ସବୁ ସମୟ ଖବର ସାଥିରେ

Sachetanata Ratha କାର୍ଯ୍ୟ କର୍ମରେ ଜବରଦସ୍ତ ଡ୍ୟାନ୍ସ କରି ସଚେତନତା କଲେ ଏହି ସ୍କୁଲ ଝିଅମାନେ… ମାତ୍ର 4 ଘଣ୍ଟାରେ 86 Million ରୁ ଅଧିକ ଲୋକ ଦେଖି ସାରିଲେଣି…

0 9

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ବହୁତ ସମୟରେ ଆପଣ ମାନେ ବିଭିନ୍ନ ପ୍ରକାର ଭିଡ଼ିଓ ଭାଇରାଲ ହେଉଥିବାର ଦେଖିବାକୁ ପାଇଥିବେ | ହେଲେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ପ୍ରଶଂସା ନ କରି ରହିପାରିବେନି | ହଁ ଦର୍ଶକ ବନ୍ଧୁ ତେବେ ଯେଉଁ ଭିଡ଼ିଓ ତି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ତାହା ହେଉଛି ଏକ ସ୍କୁଲର | ଯେଉଁ ଥିରେ ପିଲାଙ୍କ ମନରେ ପାଠ ପଢା ପ୍ରତି ଆକର୍ଷଣ କରିବା ପାଇଁ ଏମିତି ଏକ ନିଆରା ପ୍ରୟାସ କରଯାଇଛି ବୋଲି ଜଣାପଡିଛି | ତେବେ ଆପଣମାନେ ସୋସିଆଲ ମିଡିଆରେ ବହୁତ ସମୟରେ ସ୍କୁଲ ପିଲାଙ୍କ ସାଂସ୍କୃତିକ ଭିଡ଼ିଓ ବା ଅନ୍ୟ କିଛି ଡ୍ୟାନ୍ସ ଭିଡ଼ିଓ ଭାଇରାଲ ହେଉଥିବା ର ଦେଖିଥିବେ | ତାହେଲେ ଆସନ୍ତୁ ବନ୍ଧୁଗଣ ଏବେ ଯେଉଁ ଭିଡ଼ିଓ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି ତାହା ବିଷୟରେ ଜାଣିବା |

ତେବେ ଆମେ ଜାଣିଛୁ କି ଆଜି କାଲି ପିଲାଙ୍କ ପାଠ ପଢା ପାଇଁ ସବୁବେଳେ ଓଡିଶା ସରକାର ଙ୍କର ତତ୍ପର ଥିବା ଦେଖାଯାନ୍ତି | ଯାହା ପାଇଁ ସରକାର ପିଲାଙ୍କ ମନ ରେ ପାଠ ପଢା ଜାଗ୍ରତ କରିବା ପାଇଁ ସ୍କୁଲ ମାନଙ୍କ ରେ ଏକ ନିଆରା କାର୍ଯ୍ୟକ୍ରମ ଆୟୋଜନ କରିଛନ୍ତି | ଯାହାର ନାମ ରଖା ଯାଇଛି,ସଚେତନତା ରଥ, ଯାହା ମାଧ୍ୟାମ ରେ ସ୍କୁଲ ପରିସର ଠୁ ଆରମ୍ଭ କରି ସ୍କୁଲ ବାହାରେ ମଧ୍ୟ ପିଲାଙ୍କ ମନ ରେ ପାଠ ପଢା ପ୍ରତି ଆଗ୍ରହ ସୃଷ୍ଟି କରିପାରିବ ବୋଲି କୁହାଯାଇଛି | ତେବେ ଏହି ସଚେତନ ରଥ ମାଧ୍ୟାମ ରେ ସ୍କୁଲ ର ଚାରି ଜଣ ଛାତ୍ରୀ ସୁନ୍ଦର ଡ୍ୟାନ୍ସ ସହିତ ଏହି ସଚେତନତା କୁ ଆଗକୁ ବଢାଇବାର ରେ ନଜର ଆସିଛନ୍ତି |

ତେବେ ଏହି କାର୍ଯ୍ୟକ୍ରମ ଟି ଏକ ବାଳିକା ଉଚ୍ଚ ବିଦ୍ୟାଳୟ ର ଜଣା ପଡିଥିବା ବେଳେ ଏହାକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଉପଲୋଡ କରିଥିବା ଜଣା ପଡିଛି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ବହୁତ ମାତ୍ରା ଭାଇରାଲ ହେବାରେ ଦେଖାଯାଇଛି |ଭିଡ଼ିଓ ଟି ରେ ଦେଖା ଯାଇଛି ଯେ ଛାତ୍ରୀ ମାନେ ସ୍କୁଲରେ ନିଜର ୟୁନିଫର୍ମ ପିନ୍ଧି ସୁନ୍ଦର ଡ୍ୟାନ୍ସ ମାଧ୍ୟମ ଅନ୍ୟ ପିଲାଙ୍କୁ ବୁଝାଉଥିବାରେ ଦେଖା ଯାଇଛି |

ଆଉ ତାହା ସହିତ ସ୍କୁଲ ପିଲା ମାନେ ସୁନ୍ଦର ଭାବରେ ନୃତ୍ୟ ମଧ୍ୟ ପରିବେଷଣ କରିଛନ୍ତି ଆଉ ନୃତ୍ୟ କରୁଥିବା ଗୀତ ହେଉଛି ପଢ଼ିବୁ ରେ ପଢ଼ିବୁ, ଆମେ ପାଠ ପଢ଼ିବୁ, ଏହି ଗୀତରେ ଛାତ୍ରୀ ମାନେ ଏଠାରେ ଡାନ୍ସ କରୁଛନ୍ତି | ଯାହାକୁ ଦେଖି ବିଦ୍ୟାଳୟ ଅନ୍ୟ ଛାତ୍ରୀ ମାନେ ତାଳି ମାରି ସେମାନଙ୍କୁ ଉତ୍ତସାହୀତ କରିବା ସହିତ | ବିଦ୍ୟାଳୟ ର ଶିକ୍ଷକ ମାନେ ଏହି ଡ୍ୟାନ୍ସ କୁ ଉପଭୋଗ କରିଥିବା କହିଛନ୍ତି | ତେବେ ଛାତ୍ରୀ ମାନଙ୍କର ଏହିପରି ଡ୍ୟାନ୍ସ ଦେଖି ସମସ୍ତ ପସନ୍ଦ କରିବା ସହିତ | ଏହିପରି ଚେଷ୍ଟା କୁ ବେଶ ପ୍ରଶଂସା ମଧ୍ୟ କରିଛନ୍ତି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।