
ସବୁ ଭୁଲି ଯାଇ ଦାଣ୍ଡିଆ ଖେଳିଲେ ଅନୁଭବ ଓ ବର୍ଷା, ବାଜୁଛି DJ ଖେଳୁଛନ୍ତି ଦାଣ୍ଡିଆ I ଦେଖନ୍ତୁ video ..
ପୁଣି ଚର୍ଚ୍ଚାରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। ଭାଇରାଲ ହେଉଛି ଏକ ଭିଡିଓ। ଯେଉଁଥିରେ ଦେଖିବାକୁ ମିଳୁଛି ଦାଣ୍ଡିଆ ଧରି ଝୁମୁଛନ୍ତି ବର୍ଷା ଓ ଅନୁଭବ। ଖୁସିରେ ଦାଣ୍ଡିଆ ଖେଳରେ ମାତିଛନ୍ତି ଅନୁଭବ ଓ ବର୍ଷା। ହଁ ଆଜ୍ଞା ଡିଜେ ବାଜୁଚି ନାଚ ଗୀତ ବି ଚାଲିଛି ଆଉ ସଭିଙ୍କ ମଧ୍ୟରେ ଏ ଦାଣ୍ଡିଆ ଖେଳରେ ମାତି ଛନ୍ତି ଉଭୟ। ତେବେ ଏହା ବିଚ୍ଛେଦ ଖୁସି ନା ନବରାତ୍ରୀ ର ଖୁସି ତାହା କୁ ନେଇ ଚାଲିଛି ଚର୍ଚ୍ଚା।
ତେବେ ଭିଡିଓ ରେ ଆପଣ ମାନେ ଦେଖି ପାରୁଥିବେ କେତେ ଖୁସି ଅଛନ୍ତି ବର୍ଷା ଆଉ ଅନୁଭବ। ଦାଣ୍ଡିଆ ଖେଳରେ ଦୁହେଁ ପୁରା ମସଗୁଲ୍ ଅଛନ୍ତି ବର୍ଷା ଆଉ ଅନୁଭବ।ଦାଣ୍ଡିଆ ଖେଳି ପୁରା ଝୁମି ଯାଉଛନ୍ତି। ତେବେ ଆପଣ ମାନେ ଜାଣିଥିବେ କି ଏହି ଦୁଇ ଯୋଡ଼ିଙ୍କୁ ନେଇ ସବୁ ବେଳେ ଚର୍ଚ୍ଚା ଲାଗି ରହିଥାଏ। ସମସ୍ତେ ଏହି ଦୁଇ ଜଣକ ଯୋଡ଼ିକୁ ଖୁବ୍ ପସନ୍ଦ ମଧ୍ୟ କରୁଥିଲେ। ଏମିତି କି ଏମାନଙ୍କ ଯୋଡିକୁ ଦେଖି କେହି କେହି ପ୍ରେମର ଏକ ଜ୍ୱଳନ୍ତ ଉଦାହରଣ ବୋଲି କହୁଥିଲେ।
ତେବେ ବର୍ତ୍ତମାନ ଯେଉଁଭଳି ଦୃଶ୍ୟ ଦେଖିବା ପାଇଁ ମିଳିଛି ତାହା ସବୁଠାରୁ ନିଆରା ଦୃଶ୍ୟ। ଅନୁଭବ ଓ ବର୍ଷା ଦାଣ୍ଡିଆ ଖେଳୁଛନ୍ତି। ଦୁଃଖ କମ୍ ଆନନ୍ଦ ବେଶି ଦେଖିବାକୁ ମିଳୁଛି। ସବୁଠାରୁ ବଡ କଥା ହେଉଛି ଯେଉଁଠି ବିଚ୍ଛେଦ ପାଇଁ ଅନୁଭବ ବାରମ୍ବାର ଆବେଦନ କରି ଚାଲିଥିଲେ ସେଠି ବର୍ଷା କିନ୍ତୁ ବିଳମ୍ବ କରି ଚାଲିଥିଲେ। କିନ୍ତୁ ପରବର୍ତ୍ତି ସମୟରେ ବର୍ଷା ମଧ୍ୟ ବିଚ୍ଛେଦ ପାଇଁ ରାଜି ହୋଇ ଯାଇଛନ୍ତି। ଆଉ ଏହାରି ମଧ୍ୟରେ ଦେଖିବାକୁ ମିଳୁଛି ଏଭଳି ଏକ ଖୁସିର ମାହଲ୍। ଏପଟେ ବର୍ଷା ଦାଣ୍ଡିଆ ଖେଳରେ ଝୁମି ଉଠିଛନ୍ତି ଆଉ ସେପଟେ ଅନୁଭବ ମଧ୍ୟ ଛାଡି ନାହାଁନ୍ତି ସିଏ ବି ନିଜକୁ ଦାଣ୍ଡିଆ ଖେଳ ଭିତରେ ହଜାଇ ଦେଇଛନ୍ତି।
ଆଉ ଏ ଭିଡ଼ିଓ ବି ଏବେ ଭାଇରାଲ ହେବାରେ ଲାଗିଛି ଯେ ଦୁହେଁ ଖୁବ୍ ଖୁସି ଅଛନ୍ତି। ଏ ଦୃଶ୍ୟ ଦେଖିଲେ ଲାଗୁଛି କି ବିଚ୍ଛେଦ ହେବାର ଅନୁତାପ କମ୍ ଆଉ ନବରାତ୍ରୀର ସେଲିବ୍ରେଶନ ଖୁବ୍ ଅଧିକ ଚଳୁଛି। ଦୁହିଁଙ୍କ ମଧ୍ୟରେ ଟିକିଏ ବି ଦୁଃଖ ନାଇ। ତେବେ ଆପଣ ମାନେ ଜାଣିଥିବେ କି ବର୍ଷା ଓ ଅନୁଭବଙ୍କ ବିଚ୍ଛେଦ ମାମଲାକୁ ବହୁତ୍ ଦିନ ବିତି ଗଲାଣି।ଯଦିଓ ପ୍ରଥମେ ବର୍ଷା ବିଚ୍ଛେଦ ପାଇଁ ରାଜି ନଥିଲେ ଏବେ କିନ୍ତୁ ତାଙ୍କର ସମତି ମିଳି ସାରିଛି।ଏମିତିକି ସେ ଅନୁଭବଙ୍କ ପୈତୃକ ଘର ମଧ୍ୟ ଛାଡି ଦେଇଛନ୍ତି। ଆଉ ଖୁବ୍ ଶୀଘ୍ର ଦୁହେଁ ଅଲଗା ମଧ୍ୟ ହୋଇ ଯିବେ। ତେବେ ଏହାରି ଭିତରେ ବର୍ଷା ଓ ଅନୁଭବଙ୍କ ଏ ଖୁସିର ମୁହୂର୍ତ୍ତ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।