଏ | କାରଣ ମାଆର ସ୍ଥାନ କେହି ନେଇ ପାରି ନ ଥାନ୍ତି | ସେଥି ପାଇଁ ସନ୍ତାନ ଚାହିଁ ଥାଏ ଯେ ତାର ମାଆ ସର୍ବଦା ସୁରକ୍ଷିତ ଥାନ୍ତୁ ବୋଲି | କେତେକ ସ୍ଥାନରେ ଦେଖା ଯାଏ ଯେ ପିଲା ମାନେ ମାଆ ମାନଙ୍କୁ ବୃଦ୍ଧ କାଳରେ ସାହାରା ନ ହୋଇ ଅନାଦର କରି ଥାନ୍ତି | ଅନ୍ୟ କେତେ ଜଣ ବୃଦ୍ଧା ଆଶ୍ରମରେ ଛାଡି ଦେଇ ଥାନ୍ତି | କିନ୍ତୁ ଏହା କରିବା ଅନୁଚିତ |

ଯେତେ ବେଳେ ମାଆ ଉପରେ କୌଣସି ବାଧା ଆସିଲେ ପ୍ରତ୍ୟେକ ସନ୍ତାନ ଧୈର୍ଯ୍ୟ ହରା ହୋଇ ପଡି ଥାନ୍ତି | ଆଜି ଏମିତି ଏକ ଖବର ଗଣ ମାଧ୍ୟମରେ ଭାଇରଲ ହେବାରେ ଲାଗିଛି | ଯୋଉଁଠାରେ ଦେଖିବାକୁ ମିଳିଛି କି ଜଣେ ଯୁବକଙ୍କ ମାଆଙ୍କୁ ପୋଡ଼ଶୀ ଘର ଯୁବକ ହାଣି ମାରି ଦେଇଛି | ଏମିତି କ୍ଷେତ୍ରରେ କେମିତି ବା କୋଉଁ ପୁଅ ସ୍ଥିର ହୋଇ ରହି ପାରିବ | ତାଙ୍କର ପୁଅ ଧୈର୍ଯ୍ୟ ହରା ହୋଇ କାନ୍ଦି ପକାଉ ଛନ୍ତି ଗଣ ମାଧ୍ୟମ ଆଗରେ | ଆସନ୍ତୁ ଜାଣିବା ସେ ସମ୍ପର୍କରେ |ପଡିଶା ଘରର ଯୁବକ ତାଙ୍କ ମାଆ ଘରେ ଥିବା ସମୟରେ ହାଣି ଦେଇ ଥିବାର ଖବର ପାଇ ସେ ଦୌଡ଼ି ଆସି ଥିଲେ | ଏହି ଯୁବକ ଜଣଙ୍କ ନାମ ହେଉଛି ରାଜେଶ | ତାଙ୍କର ଟାଇଟେଲ ତାଙ୍କୁ ଜଣା ନ ଥିବାର କହି ଛନ୍ତି | ଯୁବକ ଜଣଙ୍କ ମାଆଙ୍କୁ ହରାଇ ନିଜର ଭାରସାମ୍ୟ ହରାଇ ବସିଛନ୍ତି | ପାଗଳ ପ୍ରାୟ ହୋଇ କାନ୍ଦି କାନ୍ଦି ହସି ପକାଉ ଛନ୍ତି ଏବଂ କହୁଛନ୍ତି ମୋତେ ଯିବାକୁ ଦିଅ ହୁଏତ ମାଆ ବଞ୍ଚି ଥିବ |ଯୁବକ ଜଣଙ୍କ ନିଜର ମାଙ୍କ ମୃତ୍ୟୁ ବିଷୟରେ ଜାଣି ନ ଥିଲେ | ସେ କସ୍ତୁରୀ ନଗରରେ ଥିବା ଏକ ଗ୍ୟାରେଜରେ କାମ କରନ୍ତି | ସେ ରାସ୍ତାରେ ଆସୁ ଥିବା ସମୟରେ ତାଙ୍କର ଜଣେ ପୁତୁରା ତାଙ୍କୁ ଫୋନ ଯୋଗେ ଜଣାଇ ଥିଲେ ଯେ ପଡିଶା ଘରର ରାଜେଶ ତାଙ୍କ ମାଆଙ୍କୁ ହାଣି ଦେଇଛି ବୋଲି | ତାଙ୍କର ମାଆ ସେମାନଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରୁ ଥିଲେ ଏବଂ ଲୋନ ନେବା ଓ ଟଙ୍କା ମଧ୍ୟ ଦେବାରେ ବହୁତ ସାହାଯ୍ୟ କରି ଥିଲେ | ତାଙ୍କର ପୁଅ କହିଛନ୍ତି କି ମୋ ମାଆ ଏତେ ସାହାଯ୍ୟ କଲା ପରେ ମଧ୍ୟ ରାଜେଶ କହିଛି କି ତାର ଜୀବନ ନଷ୍ଟ କରି ଦେଇଛି |

ମୃତ ମହିଳାଙ୍କ ପରିବାର ଏକ ଖ୍ରୀଷ୍ଟିଆନ ପରିବାର ଥିଲେ | କଣ ଝଗଡା ହୋଇଛି ତାଙ୍କର ପୁଅଙ୍କୁ ଜଣା ନ ଥିବା ବେଳେ ଭଲ କରି ଆଜି ତାଙ୍କ ମାଆ ହାଣ ଖାଇଛନ୍ତି ବୋଲି କହିଛନ୍ତି | ମୃତ୍ୟୁ ଖବର ପାଇଁ ପୋଲିସ ଉକ୍ତ ସ୍ଥାନରେ ପହଂଚି ଘଟଣାର ଛାନ ଭିନ କରୁଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।