ସବୁ ସମୟ ଖବର ସାଥିରେ

Intresting GK Questions | ତିନି ଅକ୍ଷରେ ମୋର ନାମ ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳରେ ନାମ ଏହାର ଉତ୍ତର କଣ ? 99% ଉତ୍ତର ଦେବାରେ ଫେଲ

0 14

ତେବେ ଆଜି କାଲି ପ୍ରତେକ ଲୋକ ନିଜ ବିଜର ଜ୍ଞାନ ଓ ବୁଦ୍ଧି ର ବିକାଶ କରିବାକୁ ଚାହିଁଥାନ୍ତି | ତେବେ ଅନେକ ପ୍ରକାରର ପଦ୍ଧତିରେ ଆମର ଜ୍ଞାନ ର ବିକାଶ ଆମେ କରି ପାରିବା | ତେବେ ପ୍ରତେକ ମଣିଷ ଙ୍କ ପାଖରେ ସାଧାରଣ ଜ୍ଞାନ ରହିବା ର ଆବଶ୍ୟକତା ରହିଛି ଯାହା ସେମାନଙ୍କୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ ଓ ବିଭିନ୍ନ ପ୍ରକାରର ଉନ୍ନତି କ୍ଷେତ୍ରରେ ମଧ୍ୟ ବିଶେଷ ଅଂଶ ଗ୍ରହଣ କରିଥାଏ ବୋଲି କୁହାଯାଉଛି | ତେବେ ଆଗ କାଳ ରେ କେବଳ ପୁସ୍ତକ ମାଧ୍ୟମରେ ଆମେ ଆମର ଜ୍ଞାନ ର ବିକାଶ କରିଥାଉ | କିନ୍ତୁ ବର୍ତ୍ତମାନ ଇଣ୍ଟରନେଟ ମାଧ୍ୟମରେ ଆମେ ଦେଶ ଦୁନିଆ ବିଷୟରେ ଅନେକ ପ୍ରକାରର ସାଧାରଣ ଜ୍ଞାନ ବିଷୟରେ ଜାଣି ପାରୁଛୁ ଓ ତାହା ସହିତ ଆମର ଜ୍ଞାନ କୁ ମଧ୍ୟ ବଢ଼େଇ ପାରୁଛି |

ତେବେ ଆସନ୍ତୁ ବନ୍ଧୁଗଣ ଆଜି ଆମେ ସେହି ଭଳି କିଛି gk ସମ୍ବଧୀୟ ପ୍ରଶ୍ନ ଉତ୍ତର ବିଷୟରେ ଆଲୋଚନା କରିବା ଯାହା ଆମର ଜ୍ଞାନ ର ଅଭିବୃଦ୍ଧି କରେଇବାରେ ସାହାଯ୍ୟ କରିବ |

ପ୍ରଶ୍ନ 1:-ଭାରତର ସବୁଠାରୁ ଧନି ଗ୍ରାମର ନାମ କଣ?
ଉତ୍ତର :-ମାଧପୁର

ପ୍ରଶ୍ନ 2:- କେଉଁ ଦେଶର 3 ଟି ରାଜଧାନୀ ରହିଛି?
ଉତ୍ତର :-ଦକ୍ଷିଣ ଆଫ୍ରିକା

ପ୍ରଶ୍ନ 3:-କେଉଁ ଦେଶରେ ସର୍ବାଧିକ ଟମାଟୋ ଉତ୍ପାଦନ କରାଯାଏ?
ଉତ୍ତର :-ଚୀନ

ପ୍ରଶ୍ନ 4:-ସୁଗନ୍ଧିତ ସହର କେଉଁ ସହରକୁ କୁହାଯାଇଥାଏ?
ଉତ୍ତର :-କନୋଜ

ପ୍ରଶ୍ନ 5:-ଟ୍ରେନ କୁ ଅଟକାଇବା ପାଇଁ କେଉଁ ରଙ୍ଗ ବ୍ୟବହାର କରାଯାଏ?
ଉତ୍ତର :-ନାଲି

ପ୍ରଶ୍ନ 6:-ଯେଉଁ ଦେଶରେ ମାତ୍ର 49 ମିନିଟ ପାଇଁ ରାତି ହୋଇଥାଏ?
ଉତ୍ତର :-ନରୱେ

ପ୍ରଶ୍ନ 7:-ନଦୀର ଦେଶ କାହାକୁ କୁହାଯାଏ?
ଉତ୍ତର :-ବାଂଲାଦେଶ

ପ୍ରଶ୍ନ 8:-କେଉଁ ରାଜ୍ୟ ରେ ସର୍ବାଧିକ ମନ୍ଦିର ରହିଛି?
ଉତ୍ତର:-ତାମିଲନାଡୁ

ପ୍ରଶ୍ନ 9:-ତିନି ଅକ୍ଷରେ ମୋର ନାମ ପ୍ରଥମ କାଟିଲେ ରାମ, ଦ୍ଵିତୀୟ କାଟିଲେ ଫଳରେ ନାମ ଏହାର ଉତ୍ତର କଣ?
ଉତ୍ତର :-ଆରାମ

ପ୍ରଶ୍ନ 10:-କେଉଁ ଗଛରେ ଫୁଲ ହୁଏ ନାହିଁ?
ଉତ୍ତର :-ପଣସ

ପ୍ରଶ୍ନ 11:-ଜୀବନ କାଳ ମଧ୍ୟରେ ଥରେ ଫଳ ଧରୁଥିବା ଗଛ ର ନାମ କଣ?
ଉତ୍ତର :-କଦଳୀ

ପ୍ରଶ୍ନ -12:-କିଏ ଜିଭ ରେ ଚାଟି ଚାଟି ଖାଇ?
ଉତ୍ତର :-କୁକୁର

ପ୍ରଶ୍ନ -13:-କେଉଁ ଜୀବ ର କେବଳ ଗୋଟିଏ ମାତ୍ର ଶୁଙ୍ଘ ଥାଏ?
ଉତ୍ତର :-ଗଣ୍ଡା

ତେବେ ଏହା ଥିଲା ଆମର ଭାରତରେ ପ୍ରଚଳିତ ଥିବା କେତେକ ସାଧାରଣ ଜ୍ଞାନ ବିଷୟରେ କିଛି ପ୍ରଶ୍ନ ଉତ୍ତର ଯାହା ଆମର ଦେଶ ବିଦେଶ ବିଷୟରେ ଅନେକ କଥା ଶିଖେଇ ଥାଏ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।