
ସାବିତ୍ରୀ ଓଷା କରିବା ପୂର୍ବରୁ ନୂଆ ବୋହୂକୁ ପ୍ରଥମେ ଟାଙ୍ଗିଲେ, ତାପରେ ଜୁଇରେ ଜାଳିଲେ…ଶଶୁର ଘର ଲୋକେ ଦେଖନ୍ତୁ Record ହୋଇଥିବା ଭାଇରାଲ ଭିଡିଓ
ଆଜିର ସମୟରେ ପ୍ରତିଦିନ ଏମିତି ଏମିତି ଘଟଣା ସବୁ ଘଟୁଛି ଯାହା ଶୁଣିବା ଓ ଦେଖିବା ଏହି ସମାଜରେ ବଂଚିବାକୁ ଖୁବ ଡର ଲାଗୁଚି ।ତେବେ ନିକଟରେ ସାବିତ୍ରୀ ବ୍ରତ ଯାଇଛି ଯାହାକୁ ବହୁତ ନାରୀ ମାନେ ଖୁବ ଧୁମ ଧାମରେ ପାଳନ କରିଥିବାର ବି ଦେଖିବାକୁ ମିଳିଥିଲା ।କିନ୍ତୁ ସେହି ଭିତରେ ବି ଏମିତି ଏକ ଘଟଣା ଦେଖିବାକୁ ଯେଉଁଥିରେ ସାବିତ୍ରୀ ପୂର୍ବ ଦିନ ସ୍ତ୍ରୀ ଙ୍କୁ ମାରି ଟାଙ୍ଗିଦେଲେ ଶଶୁର ଘର । ତେବେ ଏମିତି ଏକ ଘଟଣା ରାଜଧାନୀ ଭୁବନେଶ୍ବରରେ ଦେଖିବାକୁ ମିଳିଛି ଯେଉଁଠି ଯୌତୁକ ପାଇଁ ନବ ବିବାହିତା ଙ୍କୁ ହତ୍ୟା ହେଇଚି ଵୋଲି ଅଭିଯୋଗ ଆସିଛି ।
ତେବେ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଛି କି 28 ତାରିଖରେ ବିବାହ କରି 29 ତାରିଖରେ ନୂଆ ବୋହୁ ମୃତ୍ୟୁ କିପରି ହେଲା କଣ ରହିଛି ଏହା ପଛରେ କାରଣ ।ଏହାକୁ ନେଇ ବିଭିନ୍ନ ଆଲୋଚନା ଚାଲିଥିବା ବେଳେ ଝିଅର ପରିବାର ଲୋକଙ୍କ କହିବା ଅନୁସାରେ ତାଙ୍କ ଝିଅ କେବେ ଆତ୍ମହତ୍ୟା କରି ପାରିବ ନାହିଁ ତାଙ୍କୁ ହତ୍ୟା କରାଯାଇଛି ।
ତେବେ ବିବାହରେ ପ୍ରତ୍ୟେକ ବାପା ନିଜ ଝିଅକୁ କିଛବି ଉପହାର ଦେଇଥାନ୍ତି ଯାହା ଆଜି ଧରେ ଧରେ ମହାମାରୀ ଯୌତୁକ ରେ ପରିଣତ ହେଇ ଯାଇଚି ।ତେବେ ଯଦିଓ ଭାରତ ସରକାର ଏହି ଯୌତୁକ ପରି କୁପ୍ରଥା କୁ ରୋକିବା ପାଇଁ ବହୁତ ଆଇନ ତିଆରି କରିଛନ୍ତି କିନ୍ତୁ ବହୁତ ଜାଗାରେ ଏହାର ପ୍ରାଦୁର୍ଭାବ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ ।
ପ୍ରତିବର୍ଷ କେତେ ଯେ ଝିଅ ଏହି ଯୌତୁକ ନିର୍ଯାତନା ର ସଗିକର ହେଇଥାନ୍ତି ତାହାର କିଛି ହିସାବ ନାହିଁ, ସେହିପରି ଆଜିର ଏହି ଘଟଣାକୁ ଦେଖୁ ନାହାଁନ୍ତି ।ତେବେ ଘଟଣା ଅନୁସାରେ ଗତ ୨୦୨୨ ମସିହା ୨୮ ଏପ୍ରିଲ ରେ ଭଦ୍ରକ ର ତିହିଡି ଅଞ୍ଚଳର ରାଧାକାନ୍ତ ନାୟକ ନିଜ ଝିଅ ପ୍ରଭାବତୀ ଙ୍କର ବିବାହ ଭୁବନେଶ୍ବର ର ପ୍ରମୋଦ ଖୁଣ୍ଟିଆଙ୍କ ପୁଅ ପ୍ରକାଶ ଖୁଣ୍ଟିଆ ସହିତ ବିବାହ କରେଇ ଥିଲେ ।ବିବାହ ଖୁବ ଭଲରେ ହେଇଥିଲା,ମାତ୍ର ଗତ 29 ତାରିଖ ଦିନ ଝିଅ ଦିନ ଝିଅର ମାଆ ପାଖକୁ ତାଙ୍କ ଜ୍ୱାଇଁ ଫୋନ କରି କହିଥିଲେ କି ତୁମ ଝିକୁ ମୁଁ ବହୁତ ବାଡେଇଛି ସେ ମୋ ଜୀବନ ଖରାପ କରି ଦେଇଛି ।ଆଉ ସେତିକି ଝିଅ ଟିକିଏ ସମୟ ଫୋନରେ କହିଥିଲେ କି ମୋତେ ଏଠୁ ନେଇ ଯାଅ ମୋତେ ବହୁତ ପିଟୁଛନ୍ତି ।
ତାପରେ ଅଳ୍ପ କେଇ ଘଂଟା ପରେ ଖବର ଆସିଲା କି ଆଉ ତମ ଝିଅ ନାହିଁ କିନ୍ତୁ ଝିଅର ବାପା ଯାଇ ପହଁଚିଲା ବେଳକୁ ଝିଅର ଜୁଇ ଲାଗି ସାରିଥିଲା ।ଏହାପରେ
ଝିଅର ମାଆ ବାପା ଖଣ୍ଡଗିରି ଥାନା ରେ ଅଭିଯୋଗ କରିଛନ୍ତି କି ତାଙ୍କ ଝିଅ କୁ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ ପରିବାର ଲୋକେ। ଆଉ ସେହି ଯୌତୁକ ପାଇଁ ତାଙ୍କ ଝିଅ କୁ ହତ୍ୟା କରିଛନ୍ତି ଶଶୁର ଘର ଲୋକେ ବୋଲି। ସେ କହିଛନ୍ତି କି ଝିଅ ମୋ ସହ କଥା ହୁଏ ଆଉ ସେ କେବେ ବି ଆତ୍ମହତ୍ୟା କରିପାରିବ ନାହିଁ ମାତ୍ର ଶଶୁର ଘର ଲୋକେ ତାଙ୍କୁ ଯୌତୁକ ପାଇଁ ପ୍ରେସର ଦେଉଥିଲେ ବୋଲି ସେ କହିଛନ୍ତି ଓ ଝିଅ କେବେ ଆତ୍ମହତ୍ୟା କରି ପାରିବ ନାହିଁ ଜଣେଇ ଥିଲେ ।ତେବେ ଏବେ ନ୍ୟାୟର ଆଶାରେ ମାଆ ବାପା ଅନେଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।